Funny Jokes:- ସ୍ତ୍ରୀ (ସ୍ଵାମୀ କୁ) କହିଲା- ଆମ ବିବାହକୁ 25 ବର୍ଷ ହେଲାଣି…ଏତେ ବର୍ଷ କେମିତି ବୀତିଗଲା, ଜଣା ପଡିଲାନି!

ଜୀବନରେ ହସର ବହୁତ ଗୁରୁତ୍ଵପୂର୍ଣ ଭୂମିକା ରହିଛି । ହସିବ ଦ୍ଵାରା ଆମର ସବୁ ପ୍ରକାର ସମସ୍ୟାର ସମଧାନ ହୋଇଥାଏ ଯେମିତିକି ମାନସିକ ଚିନ୍ତା ଦୂର ହୋଇଥାଏ ଏହା ସହିତ ଶରୀର ସୁସ୍ଥ ରହିଥାଏ । ଖାଦ୍ଯ ପଦାର୍ଥ,ପାଣି ପବନ ଭଳି ଏହାରବି ବହୁତ ଆବଶ୍ୟକତା ରହିଛି ।

ସେଥିପାଇଁ ଆମେ ଆପଣଙ୍କ ପାଇଁ ଏହିଭଳି ମଜା କଥା ନେଇକି ଆସିଛୁ ଯାହାକୁ ପଢିଲେ ଆପଣ ଖୁସି ହେବା ସହିତ ବହୁତ ହସିଥାନ୍ତି ଏହାଦ୍ବାରା ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବାରେ ଗୁରୁତ୍ଵପୂର୍ଣ ଭୂମିକା ନିଭେଇଥାଏ । ଯଦି ଆମେ ପ୍ରତିଦିନ ହସିବାର ଅଭ୍ୟାସ କରିବା ତେବେ କୌଣସି ପ୍ରକାର ରୋଗ ହୋଇନଥାଏ । ଆସନ୍ତୁ ଆରମ୍ଭ କରିବା ହସି ବା ଓ ହସେଇବା ସିଲସିଲା ।

Image Courtesy: Google

ଜୋକ-୧

ଗ୍ରାହକ :- ଶର୍ଟ ଦେଖାଅ

ଦୁକାନଦାର :- ଇଏ ନିଅ ପିଟର ଇଂଲଣ୍ଡର ସାନଦାର ଶର୍ଟ ।

ଗ୍ରାହକ :- କେତେ ଟଙ୍କା ?

ଦୁକାନଦାର :- ମାତ୍ର ୩୫୦୦ ର

ଗ୍ରାହକ :- ଆପଣଙ୍କ ପାଖରେ ପିଟର ଅହମଦାବାଦ ନାହିଁ ।

ଜୋକ-୨

ଗୋଟେ ସ୍ତ୍ରୀ ଲୋକ କ୍ରିକେଟ ଦେଖୁଥିଲା,

ଚେହେରାରେ ଭାରତର ପତାକାର ଟେଟୁ ଥିଲା ।

ଶକ୍ତିକପୂର ଆସିଲା ଓ ତାକୁ ଚୁମା ଦେଲା ।

ମହିଳା :- ଏମିତି କାହିଁକି କଲ ?

ଶକ୍ତି କପୁର :- ଆଉ ! କାରଣ ହେଲା ” ଆଇ ଲଭ ମାଇ ଇଣ୍ଡିଆ ” ।

Image Courtesy: Google

ଜୋକ-୩

ଗୋଟେଥର ଗୋଟିଏ ପାଗଳ ବିନା ଜଳି ଥିବା ବିଡି ପିଉଥିଲା ।

ଆଉଗୋଟିଏ ପାଗଳ :- ଆରେ ସାଙ୍ଗ ବିଡିରୁ କିଛି ଧୂଆଁ ବାହାରୁନି ?

ପ୍ରଥମ ପାଗଳ :- ପାଗଳ ଭଳି କଥା କହିଦେଲୁ ଇଏ  ସିଏନଜି ବିଡି ଅଟେ !

Image Courtesy: Google

ଜୋକ-୪

୧୦ ଇଂରେଜ ଓ ୫ ଆଫ୍ରିକାନ,

୧ ଇଣ୍ଡିଆନ ହେଲିକୋପ୍ଟର ରସି ରେ ଲଟିକି ଥିଲେ !!!

ପାଇଲଟ :- ଓଜନ ଅଧିକ ଅଛି

ଗୋଟେ ଲୋକକୁ ରସି ଛାଡିବାକୁ ପଡିବ,

ଇଣ୍ଡିଆନ :- ଏହି କୁର୍ବାନି ମୁଁ ଦେବୀ, କାରଣ ମୁଁ ଭାରତୀୟ ଅଟେ

ତ ବଜାଅ ତାଳି, ସବୁ ଇଂରେଜ ଓ ଆଫ୍ରିକାନ ତାଳି ବଜେଇବାକୁ ଲାଗିଲେ

ଓଜନ ଆପେ ଆପେ କମ ହୋଇଗଲା ….

ଇଂରେଜି  ହୁଅ କି ଆଫ୍ରିକା, ଭାରତୀୟ ସବୁବେଳେ ଭାରତୀୟ ହୋଇଥାନ୍ତି ।

Image Courtesy: Google

ଜୋକ-୫

ସ୍ତ୍ରୀ ରୋମାଣ୍ଟିକ ହେଇ ସ୍ଵାମୀ କୁ କହିଲା..

ସ୍ତ୍ରୀ- ଆମ ବିବାହକୁ 25 ବର୍ଷ ହେଲାଣି… ଏତେ ବର୍ଷ କେମିତି ବୀତିଗଲା ଜଣା ପଡିଲାନି!

ସ୍ଵାମୀ- ସମୟର ଅନୁଭବ କଏଦୀକୁ ହୋଇଥାଏ, ଜେଲର କୁ ନୁହେଁ !!!

ତା ପରେ ହେଲା ସ୍ବାମୀର ଜବରଦସ୍ତ ଧୁଲାଇ

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *