ଘର ପାଖରେ ଏହି ଫୁଲ ଅଛି କି ! ଟଙ୍କା ବର୍ଷା କରୁଥିବା ଗଛ ! ଚୁପଚାପ କରିନିଅନ୍ତୁ ଏହି ଉପାୟ ! Aparajita Flower

ବନ୍ଧୁଗଣ ଅପରାଜିତା ଫୁଲକୁ ଆପଣ ନିଜ ଘରବାଡିରେ କିମ୍ବ ଘର ଆଖପାଖ ସ୍ଥାନରେ ନିଶ୍ଚୟ ଭାବେ ଦେଖିଥିବେ । ଏହି ଫୁଲର ଅନ୍ୟ ନାମ ହେଉଛି ନୀଳକଣ୍ଠ । ତେବେ ଏହି ଅପରାଜିତା ଫୁଲର ବ୍ୟବହାର ଦ୍ଵାରା ବ୍ୟକ୍ତି ଚାହିଁଲେ ନିଜର ଭାଗ୍ୟ ବଦଳାଇ ପାରିବ । କାରଣ ଏହି ଅପରାଜିତା ଫୁଲର ଅନେକ ଆଧ୍ୟାତ୍ମିକ ମହତ୍ଵ ରହିଅଛି ।

ତେବେ ଏହି ଅପରାଜିତା ଫୁଲକୁ କେବେ ଓ କେଉଁଠାରେ ବ୍ୟବହାର କରିବା ଦ୍ଵାରା ବ୍ୟକ୍ତିର ଭାଗ୍ୟ ଚମକି ଉଠିଥାଏ ଚାଲନ୍ତୁ ଜାଣିବା । ଯେଉଁ ବ୍ୟକ୍ତିର ଆର୍ଥିକ ସ୍ଥିତି ଏତେ ଭଲ ରହୁନଥିବ । ସେହି ବ୍ୟକ୍ତି ଅପରାଜିତା ଫୁଲ ସାମାଜ୍ୟରେ ଏହି ଉପାୟକୁ କରିବା ଦ୍ଵାରା ନିଶ୍ଚୟ ତାହାର ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

1- ଶନିବାର ଦିନ ରାତି ସମୟରେ ଅପରାଜିତା ଫୁଲରେ ଏକ ମାଳ ତିଆରି କରି ସେହି ମାଳାକୁ ପ୍ରଭୁ ହନୁମାନଙ୍କୁ ସମର୍ପଣ କରି ପରେ ତାହାକୁ ଆଣି ଘରର ମୁଖ୍ୟଦ୍ଵାରରେ ଟାଙ୍ଗୀ ଦିଅନ୍ତୁ । ଏହା କରିବା ଦ୍ଵାରା ଘର ମଧ୍ୟକୁ କୌଣସି ଭୁତ ପରାଟ ଭଳି ଖରାପ ଶକ୍ତି ପ୍ରବେଶ କରିପାରିବେ ନାହିଁ ।

2-  ସୋମବାର କି ଶନିବାର ଦିନ ଏହି ଅପରାଜିତା ଫୁଲରୁ 5 ଟି ରାତ୍ରୀ ସମୟରେ ତୋଳି ନଦୀ କିମ୍ବା କୌଣସି ଜଳାଶୟରେ କେହି ନଦେଖିବା ସମୟରେ ଭସାଇ ଦିଅନ୍ତୁ । ଏଥିସହ ସେଠାରେ ନିଜର ଇଷ୍ଟଦେବାଦେବୀଙ୍କୁ ପ୍ରାଥନା କରି ନିଜର ସମସ୍ଯା ଜଣାନ୍ତି । ତେବେ ଆପଣଙ୍କ ସମସ୍ଯା ଦୂର ହୋଇଥାଏ । ବିଶେଷ କରି ଆର୍ଥିକ ସ୍ଥିତି ଦୁର୍ବଳ ରହୁଥିବା ଲୋକମାନେ ଏହି ଉପାୟକୁ ନିହାତି ଭାବେ କରିବା ଉଚିତ । ଏହି ଉପାୟକୁ 5 ସପ୍ତାହ ପର୍ଯ୍ୟନ୍ତ କରନ୍ତୁ ।

3- ଯେଉଁ ମାନେ ମନ ପସନ୍ଦର ଚାକିରୀ ପାଇବାକୁ ଚାହୁଁଥାନ୍ତି । ସେଥିପାଇଁ ପ୍ରତିଦିନ ମାତା ପାର୍ବତୀ କିମ୍ବା ମାତା ଦୂର୍ଗାଙ୍କୁ ଏହି ଅପରାଜିତା ଫୁଲରୁ 11 ଟି ଲେଖାଏଁ ଅର୍ପଣ କରନ୍ତୁ । ଯାହା ଫଳରେ ବ୍ୟକ୍ତିର ଏହି ଚାକିରୀ ମନସ୍କାମନା ନିହାତି ଭାବେ ପୂରଣ ହୋଇଥାଏ । ଯେଉଁ ପର୍ଯ୍ୟନ୍ତ ମନସ୍କାମନା ପୂରଣ ହୋଇନଥିବ । ସେହି ପର୍ଯ୍ୟନ୍ତ ଏହି ଉପାୟକୁ ନିୟମିତ ରୂପେ କରନ୍ତୁ ।

4- ପ୍ରତ୍ଯେକ ଶନିବାର ଦିନ ଯଦି କୌଣସି ବ୍ୟକ୍ତି କିଛି ଅପରାଜିତା ଫୁଲକୁ ନେଇ ଭଗବାନ ହନୁମାନଙ୍କୁ ଅର୍ପଣ କରେ । ସେହି ଫୁଲ ମଧ୍ୟରୁ ଗୋଟିଏ ଫୁଲ ଆଣି ନିଜ ପାଖରେ ଅଥବା ନିଜ ପର୍ସରେ ଆଣି ରଖନ୍ତୁ । ଏହି ଉପାୟ ଦ୍ଵାରା ଧନ ସମ୍ବଦ୍ଧିତ ବଡ ସଙ୍କଟ ମଧ୍ୟ ପ୍ରଭୁଙ୍କ କୃପାରୁ ଧୀରେ ଧୀରେ ଦୂର ହେବାକୁ ଲାଗିଥାଏ

ତେବେ ବନ୍ଧୁଗଣ ଏହି ସମସ୍ତ ଉପାୟକୁ କରିବା ବେଳେ ନିଷ୍ଠା ସହକାରେ ଓ ମନରେ ବିଶ୍ବାସ ରଖି କରିବା ଉଚିତ । ଯାହା ଦ୍ଵାରା ବ୍ୟକ୍ତିର ମନବାଞ୍ଛା ଶୀଘ୍ର ପୂରଣ ହୋଇପାରିଥାଏ । ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *