ପାପା କି ପରି ବନିଲେ Heavy Driver ଏମିତି ଭରିଲେ ଉଡାନ, ଏହି Video ଦେଖି ହସି ହସି ଗଡିବେ 🤣🤣

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ସହ ଏମିତି ପାପା କି ପରିୟାଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଗାଡି ଡ୍ରାଇଭିଙ୍ଗ କରିବା ସମୟରେ ଏମିତି କିଛି କାଣ୍ଡ କରିଥାନ୍ତି ଯେ ବଡ ବଡ ଡ୍ରାଇଭର ଏମାନେ ତାଙ୍କ ଆଗରେ ଫେଲ ମାରିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ପାପା କି ପରିୟା କେମିତି ହୋଇଥାନ୍ତି । ପ୍ରଥମ ଭିଡିଓ ରେ ଜଣେ ଝିଅ ଗାଡି ଚାଲି ଯାଉଥିବା ସମୟରେ ସିଧା ଯାଇ ଜଙ୍ଗଲ ଭିତରେ ପଶିଲା । କାରଣ ସେ ରୋଡ ସିଧା ଅଛି ବୋଲି ଯାଉଥିଲା କିନ୍ତୁ ରୋଡ ସରିବା ବେଳକୁ ଜଙ୍ଗଲ ଥିଲା ବୋଲି ସେ ଜାଣି ପାରିଲା ନାହି । ଏହି ଭିଡିଓ ଟି ବାସ୍ତବରେ ବହୁତ ମଜାଦାର ଅଟେ ।

ଅନ୍ୟ ଏକ ଭିଡିଓ ରେ ଜଣେ ମହିଳା ସ୍କୁତି ଚଳାଇ ଯାଉଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଠାରେ ନୁହେଁ ବରମ ଦୁଇ ଥର ଧକ୍କା ମାରିଛି । ଧକ୍କା ମାରିବା ପରେ ମହିଳା ଜଣକ କ୍ଷମା ମାଗୁଛନ୍ତି । ଏହି ଘଟଣା ଦେଖିବାକୁ ଯେମିତି ଲାଗୁଛି ଶୁଣିଲେ ବହୁତ ମଜାଦର ଲାଗୁଛି । ଅନ୍ୟ ଏକ ଭିଡିଓ ରେ ଜଣେ ଝିଅଟି ସ୍କୁଟି ଚଳାଇ ଯାଉଥିବା ସମୟରେ ଜଣେ ବ୍ୟକ୍ତି ଗାଡି ଉପରେ ବସିଥିଲା । ଝିଅ ଟି ସିଧା ଯାଇ ସେହି ବ୍ୟକ୍ତିକୁ ଗାଡି ସହ ଧକ୍କା ମାରିଛି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ଧକ୍କା ମାରିବା ପରେ ଝିଅଟି କହୁଛି କି ଭୁଲ ପୁଅର କାରଣ ସେ କଣ ପାଇଁ ଗାଡିରେ ବସିଥିଲା । ଏହି ଘଟଣା ଟି ଦେଖିବାକୁ ବହୁତ ମଜାଦାର ହୋଇଛି ।

ଅନ୍ୟ ଏକ ଭିଡିଓ ରେ ଜଣେ ଝିଅ ସ୍କୁଟି ଷ୍ଟାର୍ଟ କରୁଥିବା ବେଳେ ଯୋତା ଖୋଲି ଚପଲ ପିନ୍ଧି ଷ୍ଟାରତ ଅକରୁଛି । କାରଣ ସେ ପାପା କି ପରିୟା । ଏହି ଭିଡିଓ ଟି ଦେଖିବାକୁ ବହୁତ ମଜା ଲାଗୁଛି । ଅନ୍ୟ ଏକ ଭିଡିଓ ରେ ଗୋଟେ ଝିଅ ଟ୍ରାଫିକ ପୋଲିସ ନିୟମର ଉଲଂଘନ ଅକରିଛି । ଝିଅ ଟି ଗାଡି ଚଳାଇ ଯାଉଥିବା ସମୟରେ ଟ୍ରାଫିକ ନିୟମ ଭାଙ୍ଗି ବୋର୍ଡ ଭାଙ୍ଗି ଦେଇଛି ଯାହା ଏହି ଭିଡିଓ ରେ ଜଣା ପଡୁଛି ।

ଆଜିକାଲି ଆପଣ ମାନେ ଜାଣିଥିବେ ଝିଅ ମାନେ ବୁଲେଟ ଚଲାଇବାକୁ ବହୁତ ପସନ୍ଦ କରୁଛନ୍ତି । ଅନ୍ୟ ଏକ ଭିଡିଓ ରେ ଠିକ ଏହି ଭଳି ଘଟଣା ଘଟିଛି । ଜଣେ ଝିଅ ବୁଲେଟ ଉପରେ ବସି ଏମିତି ଡିଆଁ ମାରିଛି ଯାହା ଆପଣ ମାନେ ଏହି ଭିଡିଓ ଜରିଆରେ ଦେଖି ପାରିବେ । ଯାହାକୁ ସ୍କୁଟି ଚଲାଇ ଆସୁନାହି ସେ କଣ ବୁଲେଟ ଚଲାଇ ପାରିବ । ବାସ୍ତବରେ ଏହି ଘଟଣା ଗୁଡିକ ବହୁତ ମଜାଦର ଅଟେ ଯେଉଁଥିରେ ପାପା କି ପରିୟା ଏମିତି ଗାଡି ଚଲାଉଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *