ଏବେ ସବୁ କର୍ମଚାରିମାନଙ୍କୁ ମିଳିବ ଏହି ସୁବିଧା, କେନ୍ଦ୍ର ସରକାର କହିଲେ – ଲକଡାଉନ ପରେ ଏହା ଅନିବାର୍ଯ୍ୟ ରୂପରେ ଲାଗୁ କରାଯିବ

ଦିଲ୍ଲୀ କେନ୍ଦ୍ରୀୟ ସରକାର ନିଯୁକ୍ତ କର୍ମଚାରି ପାଇଁ ନିଜ କର୍ମଚାରୀକୁ ମେଡିକଲ ଇଂସୁରେନ୍ସ ଉପଲବ୍ଧ କରିବା ଅନିବାର୍ଯ୍ୟ ଅଟେ, ଏହି ନିୟମ ଲକଡାଉନ ସମାପ୍ତ ହେଲା ପରେ ସବୁ ନିଯୁକ୍ତାଙ୍କ ପାଇଁ ଲାଗୁ କରା ଯିବ, ଏହା ପରେ ସବୁ କମ୍ପାନୀ ବା ସଂସ୍ଥାକୁ ନିଜ କର୍ମଚାରିମାନଙ୍କୁ ମେଡିକଲ ଇଂସୁରେନ୍ସ ସୁବିଧା ଦବାକୁ ହବ । ଏହା ବିଷୟରେ ଆଗକୁ ଜାଣିବା ପାଇଁ ଖବରଟି ସଂପୂର୍ଣ୍ଣ ପଢନ୍ତୁ ।

ଇରଡା ଇନ୍ସୟୋରେନ୍ସ ପାଇଁ ଜାରି କରା ଗଲା ସର୍କୁଲର :

ଏହି ସମ୍ବନ୍ଧ ରେ ଇଂସ୍ୟୁରେନ୍ସ ରେଗ୍ୟୁଲେଟରି ଓ ଡେଭଲପମେଣ୍ଟ ଅର୍ଥରୀଟି ଅଫ ଇଣ୍ଡିଆ ରେ ସବୁ ଜନରଲ ଏବଂ ଷ୍ଟେଣ୍ଡଅଲୋନ ହେଲ୍ଥ ଇଂଶୟୋରେନ୍ସ କୁହ ଯାଇଛି ବ୍ୟକ୍ତିଗତ ଏବଂ ଗୃପ ହେଲ୍ଥ ଇଂଶୁରେନ୍ସ ଅଫର ପାଇଁ ରେଡି ହୁଅନ୍ତୁ । IRDA ଏହି ଉପାୟ ଏହି ପାଇଁ ଉଠା ଯାଇଛି ତେବେ ଏହା ଦ୍ଵାରା ନିଯୁକ୍ତ ସରକାର ଏହି ନିୟମ ପାଳନ କରିବା ଉଚିତ, କୁହା ଯାଉଛି ଯେ କାର୍ପୋରେଟ ହେଲ୍ଥ ଇଂସ୍ୟୁରେନ୍ସ ସାହାଜ୍ଯ ରେ ନିଯୁକ୍ତ ନିଜ କର୍ମଚାରି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଦରକାର ପୂର୍ଣ କରିବା ପାଇଁ ସାହାଜ୍ଯ ହୋଇଥାଏ ।

ଇଂସ୍ୟୁରେନ୍ସ ପ୍ରଡ଼କ୍ଟ ପେଶ କରା ଯାଇଥିବା ଉପାୟ :

ସର୍କୁଲର ରେ ଇରଡା କୁହା ଯାଉଛି ସବୁ ଇଂସ୍ୟୁରେନ୍ସ କମ୍ପାନୀ ଉପାୟ ଦିଆଯାଉଛି ଯାହା ଦ୍ଵାରା ସେ ହେଲ୍ଥ ଇଂସ୍ୟୁରେନ୍ସ ପେଶ କରନ୍ତୁ ଯାହା ନିୟମ ଏବଂ ସର୍ତ ବହୁତ ସହଜ ଭାଷା ରେ ବୁଝି ହବ, ଏହା ସହ ନିଯୁକ୍ତ ଲୋକଙ୍କୁ ଲାଭ ମଧ୍ୟ ହବ । ଇଂସ୍ୟୁରେନ୍ସ ଏକ୍ସପର୍ଟ କହିବା ଅନୁଯାଇ ପ୍ରଥମେ ସବୁ କର୍ମଚାରିଙ୍କ ସ୍ୱାସ୍ଥ୍ୟ ବୀମା କରା ଯିବା ଅନିବାର୍ଯା ଅଟେ, କିନ୍ତୁ କିଛି ନିଯୁକ୍ତ ଗୃପ ହେଲ୍ଥ ଇଂସ୍ୟୁରେନ୍ସ ଦ୍ଵାରା ନିଜ କର୍ମଚାରୀଙ୍କୁ ଏହି ସୁବିଧା ପ୍ରଦାନ କରନ୍ତି । ତେବେ ଏହା ଅନିବାୟ ଅଟେ ସେଥିପାଇଁ ଧ୍ୟାନ ଦେଇ ବୀମା କରାନ୍ତୁ ଏବଂ ନିଜ ଜୀବନ ସହ ନିଜ ପରିବାର ସୁରକ୍ଷିତ ରଖନ୍ତୁ ।

ଆଶା କରୁଛୁ ଆପଣମାନକୁ ଆମ ଦ୍ଦ୍ବାରା ଦିଆଯାଉଥିବା ତଥ୍ୟ ପସନ୍ଦ ଆସୁଥିବ, ପସନ୍ଦ ଆସିଲେ ଅନ୍ୟମାଙ୍କନ ସହ ଶେୟାର କରନ୍ତୁ ଓ ଆଗକୁ ଏହିଭଳି ଅଙ୍କ ଭିନ୍ନ ଭିନ୍ନ ସ୍ବାଦର ଖବର ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ସମସ୍ତ ଖବର ସର୍ବ ପ୍ରଥମେ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *