ଦୀପିକା ପାଦୁକୋଣଙ୍କ ଠାରୁ ବି ସୁନ୍ଦର ତାଙ୍କ ଭଳି ଦେଖାଯାଉଥିବା ଏହି ସାଉଥ ଅଭିନେତ୍ରୀ, ଦେଖନ୍ତୁ ଫଟୋ

ନମସ୍କାର ବନ୍ଧୁଗଣ, ଆପଣମାନେ ତ ଜାଣିଥିବେ ଏ ଦୁନିଆରେ ଗୋଟେ କେହେରା ଥିବା ଭଳି ୭ ଟି ଲୋକ ଅଛନ୍ତି । ଏମିତି ଦେଖିବାକୁ ଗଲେ କିଛି କିଛି ତ ଏକ ସହ ଜନ୍ମ ନେଉଥିବା ଟ୍ଵିନ୍ସ ଅଟନ୍ତି । କିନ୍ତୁ ଅଲଗା ଜାଗାରେ ଅଲଗା ମା ଠୁ ଜନ୍ମ ନେଇ ମଧ୍ୟ ଏକା ଭଳି ଦେଖାଯାଉଥିବା ଏମିତି ବହୁତ ହୁମସକଲ ଅଛନ୍ତି । ତେବେ ସାଧାରଣ ଲୋକଙ୍କ ହମସକଲ ମିଳିବା ଯେତେ କଷ୍ଟ ଯଦି ଆପଣ ଜଣେ ଷ୍ଟାର ତେବେ ଆପଣଙ୍କ ହମସକଲ ମିଳିବ ଅତି ସହଜ ହୋଇଯାଏ କାହିଁକି ନା ଅପଣଙ୍କୁ ସାରା ଦୁନିଆ ଦେଖିଥାଏ ।

ତେବେ ଆପଣ ମାନ ଏଜାଣି ଆଶ୍ଚର୍ଯ୍ୟ ହେବେ ଏମିତି କିଛି ଷ୍ଟାର ଅଛନ୍ତି ଯିଏ ଯେଉଁମାନେ ଫେମସ ମଧ୍ୟ ଓ ଦେଖାବାକୁ ଏକା ଭଳି ହୋଇଥାନ୍ତି । ସେହି ଭଳି ଷ୍ଟାର ହେଉଛନ୍ତି ଦୀପିକା ପାଦୁକୋଣ ଓ ଅମଲା ପଲ୍‌ । ଯେଉଁଠି ଦୀପିକା ବଲୀଉଡ ର ଏକ ଆଗଧାଡିର ଅଭିନେତ୍ରୀ ସେଇଠି ଅମଲା ପଲ୍‌ ମଧ୍ୟ ସାଉଥ ଫିଲ୍ମ ଇନ୍ଦୁଷ୍ଟ୍ରୀ ରେ ରାଜ କରୁଛନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଅମଲା ପଲ୍‌ଙ୍କ  ବିଷୟରେ କହିବୁ । ସେ ଦେଖିବାକୁ ଦୀପିକାଙ୍କ ଠାରୁ ମଧ୍ୟ ହଟ୍ । ତାଙ୍କ ସୁନ୍ଦର ଫିଗର ଓ ଅଭିନୟ ପାଇଁ ସେ ସବୁବେଳେ ଖୁବ ଚର୍ଚ୍ଚାରେ ରୁହନ୍ତି । ତେବେ ଲୋକେ ତାଙ୍କୁ ଖୁବ ପସନ୍ଦ କରନ୍ତି । ସେ ସାଉଥ ଇଣ୍ଡଷ୍ଟ୍ରିକୁ ବହୁତ ହିଟ୍ ଫିଲ୍ମ ଦେଇଛନ୍ତି । ୨୭ ବର୍ଷର ଅମଲା ୧୯୯୧ ମସିହା ଅକ୍ଟବର ମାସ ୨୬ ତାରିଖରେ ଜନ୍ମ ହୋଇଥିଲେ ।

ସେ ୨୦୦୯ ମସିହାରେ ମଲାୟଲମ୍‌ ଫିଲ୍ମ ନୀଲାମଥାରାରେ ଅଭିନୟ କରି ସିନେମା ଜଗତରେ ପାଦ ଦେଇଥିଲେ । ଏହି ଫିଲ୍ମ ପରେ ଅନ୍ୟ ଭାଷାରେ ମଧ୍ୟ ରିଲିଜ ହୋଇଥିଲା ଓ ଏଠି ପାଇଁ ତାଙ୍କୁ ବହୁତ ଆୱାର୍ଡ ମଧ୍ୟ ମିଳିଥିଲା । ସେ ନିର୍ଦ୍ଦେଶକ ଏଏଲ୍‌ ବିଜୟଙ୍କୁ ବିବାହ କରିଥିଲେ କିନ୍ତୁ ଏବେ ସେମାନେ ଅଲଗା ହୋଇଯାଇଛନ୍ତି । ତେବେ ଦେଖନ୍ତୁ ତାଙ୍କର କିଛି ହଟ୍ ଫୋଟୋ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *