ଏକ ନୂଆ ପେନ୍ସନ ଯୋଜନା, ଯେଉଁଥିରେ କେବଳ ୧୩୮ ଟଙ୍କା ଜମା କଲେ, ମିଳିବ ୫୦ ହଜାର ଟଙ୍କା ସବୁ ବର୍ଷ– ଦେଖନ୍ତୁ କେମିତି

ନମସ୍କାର ବନ୍ଧୁଗଣ , ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜିକାଲି ଦୁନିଆ ଯେତିକି ଆଗକୁ ବଢି ଚାଲିଛି ସେତିକି ଦାମିକା ମଧ୍ୟ ହେଇ ହେଇ ଚାଲିଛି । ତେଣୁ ସମସ୍ତେ କେବଳ ଟଙ୍କା କମାଇବା ପଛରେ ପଡିଛନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁ ମାନେ ଯେତିକି ରୋଜଗାର କରୁଛନ୍ତି ସେତିକି ତାଙ୍କର ଖର୍ଚ୍ଚ ହେଇ ଯାଉଛି ଓ ଭବିଷ୍ୟତ ପାଇଁ ସେମାନେ କିଛି ସଞ୍ଚୟ କରି ପାରୁ ନାହାନ୍ତି । ବାଆ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଚାକିରିରୁ ଅବସର ନେବା ପରେ କୌଣସି ପେନ୍ସନ ପାଉ ନାହାନ୍ତି ।

ତେବେ ଆଜି ଆମେ ସେଭଳି କିଛି ଲୋକଙ୍କ ପାଇଁ ନେଇ ଆସିଛୁ ଏକ ଖୁସି ଖବର । ଏକ ଏଭଳି ଯୋଜ ଯୋଜନା ଯେଉଁମାନେ କିଛି ଟଙ୍କା ଇନଭେସ୍ଟ କରି ନିଜର ଭବିଷ୍ୟତ ପାଇଁ କିଛି ସଞ୍ଚୟ କରିପାରିବେ ।

ଯଦି ଆପଣ ନିଜ ପରିବାର ପାଇଁ ସେଭିଙ୍ଗ୍ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ନୂଆ ସ୍କିମ୍ ଅଛି , ଯେଉଁଥିରେ ଆପଣ ନିବେଶ କରି ନିଜର ଭବିଷ୍ୟତକୁ ସୁରକ୍ଷିତ କରିପାରିବେ ।   ଏହି ସ୍କିମ ରେ ମାତ୍ର ୧୩୮ ଟଙ୍କା ନିବେଶ କରି ଆପଣ ୫୦ ହଜାର ଟଙ୍କା କମାଇ ପାରିବେ ।   ତେବେ ସେହି ସ୍କିମ ବିଷୟରେ ଚାଲନ୍ତୁ ଜାଣିବା ।

ପ୍ରତ୍ୟକ ଦିନ ୧୩୮ ଟଙ୍କା ଜମା କରି ମାସକୁ ୫୦ ହଜାର ଟଙ୍କା କରିବେ ସଞ୍ଚୟ :

ଯଦି ଆପଣଙ୍କ ବୟସ ୨୫ ବର୍ଷ ଅଟେ ତେବେ ଆପଣ ସବୁ ଦିନ ୧୩୮ ଟଙ୍କା ନୂଆ ପେନସନ୍ ସିଷ୍ଟମ୍ ଦ୍ୱାରା ନିବେଶ କରିପାରିବେ । ଏମିତି କରିବା ପରେ ଆପଣ ପ୍ରତି ମାସ ୫୦ ହଜାର ଟଙ୍କା ପେନସନ୍ ପାଇପାରିବେ । ୧୩୮ ଟଙ୍କା ସବୁ ଦିନ ସେଭିଙ୍ଗ୍ ହିସାବରେ ଆପଣ ପ୍ରତି ମାସରେ ୪୧୫୦ ଟଙ୍କା ନିବେଶ କରିବାକୁ ହେବ ।  ଏଥିରେ ବାର୍ଷିକ ୮ ପ୍ରତିଶତ ରିଟର୍ଣ୍ଣ  ମିଳିବ, ଏମିତିରେ ସବୁଦିନ କେବଳ ୧୫୦ ଟଙ୍କାରୁ କମ୍ ସଞ୍ଚୟରେ ଆପଣଙ୍କୁ ୫୦ ହଜାର କମେଇପାରିବେ । ଏମିତି ଭଲ ସ୍କିମ୍ ଆପଣଙ୍କୁ କେଉଁଠି ବି ମିଳିବ ନାହିଁ ।

ଆପଣଙ୍କୁ ଏହା ଜାଣିବା ନିତାନ୍ତ ଜରୁରି କି ଭାରତ ସରକାର ଏହି ନୁଆ ସ୍କିମ୍ କଣ ଅଟେ , ଏହି ନୁଆ ପେନସନ୍ ସ୍କିମ୍ ମାନେ ଏନ୍ ପିଏସ୍ ଭାରତ ସରକାରଙ୍କ ସ୍କିମ୍ ଅଟେ ,ଏହି ସ୍କିମ୍ ରେ ନିବେଶ କରି ଯେଉଁ ବି ବ୍ୟକ୍ତି ଅବସର ପରେ ନିଜ ଇଚ୍ଛା ଗୁଡିକ ପୂରା କରିପାରିବେ । ୧୮ ବର୍ଷ ବୟସରୁ ନେଇ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଯେ କୌଣସି ବି ବ୍ୟକ୍ତି ଏହି ସ୍କିମ୍ ଦ୍ୱାରା ଏକାଉଣ୍ଟ ଖୋଲିକରି ଭଲ ସେଭିଙ୍ଗ୍ କରିପାରିବେ , ତାହା ସହ ଏହି ସ୍କିମ୍ ଦ୍ୱାରା ଆପଣଙ୍କୁ ଭଲ ଲାଭ ବି ମିଳିବ , ଆପଣଙ୍କୁ ପ୍ରତି ମାସ ୫୦ ହଜାର ହିଁ ସଞ୍ଚୟ କରିପାରିବେ ।

୩୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମିଳିବ ଏହାର ଲାଭ :

କହିଦେବୁ କି ଯଦି ଆପଣଙ୍କ ବୟସ ୩୦ ବର୍ଷ କିମ୍ବା ତା ଠାରୁ ଅଧିକ ଅଟେ ତେବେ ଆପଣଙ୍କୁ କିଛି ଟା ପଇସା ମିଳିବାକୁ ଲାଗିବ । ସେମିତି ଯଦି ଆପଣଙ୍କ ବୟସ ୩୫ ବର୍ଷ ଅଟେ ତେବେ ଆପଣଙ୍କ ଅବସର ପରେ ଏହାର ଭଲ ରିଟର୍ଣ୍ଣ ମିଳିଯିବ । ତେବେ ଆଜି ହିଁ କରନ୍ତୁ ଏହି ନିବେଶ ଆଉ କରନ୍ତୁ ନିଜ ଭବିଷ୍ୟତକୁ ସୁରକ୍ଷିତ ।

ଏହିଭଳି ସୂଚନା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁନି ।

Leave a Reply

Your email address will not be published. Required fields are marked *