ଏହାର କେବଳ 1 ପତ୍ର ମାଇଗ୍ରେନ, ବ୍ରଣ, ମୁହଁରେ ଥିବା କଳା ଦାଗ ତୁରନ୍ତ ଦୂର ହୋଇଯିବ, ବାସ ବ୍ୟବହାର କରିବାର ସଠିକ ତରିକା ଜାଣି ନିଅନ୍ତୁ- Healthy Tips

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ କୋରୋନା ଭାଇରସ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି । ଯାହା ପାଇଁ ଆମ ଶରୀରର ଇମ୍ୟୁନିଟି ପାୱାର ବୃଦ୍ଧି କରିବା ନିହାତି ଜରୁରୀ ଅଟେ । ଏଥିପାଇଁ ଏକ୍ସପର୍ଟ ମାନେ ମଧ୍ୟ ପରାମର୍ଶ ଦେଉଛନ୍ତି । ଲେମ୍ବୁ ରସ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଲେମ୍ବୁ କେଶ, ଚେହରା ଓ ସଂପୂର୍ଣ୍ଣ ଶରୀର ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଖୁବ କମ ଲୋକେ ଜାଣିଛନ୍ତି ଲେମ୍ବୁ ପତ୍ର ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।

ଏହା ଲେମ୍ବୁ ଠାରୁ ବହୁତ ଗୁଣକାରୀ ଅଟେ । ତେବେ ଆସନ୍ତୁ ଜାଣିବା ଲେମ୍ବୁ ପତ୍ରର ଉପକାରିତା ବିଷୟରେ । ଏଥିପାଇଁ ଆବଶ୍ୟକ ରହିଛି ଅଳ୍ପ ଲେମ୍ବୁ ପତ୍ର । ଏହାକାଉ ଭଲ ଭାବେ ଧୋଇ ଦିଅନ୍ତୁ । ୫ରୁ ୧୦ଟି ଲେମ୍ବୁ ପତ୍ରକୁ ଭଲ ଭାବେ ପେଷ୍ଟ କରି ଏହାର ରସ ବାହାର କରନ୍ତୁ । ଲେମ୍ବୁ ପତ୍ରର ରସ ମାଇଗ୍ରେନ ପାଇଁ ବହୁତ ଚମତ୍କାରୀ ଅଟେ ।

ଯଦି ଆପଣଙ୍କର ମୁଣ୍ଡ ଅଧିକ ଯନ୍ତ୍ରଣା ହେଉଛି ତେବେ ଏହି କ୍ଷେତ୍ରରେ ଲେମ୍ବୁ ପତ୍ରର ରସକୁ ଆପଣ ଶୁଙ୍ଘନ୍ତୁ । କେବଳ ଏହାକୁ ସୁଙ୍ଘିବା ଦ୍ଵାରା ମାଇଗ୍ରେନ ଭଳି ସମସ୍ୟାରୁ ତୁରନ୍ତ ଆରାମ ମିଳିବ । ଯଦି ଆପଣଙ୍କ ପେଟରେ କୃମି ସମସ୍ଯା ହୋଇଛି ତେବେ ଏଥିପାଇଁ ଅଧା ଚାମଚ ଲେମ୍ବୁ ରସ ଅଧା ଚାମଚ ମହୁ ମିଶ୍ରଣ କରନ୍ତୁ । ଏହାକୁ ଦିନକୁ ମାତ୍ର ଥରେ ସେବନ କରନ୍ତୁ ।

ଦେଖିବାକୁ ପାଇବେ କି ପେଟରେ ଥିବା ପୋକ ବା କୃମି ସମସ୍ଯା ତୁରନ୍ତ ଭଲ ହୋଇଯିବ । ଯଦି ଆପଣ ନିଜ ମୁହଁରୁ ବ୍ରଣ ଦୂର କରିବାକୁ ଚାହୁଁଛନ୍ତି ବା ଆପଣଙ୍କ ମୁହଁରେ କଳା ବା ଧଳା ଦାଗ ରହିଛି ତେବେ ଲେମ୍ବୁ ରସ ଆପଣଙ୍କ ପାଇଁ ରାମବାଣ ଭାବେ କାମ କରିବ ।

ପ୍ରଥମେ ଆପଣ ଲେମ୍ବୁ ପତ୍ରରୁ ରସ ବାହାର କରି କଟନ କପଡାରେ ନିଜ ମୁହଁରେ ଲଗାନ୍ତୁ । ଏହି ରେମେଡି ମୁହଁରେ ଲଗାଇବା ପରେ ୩୦ରୁ ୩୫ ମିନିଟ ଯାଏଁ ସେମିତି ରକହନ୍ତୁ । କିଛି ଦିନ ଏହାର ପ୍ରୟୋଗ କରିବା ପରେ ଆପଣଙ୍କ ମୁହଁ ରେ ହୋଇଥିବା ସବୁ ବ୍ରଣ ଓ କଳା ଦାଗ ଦୂର ହୋଜିବ । ଏହା ବ୍ଯତୀତ ଲେମ୍ବୁ ରସରା ପତ୍ରକୁ ଇନ୍ଦ୍ରିୟକୁ ଶାନ୍ତ କରିବା ପାଇଁ ପ୍ରୟୋଗ କରାଯାଏ । ବିଭିନ୍ନ ପ୍ରକାରର ବିୟୁଟି କ୍ରିମର ଏହାର ବ୍ୟବହାର କରା ଯାଇଥାଏ ।

ଏହା ଛଡା ମହୁମାଛି ଓ ମଶା ଠାରୁ ତ୍ଵଚାକୁ ସୁରକ୍ଷା ଦେବା ପାଇଁ ଏହାର ପ୍ରୟୋଗ କରା ଯାଇଥାଏ । ତେବେ ଶେଷରେ ଏତିକି କୁହା ଯାଇପାରେ କି ଲେମ୍ବୁ ପତ୍ରର ରସ ଆମ ସୌନ୍ଦର୍ଜ୍ୟ ବୃଦ୍ଧି କରିବା ସହ ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଆପଣ ଏହାର ପ୍ରୟୋଗ କରି ଦେଖନ୍ତୁ ନିଶ୍ଚିନ୍ତ ଭାବେ ସୁଫଳ ପାଇବେ । ଏମିତି କି ଲେମ୍ବୁ ପାତ୍ରରେ ଥିବା ଭିଟାମିନ ଆମ ଶରୀର ପାଇଁ ବହୁତ ଫାଇଦା ଆଣିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *