ଦୂଷକର୍ମୀ ମାନଙ୍କୁ ଯେତେବେଳେ କହିଲା ନିଜ ମା’- ଗୋଟେ ଗୋଟେ କରି କର ମୋ ୧୪ ବର୍ଷ ଝିଅର ବଳାତ୍କାର !

ଆମେ ଯେବେ ବି ବଳାତ୍କାର ଭଳି ଶବ୍ଦ ଶୁଣିଥାଉ ଆମ ଦେହ ଶୀତେଇ ଉଠେ ଯଦି ଘରେ ମଧ୍ୟ ସହ ପରିବାର ଟିବି ଦେଖିଲାବେଳେ ବଳାତ୍କାର ଭଳି ଦୃଶ୍ୟ ଆସିଥାଏ ତେବେ ଆମେ ନିଜ ନିଜ ଆଖି ନିଜ ଘର ଲୋକଙ୍କ ଠାରୁ ଲୁଚେଇଥାଉ କେବଳ ଏତିକି ନୁହ ସେଠାରୁ ଉଠିକି ମଧ୍ୟ ପଳାଉ କିନ୍ତୁ ଟିକେ ଭାବନ୍ତୁ ଗୋଟେ ମା ଆଗରେ ଯେତେବେଳେ ତା ନିଜ ୧୪ ବର୍ଷ ଝିଅ ବଳାତ୍କାର ହଉଥିଲା । ସେତେବେଳେ ମାକୁ କଣ ଲାଗୁଥିବା କିନ୍ତୁ ଏହି ମା କହିଲା ‘ଅବ୍ଦୁଲ ଅଲ୍ଲୀ ଦୟାକରି ଜଣେ ଜଣେ କରି ଶୁଅ ମି ଝିଅ ଉପରେ ଏକାଠି ନୁହେଁ, ସେ ମରିଯିବ, ମୁ ହତଯୋଡୁଛି’,  ଏହା ଗୋଟେ ସତ୍ୟ ଘଟଣା ଅଟେ ଯାହା ଘଟିଛି ୮ ଅକ୍ଟୋବର ୨୦୧୯ରେ ବାଙ୍ଗଲାଦେଶରେ।

Image Courtesy: Google

ଅନିଲ ଚନ୍ଦ୍ର ଓ ତାଙ୍କ ପରିବାର ଝିଅ ପୂର୍ଣ୍ଣିମା ସହ ବାଙ୍ଗଲାଦେଶ ର ସିରାଜଗଞ୍ଜ ରେ ବାସ କରୁଥିଲେ, ତାଙ୍କ ପାଖରେ ପର୍ଯ୍ୟାପ୍ତ ଜମି ଥିଲା ଯାହା ଦ୍ଵାରା ସେ ନିଜ ପରିବାର ସମ୍ଭାଳି ପାରିବେ କିନ୍ତୁ ତାଙ୍କର ଗୋଟେ ଭୁଲ ରହିଲା ହିନ୍ଦୁ ହୋଇ ବାଙ୍ଗଲାଦେଶ ରେ ନିବାଶ କରିବା । ଗୋଟେ କାଫିର ପାଖରେ ଏତେ ଜମି କେମିତି ଅଛି ? ଏହି ପ୍ରଶ୍ନ ବାଂଗ୍ଲାଦେଶ ପୂର୍ୱ ପ୍ରଧାନମନ୍ତ୍ରୀଙ୍କ ପାର୍ଟୀ ସମ୍ବଂଧିତ କିଛି ଉନ୍ମାଦୀ ଲୋକଙ୍କର ଥିଲା ।

Image Courtesy: Google

୮ ଅକ୍ଟୋବରକୁ ଅବ୍ଦୁଲ ଅଲ୍ଲୀ, ଅଲ୍ତାଫ ହୁସୈନ, ହୁସୈନ ଅଲୀ, ଅବ୍ଦୁର ରଉଫ, ଯାସୀନ ଅଲୀ, ଲିଟନ ଶେଖ ଓ ଅନ୍ୟ ୫ଟି ଲୋକ ଅନିଲ ଚନ୍ଦ୍ର ଘରେ ପହଞ୍ଚିଲେ ଓ ଅନିଲକୁ ମାରିବା ଆରମ୍ଭ କଲେ ଯାହା ପରେ ଅନିଲକୁ ସେହି ଲୋକ ବାନ୍ଧି ଦେଲେ ଓ ଅପଶବ୍ଦ କହିବା ଆରମ୍ଭ କଲେ । ଏହା ପରେ ସଇତାନମାନେ ମା ସାମ୍ନା ରେ ତା ନିର୍ଦୋଷ ଝିଅ ସହ ଦୁଷ୍କର୍ମ କଲେ, ସେହି ସମୟରେ ସେହି ଅସହାୟ ମା ପାଟିରୁ ଯାହା ବାହାରିଲା ତାହା ମଣିଷ ମନକୁ କନ୍ଦେଇଲା ଭଳି ଥିଲା ।

Image Courtesy: Google

ନିଜ ଝିଅ ଉପରେ ହଉଥିବା ଅତ୍ୟାଚାର ଦେଖି ମା କାନ୍ଦି କାନ୍ଦି କହୁଥାଏ ଗୋଟେ ଗୋଟେ କରି କର ବଳାତ୍କାର ମୋ ଝିଅ କେବଳ ୧୪ ବର୍ଷ ର ଅଟେ, ନଚେତ ସେ ମରି ଯିବ । ଅନିଲ ଚନ୍ଦ୍ର ଯେତେବେଳେ ହୋଶରେ ଆସିଲେ ସେତେବେଳେ ବହୁତ କଷ୍ଟକରି ପୋଲିସ ଷ୍ଟେସନ ଗଲେ କିନ୍ତୁ ପୋଲିସ ତାଙ୍କ ଅଭିଯୋଗ ଲେଖିଲେ ନାହିଁ ଓ କିଛି ଯାଞ୍ଚ ମଧ୍ୟ ହେଲା ନହିଁ ।

ଯେତେବେଳେ ଏହି କଥା ପୁରା ବାଙ୍ଗଲାଦେଶ ଲୋକ ଜାଣିଲେ ଓ ନ୍ୟୁଜ ପେପରରେ ଆସିଲା ସେତେବେଳେ ପୋଲିସ ୬ଟି ଆରୋପିକୁ ଗିରଫତାର କରିଥିଲା । ଏହି ଘଟଣା ଭାରତର କୌଣସି ନ୍ୟୁଜ ପେପର ରେ ଲେଖା ହୋଇ ନଥିଲା ଯେଉଁ ନ୍ୟୁଜ ପେପର କଟିଂ ଆପଣ ଦେଖିବାକୁ ପାଇବେ ତାହା ବାଙ୍ଗଲାଦେଶ ର ଅଟେ ପଶ୍ଚିମ ବଙ୍ଗାଲ ର ନୁହେଁ ।

Leave a Reply

Your email address will not be published. Required fields are marked *