ଏହାକୁ ଥରେ ମାତ୍ର ସେବନ କରିଲେ ଭୋକ ଏମିତି ଲାଗିବ କି ଆପଣ ପଥର ବି ଖାଇଯିବେ- Health Tips

ବନ୍ଧୁଗଣ ଆଜିକାଲି ଲୋକ ମାନେ ନିଜର ଦୈନଦିନ ଜୀବନ ଶୈଳୀ ରେ ଅନେକ ପରିବର୍ତ୍ତନ ଆଣୁଛନ୍ତି । କିଛି ଲୋକ ମାନଙ୍କର ଖାଦ୍ଯ ଖାଇବା ଠିକ ରହୁ ନ ଥିବାରୁ ସେମାନଙ୍କୁ ଭୋକ ଲାଗୁ ନାହି । ଯାହା ଏକ ବଡ ଚିନ୍ତା ଜନକ ସମସ୍ଯା ଅଟେ । କିଛି ଲୋକ ମାନକ କ୍ଷେତ୍ର ରେ ଯେତେ ଖାଇଲେ ମଧ୍ୟ ସେମାନଙ୍କ ପେଟ ପୁରେ ନାହିଁ ବରଂ ଆହୁରି ଅଧିକ ଭୋକ ଲାଗିଥାଏ ।

କିନ୍ତୁ ଅନ୍ୟ କିଛି ଲୋକ ମାନଙ୍କ ଠାରେ ସେମାନଙ୍କର କୌଣସି କାରଣରୁ ଭୋକ ଲାଗେ ନାହି ଯାହା ଦ୍ଵାରା ସେମାନେ ଖାଦ୍ଯ ଖାଇବାକୁ ଇଚ୍ଛା କରି ନ ଥାନ୍ତି । ଏହା ଦ୍ଵାରା ସେମାନଙ୍କର ଶରୀର ଦୁର୍ବଳ ହୋଇଯାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ହୋମ ରେମେଡି ନେଇ ଆସିଛୁ ଯାହାକୁ କରିଲେ ଆପଣଙ୍କୁ ଭୋକ ଲାଗିବ । ତେବେ ଆସନ୍ତୁ ଜାଣିବା ସେହି ହୋମ ରେମେଡି କେମିତି ପ୍ରସ୍ତିତ କରାଯିବ ।

ଏହି ହୋମ ରେମେଡି ତିଆରି କରିବା ପାଇଁ ଏକ ସହଜ ଓ ସରଳ ଉପାୟ ରହିଛି । ଏହା ପାଇଁ ଆବଶ୍ୟକତା ରହିଛି ଏକ କମଳା ଲେମ୍ବୁ ର । କମଳା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ସେବନ ବ୍ୟକ୍ତି କୌଣସି ସମୟରେ ମଧ୍ୟ କରିପାରେ । ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ପ୍ରଥମେ କମଳା ର ରସ ତିଆରି କରନ୍ତୁ । ଏହା ପରେ କମଲା ରସ ରେ କିଛି କଳା ଲୁଣ ବା ବିଟ ଲୁଣ ମିଶାନ୍ତୁ ।

ଏହା ପରେ ଏଥିରେ କିଛି ସୁଣ୍ଠି ପାଉଡର ମିଶାନ୍ତୁ । ଯାହା ଅଦା ରୁ ତିଆରି କରାଯାଏ । ସୁଣ୍ଠି ଖାଇବା ଦ୍ଵାରା ଆମ ଶରୀର ରେ ଅନେକ ଲାଭ ମିଳିଥାଏ । ଯାହା ଆପଣଙ୍କୁ କୌଣସି ଗ୍ରୋସରି ଷ୍ଟୋର ରେ ମିଳିଯିବ । ଏହା ପରେ କମଳା ରସରେ ମିଶା ଯାଇଥିବା ସୁଣ୍ଠି ଓ କଳା ଲୁଣ କୁ ଭଲ ଭାବେ ମିଶ୍ରଣ କରନ୍ତୁ ।

ଏହା ପରେ ଏହି କମଳା ରସ କୁ ଦିନକୁ ଦୁଇ ଥର ଖାଲି ପେଟ ରେ ସେବନ କରନ୍ତୁ । ଏହା ଛଡା କମଳା ରସ କୁ ଅଳ୍ପ ଗରମ କରି ମଧ୍ୟ ଏଥିରେ ବିଟ ଲୁଣ ଓ ସୁଣ୍ଠି ପାଉଡର ମିଶାଇ ସେବନ କରି ପାରିବେ । ଏହାକୁ ପ୍ରତି ଦିନ ସେବନ କରିଲେ ଆପଣ ଦେଖିବାକୁ ପାଇବେ ଆପଣଙ୍କୁ ଅଧିକ ରୁ ଅଧିକ ଭୋକ ଲାଗିବ । ତେବେ ଏହା ଥିବା ସେହି ଘରୋଇ ରେମେଡି ଯାହାର ସେବନ ଦ୍ଵାରା ଭୋକ ଲାଗିବ ।

ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିବ ଯାହା ଆପଣ ମାନଙ୍କୁ ସହାୟତା ହେବ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *