ଏବେ କୋହଲି ବି କରିପାରିବେନି ତାଙ୍କର ସାମ୍ନା ଭାରତୀୟ ଦଳକୁ ପୁଣି ଫେରୁଛନ୍ତି ଏହି ଧୁଆଁଧାର ବ୍ୟାଟସମ୍ୟାନ

ଏବେ କୋହଲି ବି ରୋକି ପାରିବେନି ଏହି ମହାନ୍ ଖେଳାଳୀଙ୍କୁ ଭାରତୀୟ ଟିମ୍ ରେ ଫେରି ଆସିବା ପାଇଁ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଭାରତ ଗ୍ରସ୍ତର ଦ୍ୱିତୀୟ ଓ ଅନ୍ତିମ ଟେଷ୍ଟ ମ୍ୟାଚ୍ ଆଜି ହାଇଦ୍ରାବାଦରେ ଖେଳା ଯିବାକୁ ଆଛି । ଯେଉଁଥିରେ ପୃଥିବୀ ଶୋ ବଢିଆ ପ୍ରଦର୍ଶନ କରି ୭୦ ରନ୍ ରେ ଆଉଟ୍ ହୋଇ ଯାଇଥିଲେ । ଆପଣଙ୍କୁ କହି ରଖୁଛୁ କି ଦ୍ୱିତୀୟ ଟେଷ୍ଟ ସରିଲା ପରେ ଭାରତକୁ ଟି ଟେଣ୍ଟିପାଇଁ ପ୍ରସ୍ତୁତ କରିବାକୁ ଅଛି । ଯେଉଁ ଥିରେ ଭାରତୀୟ ଟିମ୍ ରେ କିଛି ପରିବର୍ତ୍ତନ ଦେଖି ବାକୁ ମିଳିବ । ଏହିଥର ଜଣେ ଏପରି ମହାନ୍ ଖେଳାଳୀ ଟିମ୍ ରେ ସାମିଲ୍ ହେବାକୁ ଯାଉଛନ୍ତି ଯାହାକୁ ବିରାଟ କୋହଲି ଅଟକାଇ ପାରିବେ ନାହିଁ । ଏହି ଖେଳାଳୀଙ୍କ ନାଁ ଜାଣିଲେ ଆପଣଙ୍କ ଖୁସିର ଠିକଣା ରହିବ ନାହିଁ

ସେମିତି ବି ଏହି କଥାରେ କୌଣସି ରାୟ ନାହିଁ କି ଇଣ୍ତିଆନ୍ ଟିମ୍ ର ମହାନ୍ ଖେଳାଳୀ ଏହି ଦିନ ଭଲ ଖେଳ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛନ୍ତି । କେଏଲ୍ ରାହୁଲ୍ ପଛ ଟେଷ୍ଟ ମୁକାବଲାରେ ଶୂନ୍ୟରେ ଆଉଟ୍ ହୋଇଯାଇଥିଲେ । ଓ ଏହି ଥର ବି ସେ କେବଳ ୪ ରନ୍ କରି ଆଉଟ୍ ହୋଇଯାଇଥିଲେ । ସେମିତି ପୁଜାରା ବି କେବଳ ୧୦ ରନ୍ କରି କ୍ୟାଚ୍ ଆଉଟ୍ ହୋଇଯାଇଥିଲେ । ସେଥିପାଇଁ ଲାଗୁଛି କି ଟିମ୍ ଇଣ୍ତିଆକୁ ଟି ଟ୍ୱେଣ୍ତିରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ ।

ଆପଣଙ୍କ ସୂଚନା ପାଇଁ କହିଦେବୁ କି ଏହି ଟେଷ୍ଟ ପରେ ଭାରତ ଓ ୱେଷ୍ଟଇଣ୍ତିଜ୍ ର ୱାନ୍ ଡେ ଓ ଟି ଟ୍ୱେଣ୍ତି ଖେଳାଯିବାକୁ ଅଛି । ତାକୁ ନେଇକରି ଟିମ୍ ରେ କିଛି ପରିବର୍ତ୍ତନ ଆସିପାରେ । ଏହିଥର ଯୁବରାଜ ସିଂଙ୍କୁ ଇଣ୍ତିଆନ୍ ଟିମ୍ ରେ ଖେଳିବାକୁ ଅବସର ମିଳି ପାରେ । କାରଣ ଯୁବରାଜ ସିଂ ନିଜର ଘରୋଇ ମୁକା ବଲାରେ ବହୁତ ଭଲ ପ୍ରଦର୍ଶନ କରି ଥିଲେ ।

ସେଥିପାଇଁ ଯୁବରାଜ ସିଂଙ୍କୁ ମଉକା ମିଳି ବାର ଆଶଙ୍କା ଅଛି । ସେ ଘରୋଇ ମ୍ୟାଚ ରେ ଅନେକ ଗୁଡିଏ ରେକର୍ଡ କରି ସାରିଲେଣି | ଯାହାକି ସେ ଭାରତୀୟ ଦଳକୁ ଫେରିବା ନିଶ୍ଚିତ ବୋଲି ଜଣା ପଡୁଛି

ଲେଖାଟି ଯଦି ଭଲ ଲାଗିଲା ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ। – ଧନ୍ୟବାଦ, ଓଡିଆ ଦୁନିଆ

Leave a Reply

Your email address will not be published. Required fields are marked *