ସୁନା ଗହଣା ପିନ୍ଧିବା ଭାରତୀୟ ଲୋକଙ୍କ ପୁର୍ଜକାଳରୁ ପସନ୍ଦ ହୋଇଥାଏ, ତେବେ ବହୁତ କମ ଲୋକ ଅଛନ୍ତି ଯିଏ ସୁନା ଭାୱ ଜାଣି ଆଶ୍ଚର୍ଯ୍ୟ ହାଉଛନ୍ତି କିନ୍ତୁ ସତ କଥା ଏହା ଅଟେ ଯେ ଆଜିକା ସମୟରେ ସୁନା ଚାନ୍ଦି ରେଟ ଶୁଣି ବହୁତ ଲୋକ ପଛେଇ ଯାଉଛନ୍ତି କିନ୍ତୁ ସୁନା ରୂପା ଆଜିବି ଲୋକ ନିଜ ଝିଅଙ୍କୁ ବା ବହୁଙ୍କୁ ଦବା ପସନ୍ଦ କରୁଛନ୍ତି ।
କାହିଁକିନା ଏହା ଏମିତି ପଦାର୍ଥ ଅଟେ ଯାହା ମୂଲ୍ୟ କେବେ କମିବ ନାହିଁ ଦିନକୁ ଦିନ ବଢିବାରେ ଲାଗିବ । ତେବେ ସୁନା କିଣିବା ପାଇଁ ଅପପେକ୍ଷା କରିଥିବା ଲୋକଙ୍କ ପାଇଁ ବଡ ଖୁସି ଖବର ଅଟେ । ଆଜି ସୁନା ରେଟ କିଛି କମିଛି ଯାହା ଦ୍ଵାରା ଗ୍ରାହକ ମାନଙ୍କ ଲାଭ ହବ ।

ଆଜି ରୂପା ରେଟ ଗୋଟେ ଗ୍ରାମ – ୬୭.୯୦ ଚାଲିଛି, ୮ ଗ୍ରାମକୁ- ୫୪୩.୨୦ ଟଙ୍କା ଅଟେ ଓ ୧୦ଗ୍ରାମକୁ – ୬୭୯ ଚାଲିଛି, ତେବେ ଆସନ୍ତୁ ଅନ୍ୟ ସବୁ ରେଟ ମଧ୍ୟ ଜାଣି ରଖିବା । ଯଦି ଆପଣ ମାନେ ମଧ୍ୟ ସୁନା ବା ରୂପା କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ନବରାତ୍ରି ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ କାହିଁକିନା ଦାମ କମିବାର ସମ୍ପୂର୍ଣ ଆଶା ଅଛି । ଏବେ ୧୮କେରେଟ ସୁନା ଦାମ ଗୋଟେ ଗ୍ରାମ ସୁନା ରେଟ ୪୧୨୮ଟଙ୍କା ଅଟେ, ୮ଗ୍ରାମ ସୁନା ଦାମ ୩୩୦୨୪ଟଙ୍କା ଅଟେ ଓ ୧୦ଗ୍ରାମ ସୁନା ରେଟ ୪୧୨୮୦ଟଙ୍କା ଅଛି ।

ତେବେ ସୁନା ପିନ୍ଧିବା ଓ ବିକିବା ବ୍ୟାପାର ଦୁନିଆରେ ସବୁଠାରୁ ଅଧିକ ଭାରତରେ ହୋଇଥାଏ କାହିଁକିନା ଏଠିକା ଲୋକଙ୍କ ପାଇଁ ସୁନା ବା ରୂପା ବହୁତ ଶୁଭ ଜିନିଷ ଅଟେ ଆଜି ଆମେ ଆପଣଙ୍କୁ ଏହାର ଦାମ ଏଥି ପାଇଁ କହୁଛୁ ଯାହା ଦ୍ଵାରା ଆପଣଙ୍କୁ ଏହା ଜଣା ପଡୁ ଯେ ଦାମ କମିଛି ଓ ଆପଣ ନିଜ ଆବଶ୍ୟକତା ଅନୁଯାଇ କାମ କରି ପାରନ୍ତି ।

ତେବେ ଆସନ୍ତୁ ଜାଣିବା ୨୨କେରେଟ ସୁନା ଦାମ ଗୋଟେ ଗ୍ରାମ ସୁନା ଦାମ ୪୯୬୦ଟଙ୍କା ଅଟେ, ୮ ଗ୍ରାମ ସୁନା ଦାମ ୩୯୬୮୦ ଟଙ୍କା ଅଟେ ଓ ୧୦ ଗ୍ରାମ ସୁନା ଦାମ ୪୯୬୦୦ ଟଙ୍କା ଅଟେ ଯାହା ସାମାନ୍ଯ ମଣିଷ ପାଇଁ ବହୁତ ବଡ ଦାମ ଅଟେ । ତେବେ ସବୁଠାରୁ ଶୁଦ୍ଧ ସୁନା ୨୪କେରେଟ ହୋଇଥାଏ ଗୋଟେ ଗ୍ରାମ ସୁନା ୫୪୦୮ଟଙ୍କା ଅଟେ, ୮ ଗ୍ରାମ ଦାମ ୪୩,୨୬୪ ଅଟେ ଓ ୧୦ଗ୍ରାମ ସୁନା ରେଟ ୫୪,୦୮୦ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।