ଭାଗ୍ୟଶାଳୀ ନାରୀ ସ୍ତ୍ରୀର ପରିଚୟ, ସାକ୍ଷାତ ମା’ ଲକ୍ଷ୍ମୀ କରିଛନ୍ତି ବର୍ଣ୍ଣନା -Jyotisha Shastra

ପ୍ରତେକ ଘରେ ମହିଳା ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥାଏ । ବିବାହ ଏମିତି ଏକ ପବିତ୍ର ବନ୍ଧନ ଯେଉଁଥିରେ ସ୍ତ୍ରୀ ଇଓ ପୁରୁଷ ସାତ ଜନ୍ମ ପାଇଁ ବାନ୍ଧି ହୋଇଥାନ୍ତି । ବିବାହା ପୂର୍ବରୁ ସ୍ତ୍ରୀ ଓ ପୁରୁଷ ମନରେ ଜୀବନ ସାଥିଙ୍କୁ ନେଇ ଅନେକ କଳ୍ପନା ଆସିଥାଏ । ସ୍ତ୍ରୀ ମନରେ ଜୀବନ ସାଥି ପାଇଁ ଏମିତି ଚିନ୍ତାଧାର ରହିଥାଏ ଯିଏ ତାର ସାଥି ହେବ ତାର ସୁରକ୍ଷା କରିବା ସହ ଭଲ ପାଇବା ଦେବ ଓ ଧ୍ୟାନ ରଖିବ । ସେହିପରି ପୁରୁଷର ନିଜର ସାଥି ପାଇଁ କପଳା ଥାଏ କି ଏମିତି ସ୍ତ୍ରୀଟି ଆସୁ ଯିଏ ତାର ପରିବାରର ସୁଖ ଶାନ୍ତି ଦେବା ସହ ତାକୁ ଭଲ ପାଇବା ଦେବା ସହ ତାର କେୟାର ନେଉଥିବ । ଆଜି ଆମେ ଆପଣ ମନାଙ୍କୁ ଭାଗ୍ୟଶାଳି ନାରୀ ମାନଙ୍କର କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ।

୧- ଯେଉଁ ନାରୀର ଲମ୍ବା କେଶ ରହିଥାଏ ସେହି ନାରୀ ଭାଗ୍ୟଶାଳୀ ହେବା ସହ ସୁଖ ସମୃଦ୍ଧିର ପ୍ରତୀକ ହୋଇଥାଏ । କାରଣ ମା ଲକ୍ଷ୍ମୀଙ୍କର ଲମ୍ବା କେଶ, ଘନ ଓ କଳା ହୋଇଥାଏ । ଯେଉଁ ନାରୀ ମାନଙ୍କର କେଶ ଲମ୍ବା ଓ ଘନ ହୋଇଥାଏ ସେମାନଙ୍କୁ ଜୀବନରେ ଐଶ୍ଵର୍ଯ୍ୟ ଓ ସୁଖ ମିଳିଥାଏ । ଏମିତି ନାରୀଙ୍କୁ ବିବାହ କରିଥିବା ପୁରୁଷ ଜୀବନରେ ସମୃଦ୍ଧି ପାଇଥାନ୍ତି ।

୨- ବଡ ବଡ ଆଖି ଓ ଗୋଲ ମୁହଁ ଥିବା ମହିଳା ମାନଙ୍କୁ ଅତ୍ୟନ୍ତ ଶୁଭ ମାନାଯାଏ । କାରଣ ଏମାନେ ନିଜ ସ୍ଵାମୀଙ୍କ ପ୍ରତି ବଫାଦାର ହୋଇଥାନ୍ତି । ଏମାନେ ଯେଉଁ ଘରେ ବିବାହ କରି ଯାଇଥାନ୍ତି ସେହି ଘରେ କ୍ଲେଶ ସୃଷ୍ଟି ହୁଏ ନାହି । ଏମାନଙ୍କର ଆଗମନରେ ଘରେ ସୁଖ ଶାନ୍ତିର ମାହୋଲ ସୃଷ୍ଟି ହୋଇଥାଏ ।

୩- ଯେଉଁ ମହିଳା ମାନଙ୍କର ମଥା ଚଉଡା ରହିଥାଏ ସେମାନଙ୍କୁ ଉତ୍ତମ ବୋଲି ମାନାଯାଏ । ଏମାନେ ନିଜ ପରିବାରର କଲ୍ୟାଣକାରୀ ହୋଇଥାନ୍ତି ।

୪- ଯେଉଁ ମହିଳାଙ୍କର ନାକର ଅଗ୍ର ଭାଗରେ କଳାଜାଇ ରହିଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଜୀବରେ ସୁଖ ସମୃଦ୍ଧି ନେଇ ବଞ୍ଚିଥାନ୍ତି । ଏଭଳି ମହିଳା ଯେଉଁ ଘରେ ଯାଇଥାନ୍ତି ସେହି ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

୫- ଯେଉଁ ମହିଳାଙ୍କର ଦାନ୍ତ ମଝିରେ ଗ୍ୟାପ ଥାଏ, ନାଲି ଜିଭ । ଓଠ ହାଲକା ଗୋଲାପି ହୋଇଥିବ ଓ ଓଠରେ କଳାଜାଇ ଥିଲେ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ପରିବାରର କେୟାରେ ନେବାରେ ଆଗରେ ରହିଥାନ୍ତି ।

୬- ଯେଉଁ ମହିଳାଙ୍କର ବେକ ପତଳା ଓ ଲମ୍ବା ହୋଇଥାଏ ସମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳାଙ୍କୁ ବିବାହ କରିଥିବା ବେପାର ଓ ଚାକିରି କ୍ଷେତ୍ରରେ ଉନ୍ନତି କରିଥାନ୍ତି । ଏପରି ପୁରୁଷ ଜୀବନରେ କେବେ ବି ଅସଫଳ ହୁଅନ୍ତି ନାହି ।

୭- ଯେଉଁ ମହିଳାଙ୍କର ବାମ କାନ୍ଧ ଆଗକୁ ନାଇଁକୁ ଥିବ, ହାତରେ ଶଙ୍ଖ, ଚକ୍ର ଭଳି ଶୁଭ ଚିହ୍ନ ଥିବ, ଆଙ୍ଗୁଳି ଲମ୍ବା ଓ ସୁନ୍ଦର ହୋଇଥିବ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *