କଣ ଆପଣ ଜାଣିଛନ୍ତି କି ରାଜ୍ୟ ସରକାରଙ୍କ ପାୱାର ବ୍ରିଗେଡରେ ଥିବା ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କଣ ? ଜାଣି ବିଶ୍ୱାସ ହେବନି ଆପଣଙ୍କର…

ପଞ୍ଚମ ପାଳିର ଦ୍ଵିତୀୟ ଦଫାରେ ନବୀନ ପୁଣି ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି । ନବୀଙ୍କ ପାୱାର ବିଟ୍ରେଟ ରେ ସାମିଲ ହୋଇଛନ୍ତି ବହୁ ଦକ୍ଷ ନେତା । ଏବେ ତାଙ୍କୁ ଯୋଗ ଦେଇ ଛନ୍ତି ପ୍ରୀତିରଞ୍ଜନ ଘଡେଇ । ସେ ନିଜର ଶପଥ ନେଇ ଛନ୍ତି, ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ର ମନ୍ତ୍ରୀ ହୋଇଛନ୍ତି । ଘଡେଇ ପରିବାର ଯିଏ କି ନିଜକୁ ରାଜନୀତି ପାଇଁ ବହୁତ ଚର୍ଚ୍ଚା ରେ ଅଛନ୍ତି ସେ ଏବେ ପୁଣି ମନ୍ତ୍ରୀ ପଦ ପାଇଲେ ।

ସେ ୟୁନିଟ 8 ର DAV ରୁ ଯୁକ୍ତି ଦୁଇ ଓ ବାଙ୍ଗାଲୋର ର ବିଶ୍ୱବିଦ୍ୟାଳୟରୁ ସେ ଇଂଜିନିଯରିଙ୍ଗ ରେ ମେକାନିକାଲ ର ଟିମ ରୁ ସାର୍ଟିଫିକେଟ ପାଇ ଥିଲେ । ଏହା ପରେ ନାମ ଆସେ ନବକୀଶୋର ଦାଶ ଙ୍କର । ସେ ମଧ୍ୟ ଏବେ ମନ୍ତ୍ରୀପଦ ପାଇ ଛନ୍ତି । ସେ ଆଗରୁ ଭି ମନ୍ତ୍ରୀ ପଦରେ ଥିଲେ ଏବେ ଭି ସେ ମନ୍ତ୍ରୀ ପଦରେ ଅଛନ୍ତି । ସେ ଆଗରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ ଓ ଏବେ ମଧ୍ୟ ସେହି ଜାଗାରେ ବଜାୟ ଅଛନ୍ତି ।

ସେ 2009 ରୁ ଆଜି ଯାଏ ଝାଡଶୁଗୁଡା ବିଧାନସଭାର ଆସନରୁ ସେ ହାଟ୍ରିକ କରିଛନ୍ତି । ଦୁଇଥର ସେ କଂଗ୍ରେସ ରୁ ଜୀତି ଥିବା ଏବେ ସେ ବିଜେପି ରୁ ଜିତିଛନ୍ତି । ନୂଆ ମନ୍ତ୍ରୀ ର ଶପଥ ନେବା ବେଳେ ମଧ୍ୟ ନବ ନିଜ ର ପୁରୁଣା ପଦ ଛାଡି ନାହାଁନ୍ତି । ଏହାକୁ ବଜାୟ ରଖିଛନ୍ତି ତାଙ୍କ କାମରେ ଖୁଶି ଅଛନ୍ତି ନବୀନ ପଟନାୟକ ସେଇ ପାଇଆ ସେ ତାଙ୍କୁ ସେହି ପଦରେ ରଖିଛନ୍ତି ।

ସେ MA, MLB ପାସ କରିଛନ୍ତି । ଏହା ପର ନାମ ହେଉଛି ପ୍ରଫୁଲ କୁମାର ମଲ୍ଲିକଙ୍କର ସେ ନିଜର ଶପଥ ପାଠ ଖଣି ଓ ଇସ୍ପାତ ବିଭାଗ ର ମନ୍ତ୍ରୀ ହିସାବରେ ନେଇଛନ୍ତି । ପୁଣି ତାଙ୍କୁ ସାମାନ୍ଯ ଦାଇତ୍ଵ । ସେ ସବୁ ବେଳେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ 2014 ସେ ଖଣି ଓ ଇସ୍ପାତ ମନ୍ତ୍ରୀ ଓ 2019 ରେ ମଧ୍ୟ ସେ ଖଣି ଓ ଇସ୍ପାତ ମନ୍ତ୍ରୀ ହୋଇଥିଲେ ଏବେ ମଧ୍ୟ ସେ ସେହି ମନ୍ତ୍ରୀ ଭାବେ ଦାଇତ୍ଵ ଗ୍ରହଣ କରିଛନ୍ତି ।

ଶ୍ରୀକାନ୍ତ ସାହୁ ସେ ଶ୍ରମ ଓ କର୍ମଚାରୀ, ରାଜ୍ୟବୀମା ବିଭାଗର ମନ୍ତ୍ରୀ ପଦରେ ରହିବା ପାଇଁ ଶପଥ ଗ୍ରହଣ କରିଛନ୍ତି । ସେ ଗଞ୍ଜାମ ପରିସର ରୁ ଦୁଇ ଥର ବିଧାୟକ ହୋଇଛନ୍ତି ଶ୍ରୀକାନ୍ତ ସାହୁ ସେ ଅଧିକା ପାଠ ପଢୀ ନଥିଲେ ମଧ୍ୟ ନାସନାଲ ଓପେନିଙ୍ଗ ସ୍କୁଲରୁ ସେ ଦଶମ ପାସ କରିଛନ୍ତି ।

ସିଧା କଥାରେ କହିବା ପାଇଁ ଗଲେ ଶ୍ରମ ମନ୍ତ୍ରୀ ର ଦାଇତ୍ଵ ନେଇଛନ୍ତି ଶ୍ରେକାନ୍ତ ସାହୁ । ଟୁକୁନି ସାହୁ ନବୀନ ଙ୍କ ମନ୍ତ୍ରୀ ମଣ୍ଡଳ ରେ ସେ ଏକ ମାତ୍ର ମହିଳା କର୍ମଚାରୀ ଯିଏ କି କ୍ଯାବିନେଟ ବଦଳିବା ପରେ ମଧ୍ୟ ସେ ସେହି ଜାଗାରେ ଅଛନ୍ତି କେବଳ ବଦଳିଛି ବିଭାଗ ସେତେବେଳେ ଟୁକୁନି ମହିଳା ଶିଶୁ ମଙ୍ଗଳ ବିଭାଗ ଦିଆ ଯାଇଥିଲା । ମାତ୍ର ଏବେ ଜଳ ସମ୍ପଦ, ବାଣିଜ୍ୟ, ପରିବହନ ଭଳି ବହୁ ଗୁରୁତ୍ଵ ଦାଇତ୍ଵ ଦିଆ ଯାଇଛି ।

ସେ ପ୍ରଥମ ମହିଳା ମନ୍ତ୍ରୀ ଯାହାଙ୍କୁ ଜଳ ସମ୍ପଦ ଥିବା ଭଳି ଏକ ସର୍ବାଧିକ ବଜେଟ ଦିଆ ଯାଇଛି । ସେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଟିଟିଲାଗଡ ଠାରୁ ସବୁ ବେଳେ ଜୀତି ଆସିଛନ୍ତି । ସୋମ୍ୟରଞ୍ଜନ ଦାଶ ସରପଞ୍ଚ ରୁ ନିଜ ରାଜାନିତି ର ଶିଢି କରି ଥିଲେ । ନିଜ ଛାତ୍ର ଜୀବନରୁ ଆଜି ଯାଏ ସେ ରାଜନୀତିରେ ଅଛନ୍ତି ସକ୍ରିୟ ସେ 3 ଥର ବିଧାୟକ ଭାବେ ଜିତିଛନ୍ତି ସେ ଆଇନ ରେ ସ୍ନାତକ ହାସଲ କରିଛନ୍ତି ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ର ପଦ ମିଳିଛି ।

Leave a Reply

Your email address will not be published. Required fields are marked *