କ୍ୟାମେରାରେ କଏଦ ହୋଇଥିବା ଚିତା ବାଘର ଏହି ଭିଡିଓ ଆପଣଙ୍କ ହୋସ ଉଡାଇଦେବ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଚିତାବାଘ ଦୁନିଆର ସବୁଠାରୁ ଶକ୍ତିଶାଳୀ ପ୍ରାଣୀ ଅଟେ । ତାର ମୁକାବିଲା କରିବା କାହା ପକ୍ଷେ ସମ୍ଭବ ନୁହେଁ । ଏହି ଭିଡିଓ ରେ ଆପଣ ମାନେ ଦେଖିବାକୁ ପାଇବେ ଯେ ଚିତାବାଘ କିପରି ମାଙ୍କଡ କୁ ନିଜ ଶିକାର କରିଛି । କେତେ ତୀବ୍ର ଗତିରେ ଦୌଡିଯାଇ ବାଘ ମାଙ୍କଡର ଶିକାର କରିଛି ତାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ଚିତାବାଘର ଦୌଡିବାର ବେଗ ୧୦୦ କିମି ରୁ ବି ଅଧିକ ରହିଥାଏ ।

ସେ ଯେବେ ଦୌଡେ ସେହି ସମୟରେ ୨୩ ଫୁଟ ଉଚ୍ଚତା ଯାଏଁ ଡେଇଁଥାଏ । ଚିତାବାଘ ମାତ୍ର ୩ ସେକେଣ୍ଡରେ ନିଜର ଦୌଡକୁ ତୀବ୍ର କରିଥାଏ ଯାହା କୌଣସି ରେସିଙ୍ଗ କାର ମଧ୍ୟ କରିପାରେ ନାହି ।

ଚିତାବାଘକୁ ଟକ୍କର ଦେଲା ଭଳି ଏକ ପକ୍ଷୀ ରହିଛି ଯାହାର ନାଁ ହେଉଛି ଶାଗୁଣା । ଯାହାର ଗତି କରିବାର ବେଗ ହେଉଛି ୩୫୦ କିମିରୁ ଅଧିକ । ଏହି ଭିଡିଓ ରେ ଶାଗୁଣା ପାହାଡରେ ବସିଥିବା ଛେଳିକୁ କିପରି ଭାବେ ଶିକାର କରିଛି ତାହା ଜଣା ପଡୁଛି । ଏହା ସହ ପାଣିରେ ମଧ୍ୟ ଶାଗୁଣା ନିଜ ଶିକାର ବହୁତ ସହଜରେ କରିପାରେ । ତାର ତାକତ ଏତେ ଜୋରରେ ଯେ ପାଣିରେ ଥିବା ମାଛ ବା ଅନ୍ୟ କୌଣସି ପ୍ରାଣୀକୁ ସହଜରେ ଶିକାର କରିପାରେ ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଶାଗୁଣା ଏମିତି ଏକ ପକ୍ଷୀ ଯିଏ ଛେଳି ମାନଙ୍କୁ ନିଜ ଶିକାର କରିବାରେ ଫାଷ୍ଟ ରହିଥାଏ ।

ସେ ୧୩୦ କିମି ଦୂରରୁ ଦେଖିବା ପାଇଁ ସକ୍ଷମ ହୋଇଥାଏ । ଶାଗୁଣାର ନଜର ଏତେ ତେଜ ଯେ ସେ କୌଣସି ଜୀବକୁ ସହଜରେ ନିଜର ଶିକାର କରିଥାଏ । ଶାଗୁଣାକୁ ସବୁଠାରୁ ଖତରନାକ ପକ୍ଷ ବୋଲି କୁହାଯାଏ । ଶାଗୁଣା ଭଳି ଅନ୍ୟ ଏକ ଖତରନାକ ପକ୍ଷୀ ହେଉଛି ଚିଲ ଯିଏ ବହୁତ ଉଚ୍ଚାରେ ଉଡିଥାନ୍ତି । ଚିଲର ଦ୍ରୁଷ୍ଟି ଶକ୍ତି ଏତେ ତୀବ୍ର ଯେ ସେ ବହୁତ ଜଲ୍ଦି ନିଜ ଶିକାରକୁ ଦେଖି ପାରିଥାଏ । ଯଦି ଆକାଶରେ କୌଣସି ବିମାନ ଯାଉଥିବ ତେବେ ଚିଲ ଏହାର କ୍ଷତି କରିପାରେ । ଏହା କୌଣସି ବଡ କଥା ନୁହେଁ ।

ଚିଲର ଡେଣା ଏତେ ମଜବୁତ ଯେ ସେ ଅତି ସହଜରେ ଛୋଟ ଛୋଟ ପ୍ରାଣୀ ମାନଙ୍କୁ ପାଣି ରେ ଶିକାର କରିପାରେ । ଚିଲ ର ଏହି ଖୁବୀ ଯୋଗୀ ଦୁବାଇରେ ଅଧିକ ସଂଖ୍ୟା ରେ ଦେଖା ଯାଇଥାଏ । ଏହା ସହ ନେଦରଲ୍ୟାଣ୍ଡ ର ପୋଲିସ ମାନେ ଚିଲ କୁ ଜାସୁଶୀ କରିବା ପାଇଁ ଟ୍ରେନ କରିଥାନ୍ତି । କିନ୍ତୁ ଆଜିକାଲି ଚିଲ ଓ ଶାଗୁଣା ର ସଂଖ୍ୟା ସମୟ କ୍ରମେ ଲୋପ ପାଇବାରେ ଲାଗିଛି । ଆମ ଦେଶରେ ଏମାନଙ୍କର ଅସ୍ତିତ୍ଵ ରହିବା ନିହାତି ଜରୁରୀ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *