ଦୁନିଆର ଏମିତି ଗୋଟେ ଜାଗା ଯେଉଁଠି କବର ଠାରୁ ବି କମ ଜାଗାରେ ରୁହନ୍ତି ଲୋକ, ଫଟୋ ଦେଖି ଆପଣ ମଧ୍ୟ ରହିଯିବେ ଚକିତ

ଆଜିକା ସମୟରେ ଲୋକଙ୍କ ପାଇଁ ୩ଟି ଜିନିଷ ବହୁତ ମହତ୍ଵପୂର୍ଣ ଅଛି ତାହା ଖାଇବା, କପଡା ଏବଂ ରହିବା ପାଇଁ ଜାଗା ଅଟେ । ଦୁନିଆରେ ବହୁତ ଏମିତି ଲୋକ ଅଛନ୍ତି ଯାହାକୁ ଏହି ସାମାନ୍ୟ ସୁଖ ସୁବିଧା ମଧ୍ୟ ଭାଗ୍ୟ ରେ ନାହିଁ, କିନ୍ତୁ କେତେକ ଏମିତି ଲୋକ ମଧ୍ୟ ଅଛନ୍ତି ଯେଇ ଐସ ରେ ଜୀବନ ଜ୍ଞାପନ କରୁଛନ୍ତି, ଆପଣ ଏହା ଜାଣି ଥିବେ ଯେ ଲୋକ ବଡ ବଡ ଶହର ରେ ଘର ତ ନେଇ ନିଅନ୍ତି କିନ୍ତୁ ଏହା ସହ ବହୁତ ପ୍ରକାର ସମସ୍ୟା ମଧ୍ୟ ହୋଇ ଥାଏ ।

ଯେମିତିକି ଘର ଭଡା, ଅସନା ବା ଅନ୍ୟ ଅସୁବିଧା ଗୁଡିକ ।

ଛୋଟ ଛୋଟ ଘର ଭଡା ଶୁଣି ମୁଣ୍ଡ ବୁଲେଇବାକୁ ଲାଗି ଥାଏ, ତେବେ ଲୋକ ରେଟ ଶୁଣି ଭାବନ୍ତି ଯେ ଏଠି ମଣିଷ ଖାଇବା କଣ ଓ ସେବିଙ୍ଗ କଣ କରିବ? ବଡ ବଡ ଶହର ରେ ଭଡା ଘର ମିଳିବା ବହୁତ କଷ୍ଟକର ହୋଇ ଥାଏ, କିଛି ଲୋକ ବଡ ଶହର ରେ ଫୁଟପାଥକୁ ନିଜ ଘର କରି ନିଅନ୍ତି । ତେବେ ଆସନ୍ତୁ ଜାଣିବା ଓ ଦେଖିବା ଏହି ଭଳି କିଛି ଅଜବ ଗଜବ ଘର ଯେଉଁଠି ଗୋଡ ଲମ୍ବେଇବା ପାଇଁ ମଧ୍ୟ ଜାଗା ନାହିଁ ।

ଆମ ଦେଶ ରେ ଯେତେବେଳେ ଛୁଆ ୧୦ମ ପାସ କରନ୍ତି ତା ପରେ ନିଜ ଅଲଗା ରୁମ ପାଇଁ ମାଁ ବାପା ସହ ଝଗଡା ଆରମ୍ଭ କରି ଦିଅନ୍ତୁ କିନ୍ତୁ ଠାରେ ଏହି ଫଟୋ ଦେଖନ୍ତୁ ଏହା ଆମ ବାଥରୁମ ଠାରୁ ବି ଛୋଟ ଅଟେ । ଆଜି ଆମେ ଆପଣଙ୍କୁ ଯେଉଁ ଜାଗା ବିଷୟରେ କହୁଛୁ ତାହା ହାନ୍ଗ କାନ୍ଗ ରେ ଅଛି ଏଠିକା ୨,୦୦,୦୦୦ ଲୋକ ଏହି ଭଳି ଜାଗାରେ ରହିବା ପାଇଁ ମଜବୁର ଅଛନ୍ତି ।

ହାନ୍ଗ କାନ୍ଗ ଏହି ଜାଗା ଗୁଡିକୁ କଫିନ ହୋମ କୁହା ଯାଏ, ଏହି କଫିନ ହୋମ ରେ ରହୁଥିବା ଲୋକଙ୍କ ଅବସ୍ତା ଦେଖି ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିବ ଯେ ଏମିତି ଛୋଟ ଜାଗାରେ ସେ କେମିତି ଚଳି ପାରୁଛନ୍ତି କିନ୍ତୁ ଏହା ସତ ଏମିତି ଜାଗା ଯେଉଁଠି ଗୋଟେ ଲୋକ ସିଧା ହୋଇ ସୋଇ ପାରିବ ନାହିଁ ସେମିତି ଜାଗାରେ ଲୋକ ଜିନିଷ ରାଖୀ ରହୁଛନ୍ତି ଏହା ସାତ୍ରେ ବହୁତ ଦୟନିଅ ଅବସ୍ଥା ଅଟେ ।

Leave a Reply

Your email address will not be published. Required fields are marked *