ୟାକୁ ହିଁ କୁହନ୍ତି ଆଗରେ କୂଅ ପଛରେ ଖାଇ, ଏହିଭଳି ଭୟଙ୍କର ଦୃଶ୍ୟ କେବେ ବି ଦେଖି ନ ଥିବେ- ଦେଖନ୍ତୁ Video

ଗୋଟିଏ କୂଅରେ ଅଚାନକ କିଛି ସା-ପ ଦେଖିବାକୁ ମିଳିଲେ ତାହା ବି ପୁଣି ଭିନ୍ନ ଭିନ୍ନ ପ୍ରଜାତିର । ଏଥିରେ ଗୋଟିଏ Common krait ସା-ପ ସହ ଗୋଟିଏ କୋବ୍ରା ସା-ପ ବି ଥିଲା । ଏମାନେ ରାତିର ଅନ୍ଧାରରେ ବୁଲନ୍ତି । ଭାରତର ସବୁଠୁ ବି-ଷଧର ସା-ପ ମଧ୍ୟରୁ ଏହା ଗୋଟିଏ ଅଟେ । ଏହି ସା-ପର ଗୋଟିଏ ଚୋଟ ବ୍ୟକ୍ତିର ଜୀବନ ନେବା ପାଇଁ ଉପଯୁକ୍ତ । ଏହି କୂଅରୁ ପ୍ରଥମେ ପାଣି ଥିଲା ଓ ଏହା ଚାଷ ଜମି ଗୁଡିକରେ ଛିଞ୍ଚନ ହେଉଥିଲା ।

କିନ୍ତୁ ବର୍ତ୍ତମାନ ଏଥିରେ ପାଣି ନାହିଁ ଓ ସା-ପ ମାନଙ୍କର ଘର ହୋଇ ଯାଇଛି । ଜଣେ ସା-ପ ଧରୁଥିବା ବ୍ୟକ୍ତି କୂଅ ଭିତରକୁ ନିଜ ଜୀବନର ପାଣି ଛଡାଇ ସା-ପ ଗୁଡିକୁ ଧରିବା ପାଇଁ ଗଲେ । ପାଖକୁ ଯାଇ ଦେଖନ୍ତି କି ଏଠି ଗୋଟିଏ କିମ୍ବା ଦୁଇଟି ନୁହେଁ ଅଧିକ ସା-ପ ଅଛନ୍ତି ।

ସା-ପ ପାଖକୁ ଯିବା ମାତ୍ରେ ହିଁ ଗୋଟିଏ ସା-ପ ଫୁଙ୍କାର ମାରିବା ଆରମ୍ଭ କରିଦେଲା । ଏହି ସା-ପମାନଙ୍କ ବି-ଷ ବହୁତ ହିଁ ଖରାପ ଅଟେ । ଯଦି ଏମାନେ ପରସ୍ପରକୁ ଚୋଟ ମାରୁଛନ୍ତି ତେବେ କୌଣସି ବି ସା-ପକୁ କୌଣସି ବି ପ୍ରକାରର କ୍ଷତି ହେବ ନାହିଁ । କିନ୍ତୁ ମଣିଷ ପାଇଁ ଭୟଙ୍କର । ଏହିଭଳି ଭାବରେ ସା-ପ ଧରିବା ଜଣେ ଏକ୍ସପଟର କାମ ହୋଇଥାଏ । ସେଥିପାଇଁ ଆପଣ କେବେ ବି ଏହିଭଳି ଭୁଲ କରନ୍ତୁ ନାହିଁ ।

ସା-ପ ଧରୁଥିବା ବ୍ୟକ୍ତି ଜଣକ ବହୁତ ସାହସର ସହ ଗୋଟିଏ ଗୋଟିଏ କରି ସା-ପକୁ ଧରୁଛନ୍ତି । ଯାହାକି ଅତି ଭୟଙ୍କର ଦୃଶ୍ୟ ଅଟେ । ସେ ଗୋଟିଏ କୋବ୍ରା ସା-ପର ମୁହଁକୁ ଧରି ତାକୁ ସମସ୍ତଙ୍କୁ ଦେଖାଉଛନ୍ତି । ଏହି ସା-ପମାନଙ୍କ ମଧ୍ୟରୁ କିଛି ସା-ପ ଚୋଟ ମାରିବା ପରେ ବ୍ୟକ୍ତିର ବିଶେଷ କିଛି କ୍ଷତି ହୋଇ ନ ଥାଏ ।

କିନ୍ତୁ ସଠିକ ସମୟରେ ଚିକିତ୍ସା ନ ହେଲେ ବ୍ୟକ୍ତିର ଜୀବନ ମଧ୍ୟ ଯାଇ ପାରେ । ସା-ପ ଚୋଟ ମାରିବା ପରେ କେବେ ଗୁଣି ଗରାଡି କରନ୍ତୁ ନାହିଁ ଓ ପ୍ରଥମେ ଡାକ୍ତରୀ ଚିକିତ୍ସା କରାନ୍ତୁ । କାରଣ ଆପଣଙ୍କ ଅନ୍ଧବିଶ୍ଵାସ ଆପଣଙ୍କ ପ୍ରିୟର ଜୀବନ ନେଇ ପାରେ ।

ଏହି କୂଅ ଭିତରେ ୪ ଟି ସା-ପ ଥିଲେ କିନ୍ତୁ ୩ ଟି ସା-ପ ଧରିବାରେ ସଫଳ ହେଲେ ଏହି ବ୍ୟକ୍ତି ଜଣକ । ଚତୁର୍ଥ ସା-ପକୁ ଧରିବା ଅମୟରେ ସା-ପ ଟି କୂଅ ଭିତରେ ଥିବା ଏକ ଗାତ ଭିତରକୁ ଚାଲି ଗଲା । ଯେଉଁ କାରଣରୁ ସା-ପକୁ ଧରିବାରେ ଅସଫଳ ହେଲେ ବ୍ୟକ୍ତି ଜଣକ । ଏହା ଅତି ଭୟଙ୍କର ଦୃଶ୍ୟ ଥିଲା ।

Leave a Reply

Your email address will not be published. Required fields are marked *