ଆମ ଦେଶରେ ଟେକ୍ନୋଲୋଜି ସମୟ ଚାଲିଥିବା ବେଳେ ସି-ସି-ଟି-ଭି କ୍ୟା-ମେ-ରା ଓ ମୋବାଇଲ କ୍ୟା-ମେ-ରା ଆମକୁ ଅନେକ ଫାଇଦା ଦେଉଛି । ଠିକ ସେହିପରି ଡ୍ରୋ-ନ କ୍ୟା-ମେ-ରା ଆଜିକାଲି ଅନେକ କାମରେ ଆସୁଛି । ଏହି ଡ୍ରୋ-ନ କ୍ୟା-ମେ-ରା ଅନେକ ସମୟରେ ଏମିତି କିଛି ଘଟଣା ରେ-କ-ର୍ଡ କରିଥାଏ ଯାହାକୁ ଦେଖିଲେ ବିଶ୍ବାସ କରି ହେବ ନାହି । ଆଜି ଆମେ ଆପଣ ମାନଙ୍କ ସହ ଏମିତି କିଛି ଡ୍ରୋ-ନ କ୍ୟା-ମେ-ରା ରେ ରେ-କ-ର୍ଡ ହୋଇଥିବା ଭି-ଡି-ଓ ନେଇ ଆସିଛୁ ଯାହାକୁ ଦେଖିଲେ ହୋ-ସ ଉଡିଯିବ ।
ଏହି ଭି-ଡି-ଓ ରେ ଚେନ୍ନାଇ ର ତିରୁବଲ୍ଲୁ ଜିଲ୍ଲା ର ଗୁମିଡିପୋଣ୍ଡୀ ନାମ ଏକ ଜାଗା ରହିଛି । ଏଠାରେ ଏପ୍ରିଲ ୨୪ ୨୦୨୦ ରେ ଏମିତି ଏକ କା-ଣ୍ଡ ଘଟିଥିଲା ଯାହା ଡ୍ରୋନ କ୍ୟା-ମେ-ରା ରେ କ-ଏ-ଦ ହୋଇଥିଲା ।
ସେହି ଜଣାଗଲା ରେ ଦୁଇ ପ୍ରେମୀ ଯୁଗଳ ରୋ-ମା-ନ୍ସ କରୁଥିଲେ । ଯେବେ ପ୍ରେମିକା ଜଣକ ଡ୍ରୋ-ନ କ୍ୟା-ମେ-ରା ର ଶବ୍ଦ ଶୁଣିଲା ସେହି ସମୟରେ ଦୁହେଁ ହଟାତ ଉପରକୁ ଚାହିଥିଲେ । ଏହା ପରେ ଯୁବକ ଓ ଯୁବତୀ ଦୁହେଁ ନିଜର ମୁହଁ ଚୂନି ରେ ଲୁଚାଇବାକୁ ଚେଷ୍ଟା କରିଥିଲେ । ଏହା ପରେ ତୁରନ୍ତ ସେଠାରୁ ନିଜର ବ-ଦ-ନା-ମ ହେବା ଭୟରେ ଗାଡି ଧରି ପଳାୟନ କରିଥିଲେ ।
ସେହି ସମୟରେ କ-ରୋ-ନା ମ-ହା-ମା-ରୀ ଯୋଗୁ ଲ-କ ଡା-ଉ-ନ ଚାଇଥିଲା । ଯାହା ଅନୁସାରେ କେହି ବି ଘରୁ ବାହାରିବେ ନାହି । କିନ୍ତୁ ଏହି ଦୁଇ ପ୍ରେମୀ ଯୁଗଳ ପ୍ରେମରେ ଏତେ ପାଗଳ ଥିଲେ ଯେ ସେମାନଙ୍କୁ କ-ରୋ-ନା କ-ଟ-କ-ଣା-ର ନିୟମ ଉ-ଲଂ-ଘ-ନ କରିବାକୁ ପଡିଥିଲା । କିନ୍ତୁ ଦୁହେଁ ପଳାୟନ କରିଥିଲେ ମଧ୍ୟ ଡ୍ରୋ-ନ କ୍ୟା-ମେ-ରା ରେ ଯୁବକ ର ଗାଡି ନମ୍ବର ରେ-କ-ର୍ଡ ହୋଇଥିଲା । ଏହା ପରେ ପୋ-ଲି-ସ ଅତି ସହଜରେ ଦୁହିଙ୍କୁ ଧରି ପାରିଥିଲା । ଏହା ଦୁହିଙ୍କ ବି-ରୁ-ଦ୍ଧ-ରେ ପୋ-ଲି-ସ ଆକ୍ସନ ନେଇଥିଲା ।
ଏହି ଦୁଇପ୍ରେମୀ ଯୁଗଳ ଅଲଗା ହେବା ସହ ଜେ-ଲ-ରେ ନିଜର ଭୁଲ ପାଇଁ ଦ-ଣ୍ଡ ପାଇଥିଲେ । ତେବେ ଏହି ଘଟଣା ରୁ ଏଇଟିକି କୁହାଯାଇ ପାରେ ଯେ ପ୍ରେମ କରିବା ଠିକ କିନ୍ତୁ ଏପରି ଭାବେ ପ୍ରେମରେ ପାଗଳ ହୋଇ ସରକାର କରିଥିବା ଗା-ଇ-ଡ ଲା-ଇ-ନ-ର ଉଲଂଘନ କରିବା ଅ-ପ-ରା-ଧ ଅଟେ । ତେବେ ଡ୍ରୋ-ନ କ୍ୟା-ମେ-ରା ଏହି ଭଳି ଭାବେ କା-ଣ୍ଡ କରୁଥିବା ଦୁଇ ପ୍ରେମୀ ଯୁଗଳକୁ ଧରା ପକାଇବାରେ ସାହାଜ୍ଯ କରିଥିଲା ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।