ଏବେ ମାତ୍ର ୨ ଟଙ୍କାରେ ଭଲ ହୋଇପାରିବ କ୍ୟାନ୍ସର, ଆମେରିକାର ବୈଜ୍ଞାନିକ ବାହାର କଲେ ନୂଆ ଉପାୟ- ଜାଣନ୍ତୁ ଏହା କଣ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ଅଭଳି ଖବର କହିବାକୁ ଯାଉଛୁ ଯାହା ଶୁଣି ଆପଣ ବହୁତ ଖୁସି ହେବେ । ତେବେ ଖବର ଟି ହେଲା ଆମେରିକାର ବୈଜ୍ଞାନିକ ମାନେ କିଛି ଏଭଳି ଉପାୟ ବାହାର କରି ଛନ୍ତି ଯାହା ଦ୍ଵାରା କେବଳ 2 ଟଙ୍କାରେ ବର୍ତ୍ତମାନ କ୍ୟାନ୍ସର ର ଚିକିତ୍ସା କର ଯାଇ ପାରିବ । ତେବେ ଏହା କିପରି ସମ୍ଭବ ସେ ବିଷୟରେ ଆସନ୍ତୁ  ଜଣାଇବା ।

ମଣିଷ ତା ଜୀବନରେ ସୁସ୍ଥ ରହିବା ପାଇଁ କଣ ବା ନ କରେ । ତଥାପି ଦୈନଦିନ ଜୀବନରେ ମଣିଷକୁ କିଛି ନା କିଛି ରୋଗ ନିସଚୀ ହୁଏ ଓ କିଛି ଏମିତି ରୋଗ ମହଦୀ ଆଚଚି ଯାହା ଥରେ ହେଲେ ଲୋକର ଜୀବନ ମଧ୍ୟ ଚାଲିଯାଏ ।

ଏହି ରୋଗ କେବେବି ଭଲ ହୁଏ ନି । ସେହିଭଳି ଏକ ରୋଗ ହେଉଛି କ୍ୟାନ୍ସର । ଏହା ଏକ ଏଭଳି ମାରାତ୍ମକ ରୋଗ ଯାହା ଥରେ ହେଲେ ବ୍ବ୍ୟକ୍ତିର ଜୀବନ ନେଇ ହିଁ ଛାଡେ । ଏହା ଏକ ଏଭଳି ରୋଗ ଯାହା ଧୀରେ ଧୀରେ ଆମ ଶରୀରକୁ ଆକ୍ରାଏନଟି କରେ, ପ୍ରଥମେ ପ୍ରଥମେ ଏହା ଯେଉଁ ସଂକେତ ଦିଏ ତାକୁ ପରାୟେ ସମସ୍ତେ ଅଭେଲ ଅକରନ୍ତି ଯାହା ଫଳରେ ଏହା ଆଗକୁ ଯାଇ ଠିକ ହୋଇ ପରେ ନାହିଁ ।

କିନ୍ତୁ ଯଦି ଏହା ରମ୍ଭରୁ ଜଣ ପଡି ଯାଏ ତେବେ ଏହାର ଚିକିତ୍ସା ହେବା ସମ୍ଭବ ଅଟେ । ଏହି ରୋଗରେ ଲକ୍ଷାଧିକ ଟଙ୍କା ଖରଚ କରିବାକୁ ପଡେ, ତଥାପି କିଛି ଏମିତି ରୋଗୀ ଥାନ୍ତି ସେମାନଙ୍କ ଜୀବନ ବଞ୍ଚି ପାରେ ନାହିଁ । କିନ୍ତୁ ଏବେ ଆଉ ଚିନ୍ତା ନାହିଁ କାହିଁକି ନା ଏହି ବଡ ରୋଗର ପ୍ରତିକାର ପାଇଁ ଆମେରିକାର ଲଡଓ୍ବିଙ୍ଗ ଇନଚ୍ୟୁଷ୍ଟ ଫର୍‌ କ୍ୟାନସର ରିଚର୍ସ ସେଣ୍ଟରରେ ବୈଜ୍ଞାନିକମାନେ ନୂଆ ଉପାୟ ବାହାର କରିଛନ୍ତି ।

ଆମେରିକାର ଗବେଷକଙ୍କ କହିବା ମୁତାବକ, ଏପର୍ଯ୍ୟନ୍ତ କ୍ୟାନସର ରୋଗର ଚିକିତ୍ସା ଲାଗି ଯେଉଁ ପଦ୍ଧତି ବାହାରିଛି ତାହା କ୍ୟାନସର ରୋଗକୁ ସମ୍ପୂର୍ଣ୍ଣ ଭଲ କରି ପାରିନାହିଁ । ତେଣୁ ବେକିଙ୍ଗ ସୋଡ଼ାରେ କ୍ୟାନସର ରୋଗ ଚିକିତ୍ସା ହୋଇପାରିବ ବୋଲି ଆମେରିକା ଗବେଷକ କହିଛନ୍ତି । ବେକିଙ୍ଗ ସୋଡାର ଦାମ ଅଧିକ ନୁହେଁ, ଏହାକୁ ସବୁବର୍ଗର ଲୋକ ବ୍ୟବହାର କରିପାରିବେ ।

ଗବେଷକଙ୍କ କହିବା ମୁତାବକ, ପାଣିରେ ବେକିଙ୍ଗ ସୋଡ଼ା ମିଶାଇ ରୋଗୀଙ୍କୁ ପିଇବାକୁ ଦେଲେ ଏହାର ପ୍ରଭାବ ଧୀରେ ଧୀରେ ଦେଖିବାକୁ ମଳିଥାଏ । କେମୋଥେରାପି ଓ ଦାମୀ ଔଷଧଠାରୁ ବେକିଙ୍ଗ ସୋଡ଼ା ଦ୍ରୁତଗତିରେ ଟ୍ୟୁମର ସେଲ୍ସ ବୃଦ୍ଧି ହେବାରୁ ରୋକି ଥାଏ । ତେବେ ଏହି ସରଳ ଉପାୟରେ ଏହି ଭୟଙ୍କର ରୋଗରୁ ମୁକ୍ତି ମିଳି ପାରିବ ବୋଲି ବୈଜ୍ଞାନିକ ମାନକ ଦାବା ଅଟେ । ତେବେ ଯଦି ଆପଣ ଏହି ଉପାୟକୁ କରିବା ପାଇଁ ଚାହୁଛନ୍ତି ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏବଂ ଏହା ଆପଣ ଆପଣଙ୍କ ମେଡିସିନ ସହ ହିଁ ନେବେ ମେଡିସିନ ବନ୍ଦ କରି ନୁହେଁ ।

ଏହି ଖବର କୁ ଅଧିକ ମାତ୍ରାରେ ଶେୟାର କରନ୍ତୁ ଓ ସମସ୍ତଙ୍କୁ ଏହା ବିଷୟରେ ସଚେତନ କରାନ୍ତୁ । ଆଗକୁ ଏହିଭଳି ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *