ମା ଲକ୍ଷ୍ମୀ ହେବେ ପ୍ରସନ୍ନ ଏହି ପାଞ୍ଚଟି ରାଶି ଉପରେ, ହେବେ ମାଲାମାଲ – ବଦଳିଯିବ ଏମାନଙ୍କ ଭାଗ୍ୟ, ଆପଣଙ୍କ ରାଶି ନାହିଁ ତ ? ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆମେ ଆପଣଙ୍କୁ ସ୍ଵାଗତ କରୁଛୁ ଆମର ଏହି ଲେଖାକୁ। ଆଜି ଆମେ ଆପଣଙ୍କୁ ଏକ ଏମିତି ଖବର ଦେବୁ ଯାହା ଶୁଣି ଆପଣ ଖୁସିରେ ନାଚି ଉଠିବେ । ଆମ ହିନ୍ଦୁ ଧର୍ମରେ ବହୁତ ଦେବା ଦେବୀ ଅଛନ୍ତି ଓ ସେଥି ମଧ୍ୟରୁ ଜଣେ ହେଲେ ମା ଲକ୍ଷ୍ମୀ । ମାଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ, ସେ ଯାହା ଉପରେ ପ୍ରଶନ୍ନ ରୁହନ୍ତି ତାର କେବେ ବି କିଛି ସମସ୍ୟା ଦେଖା ଦିଏ ନାହିଁ ।  ଧନ କାହାର ବା ନ ଦରକାର ? ଆଜିକାଲି ସମସ୍ତେ କେବଳ ଧନ କମାଇବା ପଛରେ ଧାଇଁ ଛନ୍ତି। ହେଲେ ବହୁତ ପରିଶ୍ରମ କରି ମଧ୍ୟ କିଛି ଲୋକ ବିଶେଷ ଧନ ଅର୍ଜନ କରି ପାରୁ ନାହାନ୍ତି, କାହିଁକି ନା ସେହିଭଳି ଲୋକ ମାନଙ୍କ ଉପରେ ମାଙ୍କର ଆଶୀର୍ବାଦ ନ ଥାଏ।   ତେବେ ଆଜି ଆମେ ସେହି ବିଷୟରେ କହିବୁ ଯେ ମା ଲକ୍ଷ୍ମୀ କିଛି ରାଶି ଉପରେ ନିଜର କୃପା ବର୍ଷେଇ ପାରନ୍ତି । ଚଲାନ୍ତୁ ଜାଣିବା ସେହି ବିଷୟରେ

ମା ଲକ୍ଷ୍ମୀଙ୍କ ଆଗମନ –

ମା ଲକ୍ଷ୍ମୀ ସେହି ଘରକୁ ଯାଇଥାନ୍ତି ଯେଉଁ ଘରର ପରିବେଶ ସକାରାତ୍ମକ ଊର୍ଜାରେ ଭରି ରହିଥାଏ ।  ଏବଂ ଯେଉଁ ଘରେ ନକାରାତ୍ମକ ଊର୍ଜା ଭାରି ରହିଥାଏ ସେଠାରେ ଲକ୍ଷ୍ମୀ ପ୍ରବେଶ କରିବାକୁ ପସନ୍ଦ କରନ୍ତି ନାହିଁ । ସେଥିପାଇଁ ସର୍ବଦା ଏହି କଥାର ଧ୍ୟାନ ରଖିବାକୁ ହେବ ଯେମିତି ଆପଣଙ୍କ ଘରେ ସକରାତ୍ମକ ଉର୍ଜା ଭାରି ରହିବ ।  ଏହା ପାଇଁ ଆପଣଙ୍କୁ ନିଜ ଘରକୁ ସଫା ସୁତୁରା ରଖିବାକୁ ହେବ । ଯେତେ ଅଳିଆ ଆବର୍ଜନା ଅଛି ତାହାକୁ ଫିଙ୍ଗି ଦିଅନ୍ତୁ । ଏହି ପରି ସଫା ସୁତୁରା ରହିଲେ ଆପଣଙ୍କ ଘରେ ନକାରାତ୍ମକ ଊର୍ଜା ଦେଖା ଦେବ ନାହିଁ ।

ଘରେ ଗଙ୍ଗାଜଳର ଛିଞ୍ଚିବା ଦ୍ୱାରା ଲକ୍ଷ୍ମୀ ଆପଣଙ୍କ ଘର ପ୍ରତି ଅଧିକା ଆକର୍ଷିତ ହୋଇଥାନ୍ତି । ନିୟମିତ ରୁପରେ ସକାଳ ଓ ସଂନ୍ଧ୍ୟାରେ ପୁଜା ପାଠ କରନ୍ତୁ , ଏହା ଦ୍ୱାରା ସକାରାତ୍ମକ ଊର୍ଜା ଅଧିକା ହେବ । ଘରେ ଲଢେଇ ଝଗଡା, ଗାଳିଗୁଲଜ କିମ୍ବା ସଂନ୍ଧ୍ୟା ସମୟରେ ଶୋଇବା ବିଲକୁଲ୍ କରନ୍ତୁ ନାହିଁ । ଘର ବାଟରେ ଶୁଭ ଲାଭ ଲେଖନ୍ତୁ ଓ ଗୋଟେ ସ୍ୱସ୍ତିକ ଚିହ୍ନ କରନ୍ତୁ , ଆପଣ ଚାହିଁଲେ ଘରର ମୁଖ୍ୟ ଦ୍ୱାରରେ ଲକ୍ଷ୍ମୀ ମାଙ୍କ ପାଦ ବି ବନେଇପାରିବେ , ଏଥିରୁ ମାଙ୍କ ସଙ୍କେତ ମିଳିଯିବ ଓ ଆପଣ ତାଙ୍କୁ ନିମନ୍ତ୍ରଣ କରିପାରିବେ ।

ତେବେ ଆମେ ଯେଉଁ ସବୁ ରାଶି ଉପରେ ମାଙ୍କର କୃପା ଦ୍ରୁଷ୍ଟି ହେବ ସେହି ରାଶି ମାନଙ୍କ ବିଷୟରେ କହିବୁ ସେହି ଭାଗ୍ୟଶାଳୀ ରାଶିମାନେ ହେଲେ ବୃଷ, ମିଥୁନ, ସିଂହ , ଧନୁ , ମକର, ଏହି ୫ ଟି ରାଶିମାନଙ୍କର ଆସୁଥିବା ସମୟରେ ମା ଲକ୍ଷ୍ମୀଙ୍କର ଆଶିର୍ବାଦ ପ୍ରାପ୍ତି ହେବ , ଏହାକୁ ନେଇ ଧନର ମାମଲାରେ ତାଙ୍କର ଭାଗ୍ୟ ବଦଳିବ ।

Leave a Reply

Your email address will not be published. Required fields are marked *