ବାଛନ୍ତୁ ନିଜ ରାଶି ଓ ଜାଣନ୍ତୁ କଣ କହୁଛି ଆପଣଙ୍କ Emoji

ଆଜି ଆମେ ଜାଣିବା ରାଶି ଚିହ୍ନ କେଉଁ ଇମୋଜି ଦ୍ଵାରା ତାର ସ୍ଵଭାବ କେମିତି ଥାଏ । ଯଦି ଆପଣ ଲକ୍ଷ ରଖିଥିବେ ସବୁ ରାଶି ପାଇଁ ଗୋଟିଏ ଗୋଟିଏ ଚିହ୍ନ ରହିଥାଏ । ଉଦାହରଣ ସ୍ୱରୂପ କର୍କଟ ରାଶି ପାଇଁ ଯେମିତି କଙ୍କଡାର ଚିହ୍ନ । ସେହିଭଳି ୧୨ ଟି ରାଶି ପାଇଁ ୧୨ଟି ଚିହ୍ନ ବନାଯାଇଛି ।

କଣ କେବେ ଆପଣ ଭବିଛନ୍ତି ପ୍ରତେକ ରାଶିକୁ ଯଦି ଇମୋଜିର ଚିହ୍ନ ଦିଆଯାଏ ତେବେ କେଉଁ ରାଶି ପାଇଁ କେଉଁ ଇମୋଜି ହେବ । ପ୍ରତେକ ଇମୋଜିର କିଛିନା କିଛି ମାନେ ରହୁଛି ଯେମିତି ଖୁସି ପାଇଁ ଆପଣ ସ୍ମାଇଲର ବ୍ୟବହାର କରନ୍ତି ସେମିତି ରାଗ ଦେଖିବା ପାଇଁ ଆପଣ ଲାଲ ରଙ୍ଗର ଇମୋଜିର ବ୍ୟବହାର କରିଥାନ୍ତି ।

Image Courtesy: Google

କେଉଁ ରାଶି ଚିହ୍ନ ପାଇଁ କେଉଁ ଇମୋଜି ବନିଛି, ଏହା ଗୋଟିଏ ସୁତ୍ରରୁ ସାମ୍ନାକୁ ଆସିଛି । ଏହି ସବୁ ଇମୋଜିକୁ ସେହିସବୁ ବିଶେଷ ରାଶି ଚିହ୍ନ ସ୍ଵଭାବକୁ ଜାଣିବା ପାଇଁ ତା ସହିତ ଯୋଡା ଯାଇଛି । ଜାଣନ୍ତୁ ମେଷ ରାସିରୁ ନେଇ ମିନ ରାଶି ପର୍ଯ୍ୟନ୍ତ କେଉଁ ଇମୋଜି କେଉଁ ରାଶି ଚିହ୍ନ ପାଇଁ ବନିଛି । ଏହା ବହୁତ ଇଣ୍ଟ୍ରେଷ୍ଟିଙ୍ଗ ବିଷୟ ଅଟେ ।

ସର୍ବ ପ୍ରଥମେ କଥା ହେବ ମେଷ ରାଶି ବିଷୟରେ, ମେଷ ରାଶି ପାଇଁ ବହୁତ ହସମୁଖ ଇମୋଜିର ଚୟନ କରାଯାଇଛି । କାରଣ ସେହିମାନେ ସମସ୍ତଙ୍କୁ ଖୁସି ରଖିବାର କାମ କରିଥାନ୍ତି ।ନିଜେ ଖୁସି ରହିବା ସହିତ ଅନ୍ୟକୁ ପଜେଟିଭ ଲାଇଫ ବଞ୍ଚିବା ପାଇଁ ସଜେସନ ଦେଇଥାନ୍ତି ।

Image Courtesy: Google

ଏବେ କଥାହେବା ବୃଷ ରାଶିର ଜାତକ ଲୋକ ବେସୀ କାହା ସହିତ ମିଶନ୍ତି ନାହିଁ । ସେମାନଙ୍କୁ ତାଙ୍କ ନିଜ ଦୁନିଆରେ ଖୁସିରେ ରହିବାକୁ ଭଲଲାଗେ । ଯଦି କାହା ସହିତ ମିସିଥାନ୍ତିବହୁତ ବୁଝିବିଚାର କରି । ସେଥି ପାଇଁ ଏହିଭଳି ଇମୋଜି ଚୟନ କରାଯାଇଛି ।

ମିଥୁନ ରାଶି ପାଇଁ ଯେଉଁ ଇମୋଜିର ଚୟନ କରାଯାଇଛି ତାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ଲାଗୁଥିବ। ଏହି ଇମୋଜି ସ୍ମାର୍ଟନେସକୁ ଦର୍ଶାଇ ଥାଏ । ବହୁତ କାମ ଲୋକ ଜାଣିଥାନ୍ତି ଏହିଜାତକର ଲୋକ ନିଜ ଦିମାଗର ବହୁତ ବ୍ୟବହାର କରିଥାନ୍ତି । ସେ ତାଙ୍କ ବ୍ୟକ୍ତିତ୍ବର ବ୍ୟବହାର କରିବା ବହୁତ ଭଲଭାବରେ ଜଣା ଅଛି ।

Image Courtesy: Google

କର୍କଟ ରାଶିର ଜାତକ ଲୋକ ବାସ୍ତବରେ ଚିନ୍ତିତ ରହିଥାନ୍ତି । ସେଲଗି ତାଙ୍କ ପାଇଁ ଏହି ଇମୋଜିକୁ ଚୟନ କରାଯାଇଛି । ଏମିତି ନୁହେଙ୍କି ଏହା ତାଙ୍କର ଅଭ୍ୟାସ ଅଟେ । ଯେତେବେଳେ ପରିସ୍ତିତି ତାଙ୍କ ଅନୁକୂଳରେ ନଥିବ ସେହିସମରେ ବହୁତ ବେସୀ ଚିନ୍ତିତ ରହିଥାନ୍ତି ।

ସିଂହ ରାଶିର ଲୋକ ଦେଖେଇ ହେବାରେ ବେସୀ ବିଶ୍ଵାସ ରଖିଥାନ୍ତି । ସେ ପ୍ରାୟ ସମସ୍ତଙ୍କ ଉପରେ ନିଜ ଇମ୍ପ୍ରେସନ ଯମେଇବାକୁ ଚେଷ୍ଟା କରିଥାନ୍ତି । ଯଦି ତାଙ୍କ ପାଇଁ ଏହି ଇମୋଜି ଚୟନ କରାଯାଇଛି ଏହାର ଅର୍ଥ ଏହା ଅଟେକି ଆବଶ୍ୟକରୁ ଅଧିକ ଖୁସିହେବାର ସଙ୍କେତ ଦେଇଥାନ୍ତି ଯାହା ସତ୍ୟ ହୋଇନଥାଏ ।

Image Courtesy: Google

କନ୍ୟାରାଶିର ଜାତକ ଲୋକ ଦେଖିବାକୁ ବହୁତ ଖୁସି ଓ ସୁଖୀ ଦେଖା ଯାଇଥାନ୍ତି କିନ୍ତୁ ଭିତରେ ଭିତରେ ବହୁତ ଦୁଃଖୀ ହୋଇଥାନ୍ତି ।ତାଙ୍କ ମନରେ କଣ ଚାଲୁଅଛି ଏହା ଜଲ୍ଦି କାହାକୁ ବୁଝି ହୁଏନି ।

ତୁଳାରାଶିର ଜାତକ ଲୋକ ତରାଜୁ ପଲା ଭଳି ନିଜ ଜୀବନରେ ସନ୍ତୁଳନ ବନେଇକି ରଖିଥାନ୍ତି । ସେଥିପାଇଁ ତାଙ୍କ ପାଇଁ ଏହିଭଳି ଇମୋଜିର ଚୟନ କରାଯାଇଛି । ନା ସେ ଅଧିକ ଖୁସି ରହିଥାନ୍ତି ନା ବେସୀ ଦୁଃଖୀ । ସେ ବହୁତ ଶାନ୍ତ ରହିଥାନ୍ତି ।

Image Courtesy: Google

ବିଛା ରାଶିର ଲୋକ ବହୁତ ଚତୁର ସ୍ଵଭାବର ହୋଇଥାନ୍ତି । ଏହାଛଡା ଦୁନିଆକୁ ସ୍ମାର୍ଟନେସ ଦେଖେଇବାରେ ପଛକୁ ହଟି ନଥାନ୍ତି ।ସେ ବହୁତ ବୁଦ୍ଧିମାନ ହୋଇଥାନ୍ତି ମଧ୍ୟ ।

ଧନୁ ରାଶିର ଲୋକନିଜର ମଜାକିଆ ସ୍ଵଭାବ ପାଇଁ ଜଣା ଜାଆନ୍ତି । ନିଜ ପଛକେ କିଛି ଅସୁବିଧାରେ ରହିଥାନ୍ତୁକିନ୍ତୁ ଅନ୍ୟର ଚେହେରାରେ ହସ ଆଣିବା କେବେ ଭୁଲିନଥାନ୍ତି । ତାଙ୍କର ସେନ୍ସ ଅଫ ହ୍ୟୁମର ବହୁତ ମଜଭୁତ ହୋଇଥାଏ । ଲୋକ ଅତି ସହଜରେ ହସିଦେଇଥାନ୍ତି । ସେଥିପାଇଁ ଏହି ଇମୋଜିର ଚୟନ କରାଯାଇଛି ।

Image Courtesy: Google

ମକର ରାଶିର ଲୋକ ଜୀବନକୁ ବହୁତ ସିରିୟସ ନେଇଥାନ୍ତି ତାଙ୍କ ପାଇଁ ଜୀବନ ମଜାକ ନୁହେଁ ସେ ବହୁତ ଗଂଭୀର ଭାବରେ ନେଇଥାନ୍ତି । ଲୋକମାନଙ୍କ ଅନାବଶ୍ୟକ ହସ ମଜାକ କୁ ସେ ଠିକସେ ବୁଝି ପାରନ୍ତି ନାହିଁ । ସେଥିପାଇଁ ଏହି ଇମୋଜିର ଚୟନ କରାଯାଇଛି ।

କୁମ୍ଭ ରାଶିର ଲୋକ ପାଣି ଯେମିତି ଯୁଆଡେ ପାରେ ସେଇଆଡେ ବହିଚାଲିଥାଏ ସେହିପରି କୁମ୍ଭ ରାଶିର ଲୋକଙ୍କ ସହିତ ଯିଏ ଯେମିତି ବ୍ୟବହାର କରିଥାଏ ସିଏ ସେମିତି ଉତ୍ତର କରିଥାନ୍ତି । ଯଦି ତୁମେ ପ୍ରମରେ କଥା ହେବା ସେ ମଧ୍ୟ ତୁମ ସହିତ ପ୍ରମରେ କଥା ହେବେ । ଯଦି ବେସୀ ଆଟିଟ୍ୟୁଡ ଦେଖେଇ କଥା ହେବେ ଏମାନଙ୍କରବି ଆଟିଟ୍ୟୁଡ କିଛି କମ ନୁହେଁ ।

Image Courtesy: Google

ମୀନ ରାଶିର ଲୋକ ଖୁସି ବାଣ୍ଟିଥାନ୍ତି , ନିଜେ ଖୁସିରେ ରହିବା ସହିତ ଅନ୍ୟକୁ ମଧ୍ୟ ଖୁସିରେ ରଖିଥାନ୍ତି । ଇଏ ସମସ୍ତଙ୍କ ବେସ୍ତ ଫ୍ରେନ୍ଡ ହୋଇଥାନ୍ତି । ସେଥି ପାଇଁ ଏହି ଇମୋଜି ଚୟନ କରାଯାଇଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *