Dipika ଓ Dineshଙ୍କର ଆଉ ଏକ Video ଏବେ ହେଉଛି ଭାଇରାଲ, ଯେଉଁଥିରେ ଦିନେଶଙ୍କ ଜନ୍ମଦିନରେ ଦୀପିକା… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବ୍ରଂହପୁର ସହର ର ଏବେ ଚଳ ଚଞ୍ଚଳ ହୋଇ ଉଠିଛି କାରଣ ଦିନେଶ ଓ ଦୀପିକା ଙ୍କ ପ୍ରେମ ସମ୍ପର୍କ କୁ ନେଇ ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦିନେଶ ଦୀପିକାଙ୍କୁ ପ୍ରେମ କରୁଥିଲେ ଆଉ ସମ୍ପର୍କ ମଧ୍ୟ ରଖିଥିଲେ କିନ୍ତୁ ଏବେ ଛୁଆ ଜନ୍ମ ହେବ ପରେ ଦୀପିକାଙ୍କୁ ଗ୍ରହଣ କରିବାକୁ ମନା କରି ଦେଇଡିଛନ୍ତି ଦିନେଶ । ଯାହା ପାଇଁ ଦୀପିକା ଦିନେଶଙ୍କ ଘରେ ଆଗରେ ଧାରଣା ଦେଇ ବସିଛନ୍ତି ଦୀର୍ଘ ୧୩-୧୪ ଦିନ ହେବ । ତେବେ ଏହାରି ମଧ୍ୟରେ ଦୁହିଙ୍କ ସମ୍ପର୍କକୁ ନେଇ ଅନେକ ସମାଲୋଚନା ମଧ୍ୟ ଆରମ୍ଭ ହୋଇ ଚାଲିଛି ।

ଅନେକ ଲୋକ ମାନେ ଭିନ୍ନ ଭିନ୍ନ ମତ ରଖୁଛନ୍ତି ଦୁହିଙ୍କର ସମ୍ପର୍କ କୁ ନେଇ । ତେବେ ଦୁହିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଭିଡିଓ ରେ ଦୃଶ୍ୟ ହେଉଛି କି ଦିନେଶ ଙ୍କ ଜନ୍ମ ଦିନରେ ଦୀପିକା ତାଙ୍କ ପାଖରେ ଅଛନ୍ତି । ଦୁହେଁ କୌଣସି ରେଷ୍ଟୁରାଣ୍ଟ କୁ ଯାଇଛନ୍ତି । ଦିନେଶ ଙ୍କ ପାଖରେ ବସି ତାଳି ମାରୁଛନ୍ତି ଦୀପିକା ଆଉ ଜନ୍ମ ଦିନର କେକ ମଧ୍ୟ କାଟୁଛନ୍ତି ଦିନେଶ । ଦିନେଶ ଦୀପିକାଙ୍କ ମଧ୍ୟରେ ପ୍ରେମ କେତେ ଗଭୀର ରହିଥିଲା ତାହା ଏହି ଭିଡିଓ ରୁ ସ୍ପଷ୍ଟ ହେଉଛି ।

ଏହା ବ୍ଯତୀତ ଦିନେଶ କେକ କାଟି ସାରିବା ପରେ ଦୀପିକା ଙ୍କୁ ନିଜ ହାତରେ ଖୁଆଇ ଦେଉଛନ୍ତି । ଏମିତିକି ଦୀପିକା ମଧ୍ୟ ଦିନେଶ ଙ୍କୁ ନିଜ ହାତରେ କେକ ଖୁଆଇବାର ଏହି ଭିଡିଓ ରେ ନଜର ଆସୁଛି । ତେବେ ଦୁହିଙ୍କ ମଧ୍ୟରେ ଅତୁଟ ଭଲ ପାଇବା ରହିଥିଲା କହିଲେ କିଛି ଭୁଲ ହେବ ନାହି । ତେବେ ଦିନେଶ ଙ୍କ ଜନ୍ମ ଦିନରେ ଦୀପିକାଙ୍କ ତାଙ୍କ ସହ ରହିବା ସହ ତାଙ୍କ ସହ ସେଲିବ୍ରେଟ ମଧ୍ୟ କରୁଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯଦି ଦୁହିଙ୍କ ମଧ୍ୟରେ ଏତେ ଭଲ ପାଇବା ଥିଲା ପରସ୍ପର ପ୍ରତି ତେବେ କଣ ପାଇଁ ଦିନେଶ ଦୀପିକା ଙ୍କୁ ଓ ତାଙ୍କ ପୁଅକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି ।

ଦୀପିକା ଙ୍କ ସହ ବିତାଇଥିବା ପ୍ରତେକ ଟି ମୂହୁର୍ତ୍ତ ଦିନେଶ କଣ ଏତେ ସହଜରେ ଭୁଲି ଗଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଦୀପିକା ନିଜର ଲଢେଇ ଜାରି ରଖିଛନ୍ତି ନିଜର ପ୍ରେମ କୁ ପାଇବାକୁ ଆଉ ତାଙ୍କ ପୁଅକୁ ବାପର ପରିଚୟ ଦେବାକୁ । ତେବେ ଏହି ଭିଡିଓ ଟି ଭାଇରାଲ ହେବା ପରେ ଏବେ ଜନ ସାଧାରଣରେ ଅନେକ ପ୍ରକାରର ପ୍ରଶ୍ନ ଉଠିଛି ।

ଯଦି ଦୁହିଙ୍କ ମଧ୍ୟ ରେ ଏତେ ଭଲ ସମ୍ପର୍କ ରହିଥିଲା ତେବେ କଣ ପାଇଁ ଦିନେଶ ଦୀପିକା ଙ୍କୁ ଧୋକା ଦେଲେ । ଦୁହେଁ ପରସ୍ପରକୁ ଛାଡି ଯେଉଁଠି ବଞ୍ଚି ପାରୁ ନ ଥିଲେ ଏବେ ଏମିତି କଣ ହେଲା ଦୁହେଁ ଅଲଗା ହୋଇ ଯାଇଛନ୍ତି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *