ଏହି ୫ ଜଣ ଅଭିନେତ୍ରୀ ଫିଲ୍ମ ସୁଟିଂ ବେଳେ ହୋଇଥିଲେ ପ୍ରେଗ୍ନେଟ, ପ୍ରଥମ ଜଣକ ତ ଅବିବାହିତା ଥିଲେ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣମାନଙ୍କୁ କିଛି ବଲୀଉଡ ଅଭିନେତ୍ରୀଙ୍କ ବିଷୟରେ  କିଛି କଥା କହିବୁ ଯାହା ଆପଣ ଜାଣିନଥିବେ । ବଲୀଉଡ ଦୁନିଆ ହେଉଛି ଏକ ଏଭଳି ଚକମକ ଦୁନିଆ ଯାହା ଆଢୁଆଳରେ ଅନେକ ଅଭିନେତା ଅଭିନେତ୍ରୀଙ୍କର ଗୁମର ଲୁଚି ରହିଛି । ଏମିତି ବହୁତ କଥା ଅଛି ଯାହା ଜାଣିଲେ ଆପଣ କେବେ ବିଶ୍ବାସ କରି ପରିବେନି କି ଏମିତି କିଛି ହୋଇଥିବ ବୋଲି । ତେବେ ସେହିଭଳି କିଛି ଗୋପନୀୟ ତଥ୍ୟ ଆମେ ଆଜି ଆପଣ ମାନଙ୍କୁ କହିବୁ ଏହି ସବୁ ଅଭିନେତ୍ରୀଙ୍କ ବିଷୟରେ ଯେଉଁ ମାନେ ଫିଲ୍ମ ସୁଟିଂ ସମୟରେ ପ୍ରେଗ୍ନେଟ୍ ହୋଇଯାଇଥିଲେ । ତେବେ ଆସନ୍ତୁ ଜାଣିବା ସେମାନେ କିଏ ।

Image Courtesy: Google

ଶ୍ରୀଦେବୀ

ତେବେ ଏହି ଲିଷ୍ଟ ରେ ପ୍ରଥମେ ନା ଅଛି ଶ୍ରୀଦେବୀ ଙ୍କର । ସେ ବଲିଉଡର ଏକ ପ୍ରସିଦ୍ଧ ନାୟିକା । ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ସେହିଭଳି ଅତି ସୁନ୍ଦର । ତେବେ ତାଙ୍କର ଫିଲ୍ମ ‘ଯୁଦାଇ’ର ସୁଟିଂ ବେଳେ ସେ ପ୍ରେଗ୍ନେଟ୍ ହୋଇଯାଇଥିଲେ । ସେ ସମୟରେ ସେ ବିବାହ କରି ନଥିଲେ । ସେ ସମୟରେ ତାଙ୍କର ଓ ବୋନି କପୁରଙ୍କ ଆଫେୟାର ଚାଲିଥିଲା । ତେବେ ସୁଟିଂ ଶେଷ ହେବା ପରେ ସେ ବୋନିଙ୍କୁ ବିବାହ କରିଥିଲେ । ତେବେ ସେହି ଝିଅ ହେଲେ ଜାହ୍ନବୀ ।

Image Courtesy: Google

ଜୁହୀ ଚାୱାଲା

ଜୁହୀ ମଧ୍ୟ ତାଙ୍କର ଫିଲ୍ମ ‘ଝଙ୍କାର ବିଟସ୍’ ର ସୁଟିଂ ବେଳେ ପ୍ରେଗ୍ନେନଟ୍ ଥିଲେ । ତେବେ ସେହି ଫିଲ୍ମରେ ଏକ ସିନ୍ ଏମିତି ଥିଲା ଯେଉଁଥିରେ ସେ ଗର୍ଭବତୀ ଥିଲେ । ତେବେ ସେହି ସିନ୍ ସମୟରେ ସେ ପ୍ରକୃତରେ ଗର୍ଭବତୀ ଥିଲେ । ତେବେ ତାଙ୍କର ସେହି ଫିଲ୍ମ ସୁପର ହିଟ ମଧ୍ୟ ହୋଇଥିଲା ।

Image Courtesy: Google

ଜୟା ବଚ୍ଚନ

ଶ୍ରୀଦେବୀ ଓ ଜୁହୀ ଙ୍କ ଭଳି ଜୟା ମଧ୍ୟ ଫିଲ୍ମ ସୁଟିଂ ବେଳେ ପ୍ରେଗ୍ନେଟ୍ ଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ହେଲେ ଏହା ସତ ।  ଫିଲ୍ମ ‘ସୋଲେ’ର ସୁଟିଂ ବେଳେ ଜୟା ପ୍ରେଗ୍ନେଟ୍ ଥିଲେ ।

Image Courtesy: Google

ଐଶ୍ୱର୍ଯ୍ୟା

ଏହି ଲିଷ୍ଟ ରେ ୯୦ ଶତକର ସୁପର ହେରୋଇନ ଐଶ୍ୱର୍ଯ୍ୟା ମଧ୍ୟ ଅଛନ୍ତି । ଫିଲ୍ମ ‘ହିରୋଇନ୍’ର ସୁଟିଂ ବେଳେ ସେ ଗର୍ଭବତୀ ହୋଇଥିଲେ । ସେଥିପାଇଁ ତାଙ୍କୁ ଫିଲ୍ମ ଛାଡିବାକୁ ପଡିଲା ଓ ତାଙ୍କ ଜାଗାରେ କରିନା ସେହି ଫିଲ୍ମ ରେ ଅଭିନୟ କରିଥିଲେ ।

Image Courtesy: Google

କାଜୋଲ

ତେବେ କାଜୋଲ ମଧ୍ୟ ସୁଟିଂ ବେଳେ ପ୍ରେଗ୍ନେଟ ହୋଇଥିଲେ । ତେବେ ଏହା ତାଙ୍କର ଦ୍ୱିତୀୟ ଗର୍ଭ ଥିଲା । ସେ  ମା ହେବାକୁ ଯାଉଥିଲେ ବି ଫିଲ୍ମର ସୁଟିଂ ବନ୍ଦ କରିନଥିଲେ । ଏଣୁ ଫିଲ୍ମର ସୁଟିଂ ସଠିକ ସମୟରେ ସରିବା ସହ ରିଲିଜ ବି ହୋଇଥିଲା।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *