ଏହା ପୂର୍ବରୁ ଏହି ଭଳି ଖରାପ ସ୍କୁଟି ଶିଖେଇବାର ଆପଣ କେବେ ଦେଖି ନଥିବେ- ଥରେ ନିଶ୍ଚୟ ଦେଖନ୍ତୁ

ସମାଜ ପରିବର୍ତନ ହୋଇ ଯାଇଛି ଝିଅ ବା ମହିଳା କେବେଳ ଘର ଚାରି କଣ ରେ ଏବେ ରହୁ ନାହାନ୍ତି ସେ ବାହାର ଦୁନିଆ ରେ ନିଜ ସମ୍ମାନ ସ୍ଥାପିତ କରୁଛନ୍ତି କିନ୍ତୁ ଏବେ ବି କେତେ ଲୋକ ଏହି ସମାଜ ରେ ଅଛନ୍ତି ଯିଏ ଝିଅ ବା ମହିଳାଙ୍କ ଅସହାୟ ହବାର ଲାଭ ଉଠଉଛନ୍ତି । ଆଜି ର ଏହି କଥା ଏମିତି ଗୋଟେ ଘଟଣା ଉପରେ ନିର୍ଧାରିତ ଅଟେ, ଏବେ ବି ମହିଳାମାନେ ପୂର୍ଣ ରୂପରେ ସ୍ଵତନ୍ତ୍ର ନାହାନ୍ତି କାହିଁକିନା ଆଜି ବି କେତେ ଲୋକ ତାଙ୍କ ଲାଭ ଉଠେଇବା ପାଇଁ ଅଛନ୍ତି । ଝିଅ ପିଲା ବା ମହିଳା ପ୍ରାୟତଃ ନିଜ ଭାଇ ବା ସାଙ୍ଗ ବା ସ୍ଵାମୀ ଠାରୁ ସ୍କୁଟି ଚଲେଇବା ଶିଖି ଥାନ୍ତି, ଆଜିକା ସମୟ ଏଡବାଂଶ ହୋଇ ଗ୍ଳାନି କିଛି ଝିଅ ନିଜେ ସ୍କୁଟି ଚଲେଇବା ଶିଖିବା ପାଇଁ ଚେଷ୍ଟା କରନ୍ତି ।

ଆଜି ଆମେ ଆପଣଙ୍କୁ ଯେଉଁ ଭିଡିଓ ଦେଖେଇବାକୁ ଯାଉଛୁ ସେଥିରେ ମଧ୍ୟ ଗୋଟେ ଲୋକ ଗୋଟେ ମହିଳାକୁ ସ୍କୁଟି ଶିଖଉଛି, ସମସ୍ତେ ନିଜେ ନିଜେ ସ୍କୁଟି ଚଲେଇବା ଶିଖି ପାରନ୍ତି ନାହିଁ ଓ କାହାର ସାହାଜ୍ଯ ଦରକାର ପଡି ଥାଏ କିନ୍ତୁ ଏହାର ଅର୍ଥ ଏହା ନୁହ ଯେ କେହି ବି ତାଙ୍କ ଲାଭ ଉଠେଇ ପାରିବ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଭିଡିଓ ଦେଖେଇବାକୁ ଯାଉଛୁ ତାହା ଦେଖି ଆପଣ ମଧ୍ୟ କହିବେ ଯେ ଏହି ଭଳି ଖରାପ ସ୍କୁଟି ଶିଖେଇବା ଆପଣ କେଉଁଠି ଦେଖି ନାହାନ୍ତି ।

ଆପଣ ମଧ୍ୟ କେବେ କାହା ଠାରୁ ସ୍କୁଟି ଶିଖି ଥିବେ ବା କାହାକୁ ଶିଖେଇ ଥିବେ ତେବେ ଆପଣ ଏହା ଅନୁଭବ କରି ଥିବେ ଯେ ବହୁତ ଥର ଭୁଲ ହୋଇ ଥାଏ ଯାହା ପାଇଁ ରାଗ ବି ଲାଗି ଥାଏ ଓ ହସ ବି ଲାଗେ ଓ କେତେକ ଥର ଶିଖାଉଥିବା ଲୋକ ଚିଲଉଥାଏ ଏହା ସବୁ ସ୍ଵାଭାବିକ ଅଟେ । କିନ୍ତୁ ୟୁଟୁବରେ ଥିବା ଏକ ଭିଡିଓ ଯେଉଁଥିରେ ଗୋଟେ ଲୋକ ଗୋଟେ ଝିଅକୁ ସ୍କୁଟି ଶିଖାଉଥିବାର ଦେଖିବାକୁ ମିଳୁଛି । କିନ୍ତୁ ସେହି ଭିଡିଓ ରେ ଆପଣ ଦେଖିବେ ଯେଉଁ ଲୋକ ସ୍କୁଟି ଶିଖଉଛି ତାହା ଦେଖି ଆପଣ ମଧ୍ୟ ଚକିତ ରହି ଯିବେ ଏହି ଭିଡିଓରେ ସେହି ବ୍ୟକ୍ତି ଝିଅଟିକୁ ସ୍କୁଟି ଶିଖାଇଲା ବେଳେ ଯେମିତି ମାରୁଛି ସେମିତି ଲୋକ ପଶୁମାନଙ୍କୁ ବି ମାରନ୍ତି ନାହିଁ ।

ସେ ସ୍କୁଟି ଶିଖାଉଥିବା ଝିଅଟିକୁ ବିନା କିଛି କାରଣରେ ମାରିବାରେ ଲାଗିଛି । ସେ ବି ରାସ୍ତା ଉପରେ, ସିଖୁଥିବା ବ୍ୟକ୍ତି ତ ପ୍ରଥମେ ପ୍ରଥମେ ଟିକେ ଭୁଲ କରିବେ କିନ୍ତୁ ତା ପାଇଁ ଏମିତି ରାସ୍ତା ଉପରେ ମାରିବା କଣ ଠିକ । ଏହା ଉପରେ ଆପଣଙ୍କ ମତ ନିଶ୍ଚୟ ଦେବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ତେବେ ଭିଡିଓ ଦେଖିବା ପାଇଁ ୟୁଟ୍ଯୁବ ଯାଇ ହିନ୍ଦୀରେ ଟାଇପ କରନ୍ତୁ- ଇସ୍ସସେ ପେହଲେ ନେହି ଦେଖା ହୋଗା ଅପନେ ସ୍କୁଟି ସିଖାନେକା ଏସା ଶର୍ମନାକ ତରିକା!

Leave a Reply

Your email address will not be published. Required fields are marked *