୧୧ ଦିନ ପରେ ଅନ୍ୟ କାହା ପାଇଁ ବିପଦ ହେବେ ନାହିଁ କରୋନା ରୋଗୀ- ରିସର୍ଚରେ ସାମ୍ନାକୁ ଆସିଛି ଏହି ତଥ୍ୟ

ସିଙ୍ଗାପୁର ସ୍ଥିତ ରାଷ୍ଟ୍ରୀୟ ଶଙ୍କାମକ ରୋଗ କେନ୍ଦ୍ର ଅଧ୍ୟୟନରେ ଏହା ଦାବା କରା ଯାଇଛି ଯେ କରୋନାକୁ କଣ୍ଟ୍ରୋଲରେ ଆସିବା ପାଇଁ ଅଧିକରୁ ଅଧିକ ୧୧ ଦିନ ଲାଗିବ ଯାହା ପରେ ସଂକ୍ରମଣ ବ୍ୟାପିବା ବିପଦ ସମାପ୍ତ ହୋଇଯିବ । ଅଧ୍ୟୟନକର୍ତା ହସ୍ପିଟଲରେ ଭର୍ତି ୭୩ ଏମିତି ରୋଗୀଙ୍କ ଉପରେ ଅଧ୍ୟୟନ କରିଛନ୍ତି ଯିଏ କରୋନା ସଂକ୍ରମଣ ଦ୍ଵାରା ପୀଡିତ ଥିଲେ । ତେବେ ସିଙ୍ଗାପୁରରେ ହୋଇଥିବା ଏହି ଅଧ୍ୟୟନ ଅନୁଯାଇ ଏହି କଥା ସାମ୍ନାକୁ ଆସିଛି  ।

Image Courtesy: Google

ଯେ ଯେତେବେଳେ କୌଣସି ବ୍ୟକ୍ତି କରୋନା ସଂକ୍ରମଣ ଦ୍ଵାରା ସଂକ୍ରମିତ ହୋଇଥାଏ ତେବେ ପ୍ରଥମ ୬ – ୭ ଦିନ ଏହି ଭାଇରସ ସଂଖ୍ୟା ବଢିବାକୁ ଲାଗିଥାଏ ଏବଂ ପବନରେ ମଧ୍ୟ ପ୍ରସାର ହବାର ଆଶଙ୍କା ଅଧିକ ହୋଇଥାଏ କିନ୍ତୁ ଅଷ୍ଟମ ଠାରୁ ଦଶମ ପର୍ଯ୍ୟନ୍ତ ଏହି ଭାଇରସ ଦୁର୍ବଳ ହୋଇଥାଏ ଏବଂ ୧୧ ଦିନ ସମାପ୍ତ ହେଲା ପରେ ଏହା ପୂର୍ଣ ରୂପରେ ନଷ୍ଟ ହୋଇଥାଏ ।

Image Courtesy: Google

ଆପଣଙ୍କୁ ଆମେ ଏହା କହିବା ପାଇଁ ଚାହୁଞ୍ଚୁ ଯେ ସିଙ୍ଗାପୁର ନିୟମ ଅନୁଯାଇ କୌଣସି ସଂକ୍ରମିତ ରୋଗୀକୁ ୨୪ ଘଣ୍ଟା ଅନ୍ତରାଲରେ ଦୁଇଟି ସ୍ଵାବ ନେଗେଟିବ ଆସିଲେ ଛାଡି ଦିଆ ଯାଉଛି, ଏମସିଆଇଡି ମାନ୍ୟତା ଅନୁଯାଇ ସ୍ଵାବ ଟେଷ୍ଟ ରିପୋର୍ଟ ପୋଜେତିବ ଆସିବା ଅର୍ଥ ଏହା ନୁହଯେ ସଂକ୍ରମିତ ଅନ୍ୟ ଲୋକଙ୍କୁ ସଂକ୍ରମିତ କରି ପାରିବ, ତେବେ କିଛି ଅଧ୍ୟୟନ ଅନୁଯାଇ ଏହା ପ୍ରଶିକ୍ଷଣ କରା ଯାଇଛି ଯେ ସଂକ୍ରମିତ ଲୋକଙ୍କ ଭିତରେ ସଂକ୍ରମଣ କେତେ ଦିନ ପର୍ଯ୍ୟନ୍ତ ପ୍ରସାରିତ ହବାର ଶକ୍ତି ରଖୁଛି ଏବଂ କେବେ ଦୁର୍ବଳ ହୋଇ କମିବାକୁ ଲାଗିଛି ।

Image Courtesy: Google

ଏନସିଆଇଡି ଡାଇରେକ୍ଟର ଲିଓ ୟି କହିବା ଅନୁଯାଇ ସଂକ୍ରମଣ ଲକ୍ଷଣ ବାହାରିବା ୧୧ ଦିନ ପରେ ସଂକ୍ରମିତ ରୋଗୀ ଅନ୍ୟ ଲୋକଙ୍କ ପାଇଁ ବିପଦ ହୋଇନଥାଏ, ଏହି ଅଧ୍ୟୟନ ଅନୁଯାଇ ଆସନ୍ତା ସମୟରେ କରୋନା ସଂକ୍ରମିତ ଲୋକଙ୍କ ପାଇଁ ନିୟମ ବଦଳି ପାରେ । ତେବେ ଏହି ନିୟମ ସବୁ କରୋନା ସଂକ୍ରମିତ ଲୋକଙ୍କ ପାଇଁ ଏହା ଲାଗୁ କରାଯିବ ତେବେ ଗମ୍ଭୀର ରୂପରେ ସଂକ୍ରମିତ ଲୋକଙ୍କ ପାଇଁ ମଧ୍ୟ ଏହା ଅନିବାର୍ଯ୍ୟ ହବ ।

Image Courtesy: Google

ତେବେ ଚିକିତ୍ସା ପାଇଁ ଆବଶ୍ୟକ କାମ ପାଇଁ ୧୧ ଦିନ ପରେ ମଧ୍ୟ ରୋଗୀକୁ ଛାଡିବା ଉଚିତ ନୁହଁ, କାହିଁକିନା ଏହା ଦ୍ଵାରା ଅନ୍ୟ ଲୋକ ସେହି ରୋଗୀ ଦ୍ଵାରା ସଂକ୍ରମିତ ହୋଇ ନପାରନ୍ତି କିନ୍ତୁ ରୋଗୀର ଜୀବନ ବିପଦରେ ପଡି ପାରେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *