ଆରମ୍ଭ ହେଲା ନୌଲର ତାଣ୍ଡବ- ଏହି ସବୁ ଜିଲ୍ଲାରେ ଆଜି ରାତିରୁ ପ୍ରବଳ ବର୍ଷାର ସମ୍ଭାବନା, ୫ ଜିଲ୍ଲାକୁ Red ୱାର୍ନିଙ୍ଗ

ଓଡିଶା ଏମିତି ଗୋଟେ ରାଜ୍ୟ ଯାହା ପ୍ରାୟତଃ ସମୟ ନିଜ ପ୍ରାକୃତିକ ଖ୍ୟତିକୁ ପୂର୍ଣ କରିବାରେ ଲାଗିଥାଏ କାହିଁକିନା ପ୍ପ୍ରାତି ବର୍ଷା ଏଠାରେ ଝଡ ବାତ୍ୟା ଆସିଥାଏ ଓ ଲୋକଙ୍କ ନିଜି ସମ୍ପତ୍ତି ନଷ୍ଟ କରିଥାଏ ଯାହା ପରେ ଜନତା ସରକାରକୁ ସାହାଜ୍ଯ ମାଗିଥାନ୍ତି ଓ ଓଡିଶା ସରକାର ତାଙ୍କୁ ରିଲିଫ ଦବାରେ ଲାଗିଥାଏ କିନ୍ତୁ କଣ ଏହା ଜାଣିଛନ୍ତି ଯେ ଏହି ରିଲିଫ ପାଇଁ କେତେ କଣ ଖର୍ଚ୍ଚ ହୋଇଥାଏ ।

ତେବେ ବହୁତ କାହାଣୀ ଅଟେ କିନ୍ତୁ ଆଜି ଆମେ ଆପଣଙ୍କୁ ବର୍ଷା ପାଣି ପାଗ ବିଷୟରେ କହିବାକୁ ଯାଉଛୁ ।

Image Courtesy: Google

ଆଜି ଠାରୁ କିଛି ଜାଗାରେ ବର୍ଷା ଆରମ୍ଭ ହୋଇଯାଇଛି ଓ ରାତି ପର୍ଯ୍ୟନ୍ତ ଏହା ବଢିବାକୁ ଲାଗିବ ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲା ଉପରେ କେତେ ପ୍ରଭାବ ରହିବ । କୋରାପୁଟ, କଳାହାଣ୍ଡି, ମାଲକାନାଗିରି, ନବରଙ୍ଗପ୍ପୁର, ସମ୍ବଲପୁର, ସୋନପୁର ଏହି ଜିଲ୍ଲା ଗୁଡିକୁ ଅରେଞ୍ଜ ୱାର୍ନିଗ ଦିଆ ଯାଇଛି ।

Image Courtesy: Google

ଦେବଗଡ, ଢେଙ୍କାନାଲ, ଅନୁଗୁଳ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ଵର ଏହା ଛଡା କଟକ, ପୁରୀ ଗଞ୍ଜାମ ଏ ସବୁ ଜିଲ୍ଲା ମାନଙ୍କରେ ପ୍ରବଳ ମାତ୍ରାରେ ବର୍ଷା ହବ ବୋଲି କୁହା ଯାଇଛି ଓ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି । ଏକ୍ଯୁ ୱ୍ହେଦାର କହିବା ଅନୁଯାଇ ଆମ ଓଡିଶାରେ ଏହି ଝଡ ବାତ୍ୟା ପ୍ରଭାବ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ପ୍ରବଳ ମାତ୍ରାରେ ରହିବ । ତେବେ ଆଜି ସନ୍ଧ୍ୟା ବା କାଲୀ ସକାଳୁ ବର୍ଷା ହବା ଆରମ୍ଭ ହୋଇଯିବ ସେଥିପାଇଁ ନିଜେ ସଚେତନ ହୋଇ ରୁହନ୍ତୁ ଓ ଅନ୍ୟ ମାନଙ୍କୁ ମଧ୍ୟ ସଚେତ କରନ୍ତୁ ।

Image Courtesy: Google

ପାଣି ପାଗ ସୂଚନା ଅନୁଯାଇ ଏହା ଖବର ମିଳିଛି ଯେ ଦୁଇରୁ ତିନି ଦିନ ପାଇଁ ସମୁଦ୍ର ଅଶାନ୍ତ ରହିବ ତେବେ ଏହି ସମୟରେ କେଉଁ ମାଛ ଧରିବା ବୋଟ ବା ଲୋକଙ୍କୁ ସମୁଦ୍ରରେ ଛଡା ଯାଉ ନାହିଁ । ତେବେ ପାଣି ପାଗ ଅନୁଯାଇ ଏହା କୁହା ଯାଉଛି ଯେ ଏହି ବାତ୍ୟା କାରଣରୁ ଓଡିଶାରେ ବହୁତ ଅଧିକ ମାତ୍ରାରେ ବର୍ଷା ଓ ପବନ ହବ ଏହା ଛଡା, ବିହାର, ଉତ୍ତର ପ୍ରଦେଶ, ଛତ୍ତିସଗଡ, ଆନ୍ଧ୍ର ପ୍ରଦେଶ ଓ ଅନ୍ୟ ରାଜ୍ୟ ଉପରେ ମଧ୍ୟ ଏହାର ବହୁତ ପ୍ରଭାବ ଦେଖିବାକୁ ମିଳିବ । ତେବେ କିଛି ଜିଲ୍ଲାରେ ଅଧିକ ବର୍ଷା ହବାର ସମ୍ଭାବନା ଅଛି ବୋଲି କୁହା ଯାଇଛି ଏହି ସମୟରେ ଘରୁ ନ ବାହାରି ଲୋକଙ୍କୁ ଘରେ ରହିବା ପାଇଁ କୁହା ଯାଇଛି ।

Leave a Reply

Your email address will not be published. Required fields are marked *