ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟକୁ ତାର, ମାନସିକ ସ୍ଥିତି ଓ ବୌଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି ।
ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।
ପ୍ରଶ୍ନ :- ଅଧିକତର ଗରିବ ଲୋକ ଗରିବ ହୋଇ କାହିଁକି ରହି ଯାଆନ୍ତି ?
ଉତ୍ତର – ଯଦି ଲୋକ ସତରେ ଗରିବୀ ପାଇଁ ଚିନ୍ତିତ ରହିଥାନ୍ତେ ଏବେ କେହିବି ଗରିବ ରହିନଥାନ୍ତେ । ବାସ୍ତବରେ ଲୋକ ନିଜ ପଡୋଶିର ଧନ ପାଇଁ ଚିନ୍ତିତ ରହୁଛନ୍ତି । ଗରିବ ଲୋକ ବାହାନା କରିଥାନ୍ତିକି ଆମ ପୂର୍ବଜ ଗରିବ ଥିଲେ ସେଥିଲାଗି ଆମେ ଗରିବ ଅଛୁ । ପୁଣି ନିଜେ ସେଇ କାମ କରିଥାନ୍ତି ଯାହାଦ୍ୱାରା ତାଙ୍କର ଆସୁଥିବା ଭବିଷ୍ୟତ ଗରିବ ରହିବ । ଗରିବ ଲୋକମାନେ ପ୍ରାୟ କହିଥାନ୍ତି ଆମେତ ମନରୁ ରାଜା ଏଇ ଯେଉଁ ମାନେ ଧନିଅଛନ୍ତି କେବଳ ଦେଖିହେବା ପାଇଁ ରାଜା ଅଟନ୍ତି ।
ପ୍ରଶ୍ନ :- ବିଜୁଳି ଝଟକା ଲାଗିବା ଦ୍ଵାରା ମଣିଷର ମୃତ୍ୟୁ କାହିଁକି ହୋଇଯାଏ ?
ଉତ୍ତର – ଆମେ ଜାଣିଚୁକୀ ମଣିଷ ଦେହରେ ଇଲୋକଟ୍ରୋନ ମିଳିଥାଏ ଯେବେ ଆମେ ବିଜୁଳିର ତାରକୁ ଛୁଇଁ ଥାଉତ ଇଲୋକଟ୍ରୋନ ମଣିଷ ଶରୀରରେ ଦ୍ଵାରା ଯାଇ ଭୂମିକୁ ଚାଲିଯାଏ ଓ ସର୍କିଟ ଶେସ ହୋଇଯାଏ । ଯେଉଁଥିରେ ଆମକୁ କରେଣ୍ଟ ଲାଗିଯାଇଥାଏ ।
ଏବେ ଜାଣିବା କରେଣ୍ଟ ଦ୍ଵାରା ମୃତ୍ୟୁ କାହିଁକି ହୋଇଯାଏ ?
ଯେବେ ଆମେ ବିଜୁଳି ସମ୍ପର୍କରେ ଅଧିକ ସମୟ ରହିଥାଉ ସେତେବେଳେ ଏମିତି ହୋଇଥାଏ ମଣିଷ ଶରୀରର ୬୫ ରୁ ୭୦ ଭାଗ ପାଣି ହୋଇଥାଏ । ଯେବେ କୌଣସି ମଣିଷ ଶରୀରରେ କରେଣ୍ଟ ଲାଗିଥାଏତ ଏହି ପାଣି ଶୁଖିବାକୁ ଲାଗିଥାଏ ଓ ପାଣି ସୁଖିବା ଦ୍ଵାରା ଆମର ରକ୍ତ ଗାଢା ହୋଇଯାଇଥାଏ । ଯେଉଁଥିରେ ଏହା ଶରୀରର ସବୁ ଅଙ୍ଗ ପାଖକୁ ପହଞ୍ଚି ପାରି ନଥାଏ ସେଥିପାଇଁ ଅଙ୍ଗ କମ କରିବା ବନ୍ଦ କରିଦେଇଥାଏ । ସେଥିପାଇଁ ମନୁଷ୍ୟର ମୃତ୍ୟୁ ହୋଇଯାଇଥାଏ ।
ପ୍ରଶ୍ନ :- ସକାଳୁ ଖାଲି ପେଟରେ ପାଣି ପିଇବା ଦ୍ଵାରା କଣ ହୋଇଥାଏ ?
ଉତ୍ତର – ସକାଳୁ ପାଣି ପିଇଲେ ବହୁତ ସାରା ଫାଇଦା ହୋଇଥାଏ । ଯେମିତିକି ପାଣି ପିଇବା ଦ୍ଵାରା ଭୋକ ଠିକସେ ଲାଗିଥାଏ । ଓଜନ କମ ହେବାରେ ସହାୟକ ହୋଇଥାଏ । ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିଥାଏ । ପାଚନ ତନ୍ତ୍ରରେ ଲାଭଦାୟକ ହୋଇଥାଏ । ଚିନ୍ତରୁ ମୁକ୍ତି ମିଳିଥାଏ । କେସ ଝଡିବାରୁ ମୁକ୍ତି ମିଳିଥାଏ । ଶରୀରକୁ ଭିତରୁ ସଫା ରଖିଥାଏ ।
ପ୍ରଶ୍ନ :- ମୃତ୍ୟୁ ଭୋଜ କଣ ପାଇଁ ଖାଇବା କଥା ନୁହେଁ ?
ଉତ୍ତର – ସମସ୍ତଙ୍କ ନିଜ ନିଜର ତର୍କ ରହିଛି କେତେ ବିଦ୍ଵାନଙ୍କ କହିବା ଅନୁସାରେ ଏହା ଏକ ସାମାଜିକ ବୁରାଇ ଅଟେ ଏହାକୁ ବନ୍ଦ କରାଯିବା ଉଚିତ । ଅବସ୍ତା ଅନୁସାରେ ଦେଖିଲେ ଆଜି ସତରେ ବହୁତ ଖରାପ ଅବସ୍ଥା ଆସାରିଛି । ଏଠାରେ ନିଜକୁ ଲୋକକୁ ହରେଇବାର ଦୁଃଖ ଓ ପୁଣି ଉପରେ ୧୩ ବୀର ଭାରି ପଇସାର ଖରଚ କରିବାର ବୋଝ । ଏହିକାରଣ ଲାଗି କେତେ ଦୁଃଖୀ ପରିବାର ବୋଝରେ ଡୁବି ରୁହନ୍ତି । କିନ୍ତୁ ଯାହା ହଉଛି ସେଥିପାଇଁ ଆମେ ନିଜେ ହିଁ ଦାଇ ଅଟୁ । ଭୋଜି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରାଯାଉଛି । ପୁରୁଣା ସମୟରେ କେବଳ ରାଜା ମହାରାଜା ଓ ସକ୍ଷମ ଲୋକଙ୍କ ଦ୍ଵାରା ପ୍ରଜାମାନଙ୍କ ପାଇଁ କରାଯାଉଥିଲା ।