ଏହି ଚମତ୍କାରୀ ଉପାୟ କରିବା ଦ୍ଵାରା ହୋଇଥାଏ ଧନ ବର୍ଷା

ସିନ୍ଦୁର ଏମିତି ଗୋଟେ ପଦାର୍ଥ ଯାହା ଲୋକଙ୍କ ପାଇଁ ବହୁତ ମହତ୍ଵପୂର୍ଣ ଜିନିଷ ଅଟେ, କେହି କେବେ ଭୁଲରେ ବି ସିନ୍ଦୁର ଅବହେଳଣା କରିବା ଉଚିତ ନୁହ, ଜୀବନରେ ମଣିଷ ସବୁ ଭୁଲ କରି ପାରେ କିନ୍ତୁ ସିନ୍ଦୁରକୁ କେବେ ତୁଛ ମନେ କରିବା ଉଚିତ ନୁହ ଭାରତୀୟ ସଂସ୍କୃତି ଅନୁଯାଇ ଯେଉଁ ମଣିଷ ନିଜ ଜୀବନରେ କିଛି ପାଇବା ପାଇଁ ଇଛା କରି ଧାର୍ମିକ କଥାକୁ କଷ୍ଟ ଦେଇଥାଏ ସେହି ମଣିଷ ନିଜ ଜୀବନରେ କିଛି ଭଲ କରି ପାରିବ ନାହିଁ ।

ଭାରତୀୟ ସଂସ୍କୃତିରେ ସିନ୍ଦୁର ବହୁତ ବହୁମୂଲ୍ୟ ଜିନିଷ ଅଟେ ଯାହାକୁ ସ୍ତ୍ରୀ ତା ମଥାରେ ସେ ପର୍ଯ୍ୟନ୍ତ ସଜାଇଥାଏ ଯେଉଁ ପର୍ଯ୍ୟନ୍ତ ତା ସ୍ଵାମୀ ଏହି ଦୁନିଆରେ ଥାଏ ନଚେତ ସେ । ତେବେ ଆଜି ଆମେ ଆପଣଙ୍କୁ ସିନ୍ଦୁର ଉପାୟ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣଙ୍କ ଘର ଉପରେ ଧନ ବର୍ଷା ହବ ।

Image Courtesy: Google

ଘର ପୁରୁଷକୁ କୁହନ୍ତୁ ସକାଳେ ଉଠି ସ୍ନାନ ଇତ୍ୟାଦି କରିବା ପରେ ପୂଜା କରନ୍ତୁ ଓ ହନୁମାନ ଭଗବାନଙ୍କୁ ସିନ୍ଦୁର ଟିକା କରନ୍ତୁ, ଯଦି ଆପଣଙ୍କ ଜୀବନରେ ମଧ୍ୟ ଏମିତି କିଛି ଅସୁବିଧା ଅଛି ଯାହା ଦ୍ଵାରା ଆପଣଙ୍କ ଜୀବନରେ କିଛି ଭଲ ହେଉ ନାହିଁ, ତେବେ ଭୁଲରେ ସ୍ତ୍ରୀମାନଙ୍କୁ ହନୁମାନ ଭଗବାନଙ୍କୁ ଛୁଇଁବାକୁ ବା ସିନ୍ଦୁର ଲଗେଇବାକୁ ମନା କରନ୍ତୁ ଓ ପୁରୁଷ ମାନଙ୍କୁ ମାତା ମାନଙ୍କୁ ସିନ୍ଦୁର ଲଗେଇବାକୁ ମନା କରନ୍ତୁ ଆପଣଙ୍କ ଜୀବନ ସବୁ ଅସୁବିଧା ଦୂର ହୋଇଯିବ ।

Image Courtesy: Google

ସିନ୍ଦୁର ବହୁତ ପବିତ୍ର ଅଟେ ଏହାକୁ ଲଗାଇ ଗୋଟେ ଝିଅ ସ୍ତ୍ରୀ ହୋଇଥାଏ ଓ ନୂଆ ସମ୍ପର୍କରେ ଯୋଡି ହୋଇଥାଏ, ଏହା ଏମିତି ଗୋଟେ ବନ୍ଧନ ବାନ୍ଧିଥାଏ ଯାହା ମଲା ପର୍ଯ୍ୟନ୍ତ ଯାଇଥାଏ । ତେବେ ସିନ୍ଦୁର ପାଇଁ ସାବିତ୍ରୀ ଯମ ସହ ଲଢି ଯାଇଥିଲେ ତେବେ ଆମେ ସାମାନ୍ଯ ବ୍ୟକ୍ତି ଅଟନ୍ତି ଆମ ପାଇଁ ସିନ୍ଦୁର ବହୁତ ବଡ ଜିନିଷ ଅଟେ ।

Image Courtesy: Google

ବାସ୍ତୁ ଶାସ୍ତ୍ର ଅନୁଯାଇ ଘର ମୁଖ୍ୟ କବାଟରେ ସୋରିଷ ତେଲରେ ସିନ୍ଦୁର ମିଶାଇ ଗୋଟେ ଟିକା କରିବା ଦ୍ଵାରା ଘର ବାସ୍ତୁ ଦୋଷ ସମାପ୍ତ ହୋଇଥାଏ, ଘରେ କୌଣସି ନକାରାତ୍ମକ ଊର୍ଜା ପ୍ରବେଶ କରି ନଥାଏ, ଏହା ଛଡା ଆପଣଙ୍କ ଘରେ କିଛି ଅଣିଷ୍ଠ ଘଟିବାରୁ ମୁକ୍ତି ପାଇଥାଏ । ମଙ୍ଗଳବାର ଦିନ ଘର ପୁରୁଷକୁ କୁହନ୍ତୁ ଭଗବାନ ହନୁମାନଙ୍କ ପ୍ରତିମାରୁ କିଛି ସିନ୍ଦୁର ଆଣି ଗୋଟେ କାଗଜରେ ସ୍ଵସ୍ତିକ ବନାନ୍ତୁ ଏହାକୁ ମୋଡନ୍ତୁ ନାହିଁ, ସବୁଦିନ ଏହି କାଗଜକୁ ଦେଖି ପ୍ରଣାମ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *