କ-ରୋ-ନା କାଳରେ ସଙ୍କଟମୋଚନଙ୍କ ଭଳି ସମସ୍ତଙ୍କର ସାହାସ ବଢାଉଥିବା ଦେଶର ପ୍ରସିଦ୍ଧ ଫିଜିଶିୟନ, ହାର୍ଟ କେୟାର ଫାଉଂଡେଶନର ଅଧ୍ୟକ୍ଷ ପଦ୍ମଶ୍ରୀ ଡା. କୃଷ୍ଣ କୁମାର ଅଗ୍ରୱାଲଙ୍କ କ-ରୋ-ନା ସଂ-କ୍ର-ମ-ଣ କାରଣରୁ ଦେ-ହା-ନ୍ତ ହୋଇଯାଇଛି ।
ଯାହା ଦ୍ଵାରା ଭାରତକୁ ବହୁତ ବଡ କ୍ଷତି ହୋଇଛି । ଆଜି କୋଟି କୋଟି ଲୋକମାନେ ତାଙ୍କର ଅକସ୍ମାତ ମୃ-ତ୍ୟୁରେ ଆଚମ୍ବିତ ହୋଇଯାଇଛନ୍ତି । ସୋମବାର ରାତି ୧୧.୩୦ରେ ଇଣ୍ଡିଆନ ମେଡିକାଲ ଏସୋସିଏସନ ଓ ହାର୍ଟ କେୟାର ଫାଉଣ୍ଡେସନ ଅଫ ଇଣ୍ଡିଆର ପ୍ରମୁଖ ଡା. କେ କେ ଅଗ୍ରୱାଲଙ୍କ ନିଧନ ହୋଇ ଯାଇଛି । କହିଦେଉଛୁ କି ଡା. ଅଗ୍ରୱାଲ ୨୮ ଏପ୍ରିଲକୁ ଟ୍ଵିଟ କରି କ-ରୋ-ନା ସଂ-କ୍ର-ମି-ତ ହୋଇଥିବାର ସୂଚନା ଦେଇଥିଲେ । ଏହା ପରେ ଦିଲ୍ଲୀର ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା କାରଣରୁ କିଛି ଦିନ ପୂର୍ବେ ହିଁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା ।
କିନ୍ତୁ ୧୭ ମେ ଦିନ ଅଧିକ ରାତିରେ ଆଧିକାରିକ ରୂପରେ ସୂଚନା ଦିଆଗଲା କି ଡା. କେ କେ ଅଗ୍ରୱାଲଙ୍କ କ-ରୋ-ନା ଭାଇରାସ କାରଣରୁ ନିଧନ ହୋଇଛି । ୨୮ ଏପ୍ରିଲକୁ କ-ରୋ-ନା ସଂ-କ୍ର-ମି-ତ ହେବା ସତ୍ବେ ବି ସେ ଲଗାତାର ସୋସିଆଲ ମିଡିଆରେ ଲୋକମାନଙ୍କୁ କ-ରୋ-ନା ସହ ଲଢିବା ପାଇଁ ଟିପ୍ସ ଦେଉଥିଲେ । ଗୋଟିଏ ଭିଡିଓରେ ତ ସେ ଅକ୍ସିଜେନ ସପ୍ଲାଏ ସହ ନଜର ଆସୁଛନ୍ତି । ଡାକ୍ତର କେ କେ ଅଗ୍ରୱାଲ ନିଜର ଅନ୍ତିମ ଶୋରେ ମନ କି ବାତ ରଖି କହିଲେ କି ପିକ୍ଚର ଅଭି ବାକି ହେ ‘ଦ ଶୋ ମୋସ୍ଟ ଗୋ ଅନ’ ।
ଡାକ୍ତର କେ କେ ଅଗ୍ରୱାଲଙ୍କ ଏହି ଦୁଇ ଶବ୍ଦ ମଧ୍ୟରେ ତାଙ୍କ ମନରେ ଚାଲୁଥିବା ବିଚଳିତକୁ ବୁଝି ହେଉଛି । ସେ କହିଥିଲେ କି ସେ ନିଜେ ଭୟଙ୍କର ରୂପରେ କରୋନରେ ସଂ-କ୍ର-ମି-ତ ହୋଇଛନ୍ତି । ଯେତେବେଳେ ସେ ଏହି ସବୁ କହୁଥିଲେ ସେହି ସମୟରେ ସେ ଅକ୍ସିଜେନ ସପୋର୍ଟରେ ଥିଲେ ଓ ସଂ-କ୍ର-ମ-ଣ ତାଙ୍କର ଫୁସଫୁସ ପର୍ଯ୍ୟନ୍ତ ପହଞ୍ଚି ସାରିଥିଲା । କରୋନର ପ୍ରଥମ ଲହର ସମୟରେ ଡା. କେ କେ ଅଗ୍ରୱାଲ ଲୋକମାନଙ୍କୁ ଅପିଲ କରି କହିଥିଲେ କି ବର୍ତ୍ତମାନ କରୋନ ଆସି ଯାଇଛି ତେବେ ଏହା ଯିବ ନାହିଁ ।
ଏହା ସହିତ ହିଁ ବଞ୍ଚିବାକୁ ପଡିବ । ଆଜି ଡା. ଅଗ୍ରୱାଲ ଆମ ଗହଣରେ ନାହାନ୍ତି । କିନ୍ତୁ ତାଙ୍କର ସମସ୍ତ କଥା ଲୋକମାନଙ୍କୁ ମନେ ଅଛି । କହିଦେଉଛୁ କି ଡକ୍ଟର କେକେ ଅଗ୍ରୱାଲ ଦିଲ୍ଲୀ ମେଡିକଲ ଏସୋସିଏଶନ, ଇଂଡିୟନ ମେଡିକଲ ଏସୋସିଏଶନ, ଦିଲ୍ଲୀ ମେଡିକଲ କାଉଂସିଲ ସମେତ ୱାର୍ଲ୍ଡ ମେଡିକଲ ଏସୋସିଏଶନର ନେତୃତ୍ୱ କରିସାରିଛନ୍ତି । ପୁରା ଦୁନିଆରେ ଏମିତି କୌଣସି ଡାକ୍ତର ଏସୋସିଏସନ ନାହିଁ ଯାହାର ନେତୃତ୍ଵ ସେ କରି ନାହାନ୍ତି ।
ଡା. କେ କେ ଅଗ୍ରୱାଲ ନିଜ ଶେଷ ଭିଡିଓରେ କହିଲେ କି, ଜୀବନ ଲମ୍ବା ନୁହଁ, ବଡ ହେବା ଉଚିତ । ଡା. ଅଗ୍ରୱାଲ ନିଜର ମୃ-ତ୍ୟୁ ବିଷୟରେ ଗୋଟିଏ କଥା କହି ଯାଇଛନ୍ତି ତାଙ୍କର ମୃ-ତ୍ୟୁକୁ ଉତ୍ସବ ଭଲି ପାଳନ କରାଯାଉ, କେହି ବି ଆଖିରୁ ଲୁହ ବାହାର କରନ୍ତୁ ନାହିଁ ଓ ଯେତେବେଳେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ତେବେ ତାଙ୍କର ‘ଆଲା’ ତାଙ୍କୁ ଆଲିଙ୍ଗନ କରିଥିବେ । ତାଙ୍କର ଶେଷ ଶବ୍ଦ ଥିଲା, ‘ମୁଁ କେ କେ ଅଗ୍ରୱାଲ ନୁହେଁ ମୁଁ ଜଣେ ମେଡିକାଲ ପ୍ରୋଫେସର ‘ଦ ଶୋ ମସ୍ଟ ଗୋ ଅନ’ ।