ଏବେ ଏତେ ଧନୀ ହୋଇ ଯାଇଛନ୍ତି ସୋସିଆଲ ମିଡିଆର ଏହି ତାରକା, ଫୈସଲ ଶେଖଙ୍କ ସମ୍ପତି ଚମକାଇ ଦେଲା ଭଳି

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ୱେବସାଇଟ କୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ସୋସିଆଲ ମିଡିଆର ସେହି ଷ୍ଟାର ମାନଙ୍କ ବିଷୟରେ କହିବୁ ଯିଏ ଏବେ ଏତେ ଧନୀ ହୋଇ ଗଲେଣି । ତେବେ ଆସନ୍ତୁ ଜାଣିବା ସେମାନେ କିଏ ।

୩ -ରାନୁ ମଣ୍ଡଳ

ଗତ ବର୍ଷ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଲୋକପ୍ରିୟ ଭିତରେ ରହିଥିବା ରାନୁ ମଣ୍ଡଳ ନିଜର ସିଙ୍ଗିଙ୍ଗ କ୍ୟାରିୟର ର ଆରମ୍ଭ ରେଲୱେ ଷ୍ଟେସନ ରୁ କରିଥିଲେ । ନିଜର ଗାଇବା ପ୍ରତିଭାରେ ରାତା ରାତି ଫେମସ ହେଲେ ରାନୁ ମଣ୍ଡଳକୁ ବଲିଉଡରେ ଗାଇବା ପାଇଁ ମୌକା ମିଳିଲା । ତାଙ୍କୁ ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ,ଗାୟକ ଏବଂ ଅଭିନେତା ହିମସେ ରେଶମୀୟା ଦ୍ଵାରା ନିଜର ଆଗାମୀ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହିର’ରେ ଗାଇବାର ସୁଯୋଗ ଦିଆ ଯାଇଛି । ତାଙ୍କୁ ଏହି ଫିଲ୍ମରେ ଗାଇବା ପାଇଁ ପ୍ରାୟ ୭ଲକ୍ଷ ଟଙ୍କା ଫିସ ମିଳିଛି ।

୨ -ରିୟାଜ ଅଲି

କମ ବୟସରେ କୋରୋଡ ଫ୍ୟାନ ଫଳୋଇଙ୍ଗ ସୃଷ୍ଟି କରିଥିବା ସୋସିଆଲ ମିଡିଆ ଷ୍ଟାର ରିୟାଜ ଅଲିଙ୍କୁ ଆଜି ଇଣ୍ଡିଆରେ କିଏ ଜାଣି ନାହାଁନ୍ତି । ନିଜର ଭଲ ଲୁକ ଏବଂ ନିଜର ହେୟାର ଷ୍ଟାଇଲ କାରଣରୁ ପସନ୍ଦ କରାଯାଉ ଥିବା ରିୟାଜ ମାସରେ ଲକ୍ଷେ ଟଙ୍କା କମାଇ ଥାନ୍ତି । ତାଙ୍କର ଏପରଜ୍ଯନ୍ତ ରୋଜଗାର ପାଖାପାଖି ୧୫ଲକ୍ଷ ଟଙ୍କା ଅଟେ ।

୧ -ଫେସଲ ଶେଖ

ଟିକ ଟକ ରେ ନିଜ ପାଇଁ ଜବରଦସ୍ତ ପରିଚୟ ସୃଷ୍ଟି କରିଥିବା ଫେସଲ ଶେଖ ଏବେ ପର୍ଯ୍ୟନ୍ତ ଟପ ଟିକ ଟକ ଷ୍ଟାର ଅଟନ୍ତି । ଏବେ ତାଙ୍କ ଆକାଉଣ୍ଟ ହଟାଇ ଦିଆଯାଇଛି । ପୁଣି ବି ତାଙ୍କ ଲୋକପ୍ରିୟତା ରେ କମି ଆସି ନାହିଁ । ସେ ଏବେ ନିଜର ସୋସିଆଲ ମିଡିଆ ଇଂଷ୍ଟାଗ୍ରାମରେ ଛୋଟ ଭିଡିଓ ପୋଷ୍ଟ କରୁଛନ୍ତି । ଏହାଛଡା ସେ କେତେକ ମ୍ୟୁଜିକ ଭିଡିଓ ପୋଷ୍ଟ କରୁଥିବାର ଦେଖା ଯାଇଛି । ଫେସଲ ଶେଖଙ୍କ ବଂଶର ସମ୍ପତି ଚମକାଇଲା ଭଳି । ତାଙ୍କ ବଂଶର ସମ୍ପତି ପ୍ରାୟ ମିଲିୟନ ଡଲାର ଅଟେ ।

Leave a Reply

Your email address will not be published. Required fields are marked *