ଏଭଳି ସ୍ତ୍ରୀଠୁ ଭଗବାନ ବଞ୍ଚାନ୍ତୁ ! ବିଚ୍ ରାସ୍ତାରେ ସ୍ଵାମୀକୁ ପିଟି ଚାଲିଛନ୍ତି ମହିଳା… ଭାଇରାଲ ହେଉଛି Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆଜିର ସମୟରେ ନାରୀ ମାନେ କେତେ ଆଗରେ ଅଛନ୍ତି । ନାରୀ ମାନଙ୍କ ପ୍ରତି ଅତ୍ୟାଚାର କରୁଥିବା ପୁରୁଷ ମାନଙ୍କୁ ଏମିତି ଶିକ୍ଷା ଦେଉଛନ୍ତି ନାରୀ ମାନେ ତାହାର ଉଦାହରଣ ମାନେ ନିଚିନ୍ତ ଭାବେ ସୋସିଆଲ ମିଡିଆରେ ଦେଖୁଥିବେ । ଆଜିକାଲି ଝିଅ ମାନେ ଏତେ ଉଗ୍ର ରୂପ ଦେଖାଉଛନ୍ତି ଜାହକୁ ଦେଖିଲେ ଲାଗୁଛି ପୁରୁଷ ମାନଙ୍କୁ ସାବାଡ କରିବା ପାଇଁ ନାରୀ ମାନେ ଏମିତି ରୂପ ଧାରଣ କରୁଛନ୍ତି । ତେବେ ଆପଣ ମାନେ ସୋସିଆଲ ମିଡିଆରେ ପ୍ରତି ଦିନ ନାରୀ ମାନେ କାଣ୍ଡ ଘଟାଉଥିବା ଘଟଣା ନିଶ୍ଚିନ୍ତ ଭାବେ ଦେଖୁଥିବେ ।

ତେବେ ଆଜିର ଆମ ବିଷୟ ବସ୍ତୁ କିଛି ଏମିତି ରହିଛି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କି ଜଣେ ମହିଳା ଜଣେ ପୁରୁଷ ଙ୍କୁ ନିସ୍ତୂକ ମାଡ ମାରୁଛନ୍ତି । ଏହାର କାରଣ କଣ ତାହା କିଛି ସ୍ପଷ୍ଟ ହୋଇ ନାହି । ହୁଏ ତ ମହିଳା ଜଣକ ତାଙ୍କର ସ୍ତ୍ରୀ ହୋଇ ପାରନ୍ତି ।

ତେବେ ଖାଦ୍ୟ ଖାଇଆବାକୁ ଯେମିତି ଆଗ୍ରହୀ ହୋଇଥାନ୍ତି ପୁରୁଷ ମାନେ ଠିକ ସେମିତି ମାଡ ଖାଇବାକୁ ମଧ୍ୟ ସେମିତି ଆଗ୍ରହ ପ୍ରକାଶ କରୁଛନ୍ତି ଆଜିର ସମୟରେ ପୁରୁଷ ମାନେ । ତେବେ ମହିଳା ଜଣକ ଲାଗି ପଡି ପୁରୁଷ ଙ୍କୁ ମାଡ ମାରିବାରେ ଲାଗିଛନ୍ତି ।

ଏମିତିକି ପୁରୁଷ ବ୍ୟକ୍ତି ଜଣକ ନିଜର ବଳ ପ୍ରୟୋଗ କରୁଥିଲେ ମଧ୍ୟ ମହିଳା ଜଣକ ତାଙ୍କୁ ଓଲାଟାଇ ତଳେ ଫୋପାଡି ଦେଉଛନ୍ତି । ଏହି ଭିଡିଓ ଟି ଯେତେ ମଜାଦାର ଲଗାଉଛି ଦେଖିବାକୁ ସେତିକି ପୁରୁଷ ବ୍ୟକ୍ତି ଙ୍କ ଉପରେ ଦୟା ମଧ୍ୟ ଲାଗୁଛି । ମହିଳା ଜଣକ କିଛି ଆଗ ପଛ ନ ଭାବି ମାଡ ମାରିବାରେ ଲାଗିଛନ୍ତି ଗୋଟେ ଠେଙ୍ଗା ଧରି ।

ତେବେ ବ୍ୟକ୍ତି ଜଣକ ତଳେ ଗାଡି ଯାଉଥିଲେ ମଧ୍ୟ ମହିଳା ଜଣକ ତାଙ୍କୁ ମାରିବାରେ ଲାଗିଛନ୍ତି । ବ୍ୟକ୍ତି ନିଜର ସଫେଇ କିଛି କହିବା ପାଇଁ ମଧ୍ୟ ମହିଳା ଜଣକ ସୁଯୋଗ ଦେଉ ନାହାନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ତେବେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ବୋଧ ହୁଏ କିଛି ଝଗଡା ହୋଇ ଥାଇପାରେ ନଚେତ ଅନ୍ୟ କିଛି କାରଣ ମଧ୍ୟ ହୋଇପାରେ ଯାହା ଏହି ଘଟଣା ରୁ ଲାଗୁଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବାବଦରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *