Prakruti Mishra ଓ Bhumika ଙ୍କ ଏଭଳି ଡ୍ୟାନ୍ସ ଦେଖି ହସି ହସି ଗଡିବେ ଆପଣ, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଲିଉଡ ଜଗତର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସୋସିଆଲ ମିଡିଆରେ ଓଡିଆ କଳାକାର ମାନେ ନିଜର ଅଭିନୟ ବ୍ଯତୀତ ନିଜର ବ୍ୟକ୍ତିଗତ ଜୀବନୀକୁ ବେଶ ଚର୍ଚ୍ଚା ରେ ରହିଥାନ୍ତି ତାହା ଅପାନ ମାନେ ନିଶ୍ଚିନ୍ତ ଭାବେ ଦେଖିଥିବେ ଓ ଶୁଣିଥିବେ । ତେବେ ଆମ ଓଡିଆ ଅଭିନେତ୍ରୀ ମାନେ ଆଜିର ସମୟରେ ବହୁତ ଆଗରେ ଅଛନ୍ତି । ସେମାନେ ନିଜର ଅଭିନୟ ଦୁନିଆ ବ୍ଯତୀତ ବ୍ୟକ୍ତିଗତ ଜୀବନରେ ଅନେକ କଥା ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ଯାହାକୁ ତାଙ୍କର ଫ୍ୟାନ୍ସ ମାନେ ଜାଣିବାକୁ ବେଶ ଆଗ୍ରହୀ ହୋଇଥାନ୍ତି ।

ଏମିତି କିଛି ପର୍ଶନାଲ କଥା ଓଡିଆ ଅଭିନେତ୍ରୀ ମାନେ ସେୟାର କରିଥାନ୍ତି ଯାହା ପାଇଁ ସେମାନେ ଖୁବ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଭୂମିକା ଓ ପ୍ରକୃତି ମିଶ୍ର ଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଭୂମିକା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହେଁ ନିଜ ନିଜର ଅଭିନୟ ରେ ବେଶ ପାରଙ୍ଗମ ମଧ୍ୟ ଅଟନ୍ତି ।

ଦୁଇ ଅଭିନେତ୍ରୀଙ୍କର ଅଭିନୟ କୁ ଦର୍ଶକ ମାନେ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ଦୁହିଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଭାଇରାଲ ହୋଇଛି । ତେବେ ଏହି ଭିଡିଓ ରେ ପ୍ରକୃତି ଓ ଭୂମିକା ପରସ୍ପର ସହ ଜବରଦସ୍ତ ଡ୍ୟାନ୍ସ କରିବାର ନଜର ଆସୁଛନ୍ତି । ଦୁହେଁ ଧଳା ଚୂଡଦାର ପିନ୍ଧି ବେ ପ୍ରୀତି ଲାଗିବା ସହ ବହୁତ ସୁନ୍ଦର ମହଦୀ ଲାଗିଛନ୍ତି ।

ଖରା ଅଧିକ ହେବା କାରଣରୁ ଦୁହେଁ ଗ୍ଳାସ ମଧ୍ୟ ଲଗାଇଛନ୍ତି ଯାହା ତାଙ୍କର ପର୍ଶନାଲିଟି ବେଶ ସୂଟ ମଧ୍ୟ କରୁଛନ୍ତି । ଦୁହିଙ୍କର ଡ୍ୟାନ୍ସ ଏତେ ସୁନ୍ଦର ହୋଇଛି ଯେ ଯାହାକୁ ଦେଖି ଫ୍ୟାନ୍ସ ମାନେ ବେଶ ପ୍ରଶଂସା କରିଛନ୍ତି । ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ପ୍ରକୃତି ମିଶ୍ର ଜଣେ ଭଲ ଡ୍ୟାନ୍ସର ।

ସେ ନିଜର ଡ୍ୟାନ୍ସ ର ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ସେୟାର କରିବାର ପୂର୍ବ ରୁ ନଜର ଆସିଛନ୍ତି । ତେବେ ଭୂମିକା ଓ ପ୍ରକୃତି ଙ୍କ ଡ୍ୟାନ୍ସ ବହୁତ କଲିନ ହେବା ସହ ଦୁହେଁ ଏତେ ଭଲ ଷ୍ଟେପ କରୁଛନ୍ତି ଯାହାକୁ ଦେଖିଲେ ଲାଗିବ ଦୁହେଁ ବଡ ଡ୍ୟାନ୍ସର ଅଟନ୍ତି । ଦୁହିଙ୍କର ଡ୍ୟାନ୍ସ ବହୁତ ଭଲ ହୋଇଥିବା ବେଳେ ଦୁହେଁଯେଉଁ ସ୍ଟେପ କରୁଛନ୍ତି ତାହା ଅମଧ୍ୟ ବେଶ ପ୍ରଶଂସା ଯୋଗ୍ୟ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଭୂମିକା ଓ ପ୍ରକୃତି ମିଶ୍ରଙ୍କ ଡ୍ୟାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *