ଯେବେ ଦୁଃଖ, କଷ୍ଟରେ ଭାଙ୍ଗି ପଡିଥିବେ, ତେବେ ଉଦାସ ହୁଅ ନାହିଁ… ଏହି କଥା ଜାଣନ୍ତୁ… Best Motivational Speech

ବନ୍ଧୁଗଣ ଏହି ଜୀବନ ହେଉଛି ଅନେକ ସୁଖ ଓ ଦୁଃଖର ମିଶ୍ରଣ । କେତେବେଳେ ଜୀବନରେ ଦୁଃଖର କଳା ବାଦଲ ଘୋଟି ଆସିଥାଏ ତ ଅନ୍ୟ କେତେବେଳେ ଜୀବନକୁ ଖୁସିର ଲହରୀ ଆସିଥାଏ । ହେଲେ ଜୀବନର ଦୁଃଖ ପରିସ୍ଥିତିର ବ୍ୟକ୍ତି ଭାଙ୍ଗି ନପଡି ନିଜକୁ ସାହସ ଦେଇ ସମସ୍ଯାର ସାମ୍ନା କରିବା ଉଚିତ । ତେବେ ଜୀବନରେ ଆଗକୁ ବଢିବା ପାଇଁ କେତେକ ଭଲ ଭଲ ମୋଟିଭଏସନାଲ କଥା ଆପଣଙ୍କ ପାଇଁ ନେଇ ଆସିଛୁ ।

1- ଖୁସି ଏକ ଅନୁଭବ ଅଟେ । ସମସ୍ତଙ୍କର ଦରକାର ଅଟେ । 2- ନୀରବତା ଏକ ଅନୁଭବ ତେ । ଯାହା ସମସ୍ତଙ୍କ ପାଖରେ ଅଛି । ହେଲେ ଜୀବନ ସେ ବଞ୍ଚିଥାଏ । ଯାହାର ନିଜ ଉପରେ ବିଶ୍ବାସ ଅଛି। 3- ଇତିହାସ କହୁଅଛି କି କାଲି ସୁଖ ଥିଲା । ବିଜ୍ଞାନ କହୁଅଛି କାଲି ସୁଖ ହେବ । କିନ୍ତୁ ମନ କହିଥାଏ । ମନ ନିର୍ମଳ ଓ ହୃଦୟ ଭଲ ଅଛି ତ ପ୍ରତ୍ଯେକ ଦିନ ସୁଖ ହେବ ।

4- ଭଗବାନଙ୍କୁ ବିଶ୍ବାସ ସେହି ଛୋଟ ଛୁଆ ପରି କର । ଯାହା ଉପରକୁ ଫିଙ୍ଗି ଦେଲେ ହସିଥାଏ କିନ୍ତୁ ଡରିନଥାଏ । କାହିଁକି ନା ସେ ଜାଣିଥାଏ । ଆପଣ ତାକୁ ପଡିବାକୁ ଦେବେନି । 5- ଲକ୍ଷ୍ୟକୁ ପାଇବା ନପାଇବା ଏହା ଭାଗ୍ୟର କଥା ଅଟେ । କିନ୍ତୁ ଆମେ ଚେଷ୍ଟା ବି ନକରିବା ତାହା ଦୁଃଖର କଥା ଅଟେ ।

6- ପ୍ରତ୍ଯେକ ଜଳୁଥିବା ଦୀପ ତଳ ଅନ୍ଧାର ହୋଇଥାଏ । ପ୍ରତ୍ଯେକ ରାତି ପରେ ଏକ ସକାଳ ହୋଇଥାଏ । ଲୋକ କିନ୍ତୁ ଡରିଯାଇଥାନ୍ତି ପ୍ରତ୍ଯେକ ସମସ୍ଯାକୁ ଦେଖି । କିନ୍ତୁ ପ୍ରତ୍ଯେକ ସମସ୍ଯା ପରେ ସତ୍ୟର ସକାଳ ଆସିଥାଏ । 7- ଏହା ଦରକାର ନୁହେଁ କି ମଣିଷ ସବୁବେଳେ ମନ୍ଦିର ଯାଉ । କିନ୍ତୁ କର୍ମ ଏପରି ହେବା ଦରକାର ମଣିଷ ଯେଉଁଠି ବି ଥାଉ । କି ମଣିଷ ଯେଉଁ ଠାକୁ ବି ଯାଉ ସେଠାରେ ମନ୍ଦିର ହୋଇଯାଉ ।

8- ଲୁହାକୁ କେହି ନଷ୍ଟ କରିପାରିବେ ନାହିଁ । କେବଳ ତା’ ର କଳଙ୍କି ହିଁ ତାକୁ ନଷ୍ଟ କରିଦେଇଥାଏ । ଏହିପରି ମଣିଷ ଅନ୍ୟ କେହି ନୁହେଁ । ତା’ ର ଚିନ୍ତା ହିଁ ତାକୁ ନଷ୍ଟ କରିଦେଇଥାଏ । 9- ଚିନ୍ତା ଭଲ ରଖ ନିଶ୍ଚିତ ହିଁ ଭଲ ହେବ । ସପର୍କ ମନରୁ ହୋଇଥାଏ । କଥାରୁ ନୁହେଁ ।

10- ପୁରା ସମୁଦ୍ରର ପାଣି ବି ଗୋଟିଏ ଜାହାଜକୁ ବୁଡାଇ ପାରିବ ନାହିଁ । ଯେ ପର୍ଯ୍ୟନ୍ତ ତାହା ଜାହାଜ ଭିତରକୁ ଯାଇ ନାହିଁ । ଆଶା କରୁଛି । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିବ । ତେବେ ପେଜକୁ ଗୋଟିଏ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *