ମିଥୁନ ଚକ୍ରବର୍ତୀଙ୍କ ସ୍ତ୍ରୀ ଆଜିବି ଦେଖାଯାଉଛନ୍ତି ବହୁତ Hot

ଆପଣ ମାନେ ସମସ୍ତେ ମିଥୁନ ଓ ତାଙ୍କ ସ୍ତ୍ରୀଙ୍କ ବିଷୟରେ ବହୁତ ଭଲ ଭାବରେ ଜାଣିଛନ୍ତି ଦୁହିଙ୍କ ବିବାହ ବହୁତ ସୁଖମୟ ଅଛି ଓ ଦୁହେଁ ନିଜ ବୈବାହିକ ଜୀବନରେ ଖୁସିରେ ଅଛନ୍ତି, ତେବେ ଆପଣଙ୍କ ମଧ୍ୟରୁ ବହୁତ ଲୋକ ମିଥୁନ ସ୍ତ୍ରୀଙ୍କୁ ଜାଣି ନଥିବେ ।

ମିଥୁନ ଚକ୍ରବର୍ତୀ ବଙ୍ଗାଳୀ ଅଟନ୍ତି ଓ ସେ ଯେତେବେଳେ ମୁମ୍ବାଇ ଆସିଥିଲେ ସେତେବେଳେ ତାଙ୍କୁ ମଧ୍ୟ ଚଳଚିତ୍ରରେ କାମ କରିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଥିଲା ଆଜି ଆମେ ଆପଣଙ୍କୁ ମିଥୁନ ଦା ବିଷୟରେ ନୁହ ତାଙ୍କ ସ୍ତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜେ ଗୋଟେ ଅଭିନେତ୍ରୀ ଥିଲେ କିନ୍ତୁ ବର୍ତମାନ ବହୁତ ବଦଳିଯାଇଛନ୍ତି ।

Image Courtesy: Google

ମିଥୁନଙ୍କ ସ୍ତ୍ରୀଙ୍କ ନାମ ୟୋଗ୍ଯତା ବାଲି ଅଟେ, ୟୋଗ୍ଯତା ବାଲି ନିଜ ସମୟ ବହୁତ ପ୍ରସିଦ୍ଧ ଅଭିନେତ୍ରୀଥିଲେ ସେ ମେଘନା, ପରବାନା, ଝିଲ କେ ଉସ ପାର ଓ ଏମିତି କେତେକ ଚଳଚିତ୍ରରେ ବହୁତ ଭଲ ଅଭିନୟ କରିଥିଲେ । ତେବେ ୟୋଗ୍ଯତାଙ୍କ ପ୍ରଥମ ସ୍ଵାମୀ ମିଥୁନ ଚକ୍ରବର୍ତୀ ନୁହନ୍ତି କିଶୋର କୁମାର ଥିଲେ ।

Image Courtesy: Google

ୟୋଗିତା ପ୍ରଥମେ କିଶୋର କୁମାର ସହ ବିବାହ କରିଥିଲେ ଯାହା ପରେ ୟୋଗ୍ଯତା କିଶୋର କୁମାରଙ୍କ ତୃତୀୟ ସ୍ତ୍ରୀ ହୋଇଥିଲେ ଯାହା ପରେ ଦୁହିଙ୍କ ବୈବାହିକ ଜୀବନ କିଛି ଠିକ ରହିଲା ନାହିଁ ଓ ଦୁହେଁ ଅଲଗା ହୋଇଥିଲେ କିନ୍ତୁ କିଛି ଖବର ଅନୁଯାଇ କିଶୋର କୁମାର ଓ ୟୋଗିତାଙ୍କ ଛାଡପତ୍ର ପାଇଁ ମିଥୁନ ଦାଇଥିଲେ ।

Image Courtesy: Google

କାହିଁକିନା ୟୋଗିତାଙ୍କୁ ମିଥୁନ ଏତେ ପସନ୍ଦ ଆସିଥିଲେ ଯେ ସେ କେବଳ ମିଥୁନଙ୍କ ସହ ରହିବାକୁ ଚାହୁଁଥିଲେ ତେବେ ଏହାର କିଛି ବର୍ଷ ପରେ ୟୋଗ୍ଯତା ମିଥୁନ ସହ ବିବାହ କରିଥିଲେ ଓ ବର୍ତମାନ ସମୟରେ ତାଙ୍କର ୪ଟି ଛୁଆ ଅଛନ୍ତି ଯାହା ସହ ସେ ବହୁତ ଖୁସିରେ ଅଛନ୍ତି । ମିଥୁନ ଚକ୍ରବରତିଙ୍କ ଛୁଆ ଗୁଡିକ ନାମ ଏହା ଅଟେ, ମହାକ୍ଷୟ, ଦିଶାନୀ, ଉସମୟ ଓ ନାମାସୀ ଚକ୍ରବର୍ତୀ ଅଟେ ।

Image Courtesy: Google

ଆଜି ୟୋଗ୍ଯତା ନିଜ ପରିବାର ସହ ବହୁତ ସୁଖ ଜୀବନ ବ୍ଯତୀତ କରୁଛନ୍ତି ଓ ଆପଣଙ୍କୁ ଏହା ଜାଣି ଭଲ ଲାଗିବ ଯେ ଦୁହିଙ୍କ ବୈବାହିକ ଜୀବନ ବହୁତ ସୁଖମୟ ଅଛି । ତେବେ ମିଥୁନ ଚକ୍ରବର୍ତୀ ୟୋଗିତାଙ୍କ ସହ ବହୁତ ଖୁସିରେ ଅଛନ୍ତି ଓ ତାଙ୍କ ସୁଖ ଏମିତି ରହୁ ବୋଲି ଆମର ସବୁବେଳେ ଆଶା ଅଛି ତାଙ୍କ ଛୁଆ ମଧ୍ୟ ଏବେ ବଡ ହେଇ ଗଲେଣି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *