ମହାଭାରତ ଉପରେ କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଏବଂ ଉତ୍ତର । ଆପଣମାନେ ତା ସମସ୍ତେ ମହାଭାରତ ବିଷୟରେ କିଛି ନା କିଛି ଜାଣିଥିବେ । ଏହା କୌରଵ ଓ ପାଣ୍ଡବ ମାନକ ମଧ୍ୟରେ ହୋଇଥିଲା । ଏହା ର କିଛି ବିଷୟ ଆମ ପାଠ୍ୟକ୍ରମ ରେ ମଧ୍ୟ ରହିଅଛି । ପୁରାଣ ଗାଥା ବିଷୟରେ ଜ୍ଞାନ ରହିବା ଅତ୍ୟନ୍ତ ଆବଶ୍ୟକ । ଏଠାରେ ଆମେ ମହାଭାରତ ସମ୍ବଧିୟ ପ୍ରଶ୍ନ ଏବଂ ଉତ୍ତର ବିଷୟରେ ଜାଣିବା ।
(୧)କୌରଵ ମାନଙ୍କର ପିତାଙ୍କ ନାମ କଣ ଥିଲା?
(A)ପାଣ୍ଡୁ (B)ଧୂତରାଷ୍ଟ୍ର
(C)ଭୀଷ୍ମ । (D)ଯୁଧିଷ୍ଠିର
ଉ:ଧୂତରାଷ୍ଟ୍ର
(୨) ଧୂତରାଷ୍ଟ୍ର ଙ୍କର କେତୋଟି ପୁତ୍ର ଥିଲେ ?
(A)୧୦୦ (B)୧୦୩
(C)୧୦୨ (D)୧୦୧
ଉ: ୧୦୦
(୩) ଧୂତରାଷ୍ଟ୍ର ଙ୍କର କେତୋଟି ଝିଅ ଥିଲେ ?
(A)୧ (B)୨
(C)୩ (D)୪
ଉ: ୧
(୪)ଧୂତରାଷ୍ଟ୍ର ଙ୍କର କେତୋଟି ଝିଅଙ୍କ ନାମ କଣ ଥିଲା ?
(A)ଦୁଃସଲା (B)ଦ୍ରପତି
(C)ଗାନ୍ଧାରୀ ( D)କୁନ୍ତୀ
ଉ:ଦୁଃସଲା
(୫)ଧୂତରାଷ୍ଟ୍ର ଙ୍କ ର ପତ୍ନୀ ଙ୍କ ନାମ କଣ ଥିଲା?
(A) ଦୁଃସଲା (B)ଦ୍ରପତି
(C)ଗାନ୍ଧାରୀ ( D)କୁନ୍ତୀ
ଉ:ଗାନ୍ଧାରୀ
(୬)ଧୂତରାଷ୍ଟ୍ର ଙ୍କର କେତୋଟି ପିତା ଙ୍କ ନାମ କଣ ଥିଲା?
(A)ପାଣ୍ଡୁ (B)ବିଦୂର
(C) ବେଦ ବ୍ୟାସ ( D)ଭୀଷ୍ମ
ଉ:ବେଦ ବ୍ୟାସ ବ୍ୟାସ
(୭)ପଞ୍ଚୁ ପାଣ୍ଡବ ଙ୍କ ପିତା ଙ୍କ ନାମ କଣ ଥିଲା ?
A)ପାଣ୍ଡୁ (B)ବିଦୂର
(C) ବେଦ ବ୍ୟାସ ( D)ଭୀଷ୍ମ
ଉ: ପାଣ୍ଡୁ
(୮)ପାଣ୍ଡୁ ଙ୍କ ପିତା ଙ୍କ ନାମ କଣ ଥିଲା ?
A)ପାଣ୍ଡୁ (B)ବିଦୂର
(C) ବେଦ ବ୍ୟାସ ( D)ଭୀଷ୍ମ
ଉ:ବେଦ ବ୍ୟାସ
(୯))ପାଣ୍ଡୁ ଙ୍କ ପତ୍ନୀ ଙ୍କ ନାମ କଣ ଥିଲା ?
(A)କୁନ୍ତୀ (B)ଦ୍ରପତି
(C)ଗାନ୍ଧାରୀ (D)ଦୁଃସଲା
ଉ: କୁନ୍ତୀ
(୧୦)ପଞ୍ଚୁ ପାଣ୍ଡବ ଙ୍କ ନାମ କଣ ଥିଲା ?
୧.ଯୁଧିଷ୍ଠିର ୨.ଅର୍ଜୁନଙ୍କ ୩.ଭୀମ
୪.ନକୁଳ ୫.ସହଦେବ
(୧୧)ମହାଭାରତ ଯୁଦ୍ଧ ରେ କୌରବ ଙ୍କ ପ୍ରଥମ ସେନାପତି କିଏ ଥିଲେ ?
(A)ଦ୍ରୋଣଚାର୍ଯ୍ୟ (B)କର୍ଣ୍ଣ
(C)ଭୀଷ୍ମ । (D)ଶ୍ରୀଖଣ୍ଡି
ଉ:ଭୀଷ୍ମ
(୧୨)ମହାଭାରତ ଯୁଦ୍ଧ ରେ ପାଣ୍ଡବ ଙ୍କ ପ୍ରଥମ ସେନାପତି କିଏ ଥିଲେ ?
(A)ଦ୍ରୋଣଚାର୍ଯ୍ୟ (B)କର୍ଣ୍ଣ
(C)ଭୀଷ୍ମ । (D)ଶ୍ରୀଖଣ୍ଡି
ଉ:ଶ୍ରୀଖଣ୍ଡି
(୧୩)ପିତାମହ ଭୀଷ୍ମ ଙ୍କ ପିଲାଦିନର ନାମ କଣ ଥିଲା ?
(A )ଦେବବ୍ରତ । ( B)ଭୀଷ୍ମ
(C)ଶାନ୍ତନୁ । ( D)ପିତାମହ
ଉ:ଦେବବ୍ରତ(ଯାହାକି ତାଙ୍କ ମାତା ଯିଏକି ଗଙ୍ଗା ମାତା ତାଙ୍କ ର ନାମ ଦେଇଥିଲେ)
ଆଶା କରୁଛୁ ଆପଣ ମାନଙ୍କୁ ଉପରୋକ୍ତ ପ୍ରଶ୍ନ ଏବଂ ଉତ୍ତର ଭଲ ଲାଗିଥିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।