ସାପ ଫଣାରୁ ପୁଅକୁ ଟାଣି ଆଣିଲା ମା’, Videoରେ ଦେଖନ୍ତୁ ଭୟଙ୍କର ଦୃଶ୍ୟ… ଛାତି ଥଋ ଉଠିବ

ନମସ୍କାର ବନ୍ଧୁଗଣ । ଏ ଦୁନିଆରେ ମା ପାଇଁ ତାର ଛୁଆ ସବୁଠାରୁ ଉପରେ ରହିଥାଏ । ଆଉ ମା ପିଲାର ସମ୍ପର୍କ ମଧ୍ୟ ଦୁନିଆର ଶ୍ରେଷ୍ଠ ସମ୍ପର୍କ ଅଟେ । ଗୋଟେ ମା ନିଜ ଛୁଆ ପାଇଁ ନିଜ ଜୀବନ ବି ଦେଇପାରେ ତାହା ଆପଣ ମାନେ ବେସ ଭଲ ଭାବେ ଜାଣିଥିବେ । ତେବେ ଏଭଳି ଏକ ହୃଦୟ ସ୍ପର୍ଶୀ ଆଉ ରୋମ ଟାଙ୍କୁରି ଦେଲା ଭଳି ଘଟଣା ସାମନା କୁ ଆସିଛି କର୍ଣ୍ଣାଟକ ରୁ । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କିପରି ଗୋଟେ ମା ନିଜ ପୁଅକୁ ବିପଦ ମୁହଁ ରୁ ଟାଣି ଆଣିଛୁ । ଘରର ପାହାଚ ତଳେ ଲୁଚି ରହିଥିଲା ସାପ ।

ଆଉ ଠିକ ସେହି ସମୟରେ ଘରର ଦୁଆର ଆଗକୁ ବାହାରିଥିଲେ ଆମ ଓ ପୁଅ ଏକାଠି ହୋଇ । କିନ୍ତୁ ମା ପୁଅ ଜାଣି ନାହାନ୍ତି ସାପ ପାହାଚ ତଳେ ଲୁଚି ରହିଛି । କୁନି ପୁଅର ପାଦ ଅଜାଣତରେ ସାପ ଉପରେ ପଡିଗଲା । କାରଣ କୁନି ପୁଅ ଟି ଅନ୍ୟମନସ୍କ ଥିଲା ଆଉ ସେମିତି ରେ ବି ସେ ଛୋଟ ପିଲା ଟା । କିନ୍ତୁ ମା ନିଜ ଛୁଆ ର ଜୀବନ ରକ୍ଷା ପାଇଁ କିଛି ବି କରିପାରେ ଆପଣ ମାନେ ନିଶ୍ଚୟ ଜାଣିଥିବେ ।

ତେବେ କୁନି ପୁଅ ର ପାଦ ସାପ ଉପରେ ପଡିବା ପରେ ହଠାତ ମା ର ଦ୍ରୁଷ୍ଟି ସାପ ଉପରେ ପଡିଲା । ଆଉ ସଙ୍ଗେ ସଙ୍ଗେ ଦଉଡି ଆସିଲା ପୁଅ ପାଖକୁ । ସେହି ସମୟରେ ହଠାତ ସାପ ଉପରେ ପଦ ପଡି ଯାଇଥିବାରୁ ସେ ଫଣା ଟେକି ଉପରକୁ ଉଠିବାକୁ ଲାଗିଲା । ଫଣା ତେଲି ଆକ୍ରମଣ କରିବାକୁ ସାପ ଟି ପୁରା ପ୍ରସ୍ତୁତ ହୋଇଗଲା ।

ଏହାକୁ ଦେଖି ପାଖରେ ଥିବା ମା ପୁଅକୁ କୋଳକୁ ଟାଣି ଆଣିଲା ସାପ ଆକ୍ରମଣ କରିବ ପୂର୍ବ ରୁ । ଏହା ପରେ ସାପ ଟି ସେଠାରୁ ତୁରନ୍ତ ଚାଲିଗଲ କାହାର କିଛି କ୍ଷତି ନ କରି । ମା ମଧ୍ୟ ନିଜ କୁନି ପୁଅକୁ ଧରି ସେଠାରୁ ତୁରନ୍ତ ଦୂରକୁ ଚାଲିଗଲେ । ତେବେ ସାପ ଟି ଲୁଚି ରହିବା କଥା ମା କି ପୁଅ ଜାଣି ନ ଥିଲେ ଯାହା ପାଇଁ ସେମାନେ ବଡ ଘଟଣା ରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ।

ଯେପରି ଭାବେ ସାପ ଟି ଫଣା ଟେଲିଥିଲା ଟିକେ ଅସାବଧାନତା କାରଣରୁ କୁନି ପୁଅ ର ଜୀବନ ମଧ୍ୟ ଚାଲି ଯାଇଥାନ୍ତା । ତେବେ ସେ ଯାହା ବି ହେଉ ମା ସଙ୍ଗେ ସଙ୍ଗେ ନିଜ ପୁଅକୁ ନିଜ ଆଡକୁ ଟାଣି ଆଣିଲା ଆଉ ପୁଅର ଜୀବନ ରକ୍ଷା ହୋଇଗଲା । ଏହି ଘଟଣା ରୁ ସ୍ପଷ୍ଟ ହେଉଛି ମା ନିଜ ଛୁଆ ପାଇଁ କିଛି ବି କରିପାରେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *