ଦୁନିୟାର ସବୁଠାରୁ ବୃଦ୍ଧ ଲୋକ- ଗିନିଜ ୱାର୍ଲ୍ଡ ରେକୋର୍ଡ ପରେ ହେଲା ମୃତ୍ୟୁ

ଜାପାନ ଦୁନିୟାର ଏମିତି ଗୋଟେ ଦେଶ ଯେଉଁଠି ଜନସଂଖ୍ୟା କମ ଅଛି ଓ ଲୋକଙ୍କୁ ନିଜ ଖାଦ୍ଯ ପାଇଁ ପ୍ରାୟତଃ ସାମୁଦ୍ରି ଖାଦ୍ଯ ଖାଇବାକୁ ପଡିଥାଏ । ତେବେ ଆପଣ ମାନେ ଜାପାନ ବିଷୟରେ ବହୁତ ଥର ଖବର ରେ ପଢିଥିବେ କାହିଁକିନା ସମୁଦ୍ର ସବୁବେଳେ ଯାପନ ଉପରେ ରାଗ ସୁଯାଇଥାଏ କେତେବେଳେ ବାତିୟା ତ କେବେ ସୁନାମୀ ହୋଇଥାଏ କିନ୍ତୁ ଏହା ପରେ ମଧ୍ୟ ଲୋକ ବହୁତ ପରିଶ୍ରମ କରି ନିଜ ଘର ବାଡି ଆଉଥରେ ତିଆରି କରନ୍ତି ।

ଆଜି ଆମେ ଜାପାନ ବିଷୟରେ କିଛି ବିଶେଷ ଖବର କହିବାକୁ ଯାଉଛୁ କିନ୍ତୁ ତାହା ବାତିୟା ବା ସୁନାମୀ ବିଷୟରେ ନୁହ ।

ଜାପାନ ରେ ଚିତେତ୍ସୁ ୱତନାବେଙ୍କ ଗିନୀଜ ୱର୍ଲ୍ଡ ରିକାର୍ଡ ପ୍ରମାଣପତ୍ର ପ୍ରାପ୍ତ କରିବାର ୧୧ ଦିନ ପରେ ନିଧନ ହୋଇଥିଲା । ୧୧୨ ବର୍ଷ ବତନାବେ ଦିନିୟାର ସବୁଠାରୁ ବୁଜୁର୍ଗ ମଣିଷ ଥିଲେ, ରିପୋର୍ଟ ଅନୁଯାଇ ରବିବାର ଦିନ ରାତିରେ ତାଙ୍କର ନିଧନ ବା ମୃତ୍ୟୁ ହୋଇଥିଲା । ୧୨ ଫେବୃଆରୀ ଦିନ ଅଧିକାରିକ ଭାବରେ ନିଗାତା ପ୍ରାନ୍ତ ଜୋଏତ୍ସୁ ଗୋଟେ ନର୍ସିଙ୍ଗ ହୋମ ରେ ପ୍ରମାଣପତ୍ର ପ୍ରାପ୍ତ କରିଥିଲେ ।

ସେ ନିଗାତା ନିବାଶି ଥିଲେ, ବତନାମ ଜନ୍ମ ୫ ମାର୍ଚ ୧୯୦୭ ରେ ଗୋଟେ ଚାଷୀ ଘରେ ହୋଇଥିଲା । ସେ ୨୦ ବର୍ଷ ବୟସ ରେ ତାଇଵାନ ପଳେଇଥିଲେ ଶେଠୀ ସେ ସୁଗାର ଫେକ୍ଟରୀ ରେ ୧୮ ବର୍ଷ କାମ କରିଥିଲେ । ସେ ଦୁତୀୟ ବିଶ୍ଵ ଯୁଧା ପରେ ଜାପାନ ଫେରିଥିଲେ, ବାତନାବେ କୁ କେଲିଗ୍ରାଫି, କଷ୍ଟାର୍ଡ ଓ ଆଇସକ୍ରିମ ବହୁତ ପସନ୍ଦ ଥିଲା । ସେ ଗିନିଜ ଟିମକୁ କହିଥିଲେ ଯେ ତାଙ୍କ ଏତେ ବର୍ଷ ବଞ୍ଚିବା କାରଣ ଖୁସି ଅଟେ ତାଙ୍କ ଅନୁଯାଇ ଯେଉଁ ଲୋକ ସବୁବେଳେ ଖୁସି ରେ ରହିବ ତାକୁ କୌଣସି ରୋଗ ହବ ନାହିଁ ।

Leave a Reply

Your email address will not be published. Required fields are marked *