ବୈଦିକ ଜ୍ଯୋତିଷରେ ଶନିଙ୍କର ରାଶି ପରିବର୍ତ୍ତନ ବହୁତ ମହତ୍ଵ ପୂର୍ଣ୍ଣ ମାନା ଯାଇଥାଏ । କାରଣ ଶନି ଗ୍ରହ କର୍ମ ଅନୁଯାୟୀ ଜାତକଙ୍କୁ ଫଳ ପ୍ରଦାନ କରିଥାନ୍ତି । ଶନିଦେବ ଆଜି ରାତିରେ ନିଜର ସ୍ଵୟଂ ରାଶି ମକରରେ ପ୍ରବେଶ କରିବାକୁ ଯାଉଛନ୍ତି । ଯାହାର ପ୍ରଭାବ ସବୁ ରାଶି ମାନଙ୍କ ଉପରେ ପଡିବ । ଶନିଦେବ ହେଉଛନ୍ତି ନ୍ୟାୟର ଦେବତା । ସେ ବ୍ଯକ୍ତିର ଭଲ କର୍ମ ଅନୁଯାୟୀ ଭଲ ଫଳ ଓ ଖରାପ କର୍ମ ଅନୁଯାୟୀ ଖରାପ ଫଳ ପ୍ରଦାନ କରିଥାନ୍ତି । ତେବେ ଦୀର୍ଘ ୧୦୦ ବର୍ଷ ପରେ ଶନିଦେବ ବକ୍ରୀ ଅବସ୍ଥାରେ ରହିବା କାରଣରୁ ଏହି ରାଶିମାନଙ୍କ ଉପରେ ଶୁଭ ପ୍ରଭାବ ପଡିବାକୁ ଯାଉଛି ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।
ମେଷ ରାଶି : ଏହି ରାଶିର ଲୋକ ମାନଙ୍କର କର୍ମ କ୍ଷେତ୍ରରେ ଶୁଭ ଫଳ ମିଳିବ । ମାନ ସମାନ ପ୍ରତିଷ୍ଠା ହେବ । ନୂଆ ଚାକିରିର ଅଫର ମିଳିପାରେ । ବ୍ୟାପାରରେ ଆପଣଙ୍କୁ ଭଲ ଫାଇଦା ମିଳିବ । ଏହି ସମୟରେ କାର୍ଯ୍ୟ କ୍ଷେତ୍ରରେ ବିସ୍ତାର ଭାବେ । ଯାହା ଫଳରେ ଆପଣଙ୍କର ପ୍ରଶଂସା ହେବ । ରାଜନୀତିରେ ସଫଳ ହେବେ ।
ମୀନ ରାଶି : ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି । କାରଣ ଶନିଦେବ ଆପଣଙ୍କ ରାଶିରେ ୧୧ତମ ଅବସ୍ଥାରେ ବକ୍ରୀ ହୋଇଛନ୍ତି । ଇନକମରେ ବୃଦ୍ଧି ହେବା ସହ ନୂଆ ନୂଆ ସ୍ରୋତ ମିଳିବ । ଧନ ବୃଦ୍ଧି ହେବ । ନୂଆ କାରୋବାର ଆରମ୍ଭ କରିବେ । ବ୍ୟାପାରରେ ନୂଆ ଡିଲ ଫାଇନାଲ କରିବେ । ବିଜେନେସରେ ଭଲ ଫାଇଦା ମିଳିବ ।
ଧନୁ ରାଶି : ଆପଣଙ୍କର ଗୋଚର ଶନିଦେବ କୁଣ୍ଡଳୀରେ ୨ୟ ସ୍ଥାନରେ ବକ୍ରୀ ହୋଇଛନ୍ତି । ଆକସ୍ମିକ ଧନ ଲାଭ ହେବ । ଅଟକି ରହିଥିବା ଧନ ପ୍ରାପ୍ତ ହେବ । କାରୋବାରରେ ଧନ ଲାଭ ହେବ । ବାଣୀ ଉପରେ ସଂଯମ ରଖନ୍ତୁ । ବାହନ ଓ ଜମିବାଡି ମାମଲାରେ ସମୟ ଅନୁକୂଳ ରହିବ । ଅନେକ କ୍ଷେତରେ ଲାଭ ପାଇବେ । ରାଜନୀତିରେ ସକ୍ରିୟ ଥିଲେ ସଫଳ ହେବେ ।
ମିଥୁନ ରାଶି : ଶନିଙ୍କ ରାଶି ପରିବର୍ତ୍ତନ କାରଣରୁ ଆପଣଙ୍କର ଶୁଭ ସମୟ ଆରମ୍ଭ ହେବ । ଯେଉଁ ମାନଙ୍କ ପାଖରେ ଚାକିରି ନାହି ସେମାନଙ୍କୁ ସଂଘର୍ଷ କରିବାକୁ ପଡିବ । ଏମିତି କୌଣସି କାମ କାରଣରୁ ନାହି ଭଗବାନ ଶନି କ୍ରୋଧିତ ହେବେ ।
ତୁଳା ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଅନେକ ସାରା ଖୁସି ଆସିବାକୁ ଯାଉଛି । କିନ୍ତୁ ସ୍ୱାସ୍ଥ୍ୟ ଓ ବ୍ୟାପାରରେ କ୍ଷେତ୍ରରେ ସମସ୍ଯା ଆସିପାରେ । ବାଣୀ ଓ କ୍ରୋଧ ଉପରେ ସଂଯମ ରଖନ୍ତୁ । ଅସହାୟ ଲୋକଙ୍କୁ ଦାନ କରନ୍ତୁ । ଶନିବାର ଦିନ ଶନି ଚାଳିଶା ପାଠ କରନ୍ତୁ ।
କୁମ୍ଭ ରାଶି : ଆପଣଙ୍କୁ ବିଶେଷ କଥା ପ୍ରତି ଧ୍ୟାନ ଦେବା ଦରକାର । ଏହି ସମୟରେ ଅନାବଶ୍ୟକ ଜିନିଷରେ ଧନ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହା ସହ ସନ୍ତାନକୁ ଶିକ୍ଷାକୁ ନେଇ ଚିନ୍ତାରେ ରହିବେ । ଏହି ସମୟରେ ନୂଆ କରଜ ନେବାର ଚିନ୍ତା ତ୍ୟାଗ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।