ମହାଭାରତର କିଛି ଆଶ୍ଚର୍ଯ୍ୟକର ପ୍ରଶ୍ନ; ଦୁର୍ଯ୍ୟୋଧନ ଙ୍କ ଭଉଣୀ ଙ୍କ ନାମ କଣ ଥିଲା? 99% ଲୋକ ଜାଣି ନାହାନ୍ତି ଏହାର ଉତ୍ତର

ମହାଭାରତ ଉପରେ କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଏବଂ ଉତ୍ତର । ଆପଣମାନେ ତା ସମସ୍ତେ ମହାଭାରତ ବିଷୟରେ କିଛି ନା କିଛି ଜାଣିଥିବେ । ଏହା କୌରଵ ଓ ପାଣ୍ଡବ ମାନକ ମଧ୍ୟରେ ହୋଇଥିଲା । ଏହା ର କିଛି ବିଷୟ ଆମ ପାଠ୍ୟକ୍ରମ ରେ ମଧ୍ୟ ରହିଅଛି । ପୁରାଣ ଗାଥା ବିଷୟରେ ଜ୍ଞାନ ରହିବା ଅତ୍ୟନ୍ତ ଆବଶ୍ୟକ । ଏଠାରେ ଆମେ ମହାଭାରତ ସମ୍ବଧିୟ ପ୍ରଶ୍ନ ଏବଂ ଉତ୍ତର ବିଷୟରେ ଜାଣିବା ।

(୧)କୌରଵ ମାନଙ୍କର ପିତାଙ୍କ ନାମ କଣ ଥିଲା?

(A)ପାଣ୍ଡୁ (B)ଧୂତରାଷ୍ଟ୍ର

(C)ଭୀଷ୍ମ । (D)ଯୁଧିଷ୍ଠିର

ଉ:ଧୂତରାଷ୍ଟ୍ର

(୨) ଧୂତରାଷ୍ଟ୍ର ଙ୍କର କେତୋଟି ପୁତ୍ର ଥିଲେ ?

(A)୧୦୦ (B)୧୦୩

(C)୧୦୨ (D)୧୦୧

ଉ: ୧୦୦

(୩) ଧୂତରାଷ୍ଟ୍ର ଙ୍କର କେତୋଟି ଝିଅ ଥିଲେ ?

(A)୧ (B)୨

(C)୩ (D)୪

ଉ: ୧

(୪)ଧୂତରାଷ୍ଟ୍ର ଙ୍କର କେତୋଟି ଝିଅଙ୍କ ନାମ କଣ ଥିଲା ?

(A)ଦୁଃସଲା (B)ଦ୍ରପତି

(C)ଗାନ୍ଧାରୀ ( D)କୁନ୍ତୀ

ଉ:ଦୁଃସଲା

(୫)ଧୂତରାଷ୍ଟ୍ର ଙ୍କ ର ପତ୍ନୀ ଙ୍କ ନାମ କଣ ଥିଲା?

(A) ଦୁଃସଲା (B)ଦ୍ରପତି

(C)ଗାନ୍ଧାରୀ ( D)କୁନ୍ତୀ

ଉ:ଗାନ୍ଧାରୀ

(୬)ଧୂତରାଷ୍ଟ୍ର ଙ୍କର କେତୋଟି ପିତା ଙ୍କ ନାମ କଣ ଥିଲା?

(A)ପାଣ୍ଡୁ (B)ବିଦୂର

(C) ବେଦ ବ୍ୟାସ ( D)ଭୀଷ୍ମ

ଉ:ବେଦ ବ୍ୟାସ ବ୍ୟାସ

(୭)ପଞ୍ଚୁ ପାଣ୍ଡବ ଙ୍କ ପିତା ଙ୍କ ନାମ କଣ ଥିଲା ?

A)ପାଣ୍ଡୁ (B)ବିଦୂର

(C) ବେଦ ବ୍ୟାସ ( D)ଭୀଷ୍ମ

ଉ: ପାଣ୍ଡୁ

(୮)ପାଣ୍ଡୁ ଙ୍କ ପିତା ଙ୍କ ନାମ କଣ ଥିଲା ?

A)ପାଣ୍ଡୁ (B)ବିଦୂର

(C) ବେଦ ବ୍ୟାସ ( D)ଭୀଷ୍ମ

ଉ:ବେଦ ବ୍ୟାସ

(୯))ପାଣ୍ଡୁ ଙ୍କ ପତ୍ନୀ ଙ୍କ ନାମ କଣ ଥିଲା ?

(A)କୁନ୍ତୀ (B)ଦ୍ରପତି

(C)ଗାନ୍ଧାରୀ (D)ଦୁଃସଲା

ଉ: କୁନ୍ତୀ

(୧୦)ପଞ୍ଚୁ ପାଣ୍ଡବ ଙ୍କ ନାମ କଣ ଥିଲା ?

୧.ଯୁଧିଷ୍ଠିର ୨.ଅର୍ଜୁନଙ୍କ ୩.ଭୀମ

୪.ନକୁଳ ୫.ସହଦେବ

(୧୧)ମହାଭାରତ ଯୁଦ୍ଧ ରେ କୌରବ ଙ୍କ ପ୍ରଥମ ସେନାପତି କିଏ ଥିଲେ ?

(A)ଦ୍ରୋଣଚାର୍ଯ୍ୟ (B)କର୍ଣ୍ଣ

(C)ଭୀଷ୍ମ । (D)ଶ୍ରୀଖଣ୍ଡି

ଉ:ଭୀଷ୍ମ

(୧୨)ମହାଭାରତ ଯୁଦ୍ଧ ରେ ପାଣ୍ଡବ ଙ୍କ ପ୍ରଥମ ସେନାପତି କିଏ ଥିଲେ ?

(A)ଦ୍ରୋଣଚାର୍ଯ୍ୟ (B)କର୍ଣ୍ଣ

(C)ଭୀଷ୍ମ । (D)ଶ୍ରୀଖଣ୍ଡି

ଉ:ଶ୍ରୀଖଣ୍ଡି

(୧୩)ପିତାମହ ଭୀଷ୍ମ ଙ୍କ ପିଲାଦିନର ନାମ କଣ ଥିଲା ?

(A )ଦେବବ୍ରତ । ( B)ଭୀଷ୍ମ

(C)ଶାନ୍ତନୁ । ( D)ପିତାମହ

ଉ:ଦେବବ୍ରତ(ଯାହାକି ତାଙ୍କ ମାତା ଯିଏକି ଗଙ୍ଗା ମାତା ତାଙ୍କ ର ନାମ ଦେଇଥିଲେ)

ଆଶା କରୁଛୁ ଆପଣ ମାନଙ୍କୁ ଉପରୋକ୍ତ ପ୍ରଶ୍ନ ଏବଂ ଉତ୍ତର ଭଲ ଲାଗିଥିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *