ଦୁନିଆଁର ସବୁଠାରୁ ଶକ୍ତିଶାଳୀ ଫଳ, ଏହାର ସେବନ ପୁରୁଷଙ୍କ ପାଇଁ ଏହା ଅଟେ ଅମୃତ ସମାନ – ବୟସ୍କ ଲୋକ ବି ହୋଇଯିବେ ଯବାନ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏକ ଏଭଳି ଫଳ ବିଷୟରେ କହିବୁ ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । ଏହି ଫଳରେ ଅଛି ଏଭଳି ଆଶ୍ଚର୍ଯ୍ୟ ଜନକ ତତ୍ଵ ଯାହା ବୟସ୍କ ଲୋକଙ୍କୁ ମଧ୍ୟ କରି ଦିଏ ଯବାନ । ତେବେ ଆସନ୍ତୁ ଜାଣିବା ସେହି ଫଳ ବିଷୟରେ । ଆଜିର ଦୁନିଆରେ ଲୋକମାନେ ଏତେ ବ୍ୟସ୍ତ ରହୁଛନ୍ତି ଟଙ୍କା କମାଇବାରେ ଯେ ସେମାନେ ନିଜ ପାଇଁ ସମୟ ବାହାର କରି ପାରୁ ନାହାନ୍ତି । ଯାହା ଫଳେ ସେମାନେ ତାଙ୍କ ସ୍ୱାସ୍ଥ୍ୟର ଦାୟିତ୍ୱ ନେଇପାରୁ ନାହାନ୍ତି । ଆଜି କାଲି ଲୋକ ଡାଏଟିଙ୍ଗ ଚକର ରେ ଏତେ କମ ଖାଉଛନ୍ତି ଯେ ସେମାନଙ୍କୁ ସଠିକ୍ ଭାବରେ ପୋଷଣ ମିଳୁ ନାହିଁ ଯାହାର କାରଣରୁ ଆମ ଶରୀର ଦୂର୍ବଳତାର ଶିକାର ହୋଇଥାଏ ।

Image Courtesy: Google

ଆଜି ଆମେ କଥା ହେଉଛୁ ସେହି ଲୋକଙ୍କ ବିଷୟରେ ଯେଉଁମାନେ ବହୁତ ଦୂର୍ବଳ ହୋଇଛନ୍ତି ଓ ନିଜ ଓଜନ ବଢାଇବା ସହ ଶରୀରକୁ ସୁସ୍ଥ ରଖିବା ପାଇଁ ଚାହିଁଥାନ୍ତି ।  ଆଜି ଆମେ ଆପଣଙ୍କୁ ଏକ ଖାସ୍ କଥା କହିବୁ , ଆମ ଦେଶରେ ବହୁତ ପ୍ରକାର ଫଳ, ଶାଗ, ଔଷଧ ମିଳିଥାଏ  ଯାହା ଆମ ପାଇଁ ବହୁତ କାମରେ ଆସେ ।

Image Courtesy: Google

ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ଯାହା ଆପଣଙ୍କ ପାଇଁ ବହୁତ ହିତକର ହେଇପାରିବ । ଆଜି ଆମେ ଆପଣଙ୍କୁ ଏମିତି ଏକ ଫଳ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଶାରୀରିକ ଅକ୍ଷମତାକୁ ଦୁର କରିବାରେ ସାହାଯ୍ୟ କରିବ ଓ ଶରୀରକୁ ଶକ୍ତିଶାଳୀ ବନାଇବ । ସେହି ଫଳର ନାଁ ହେଲା “ଭୋକର” (ଇଂରାଜୀ ରେ କୋର୍ଡିଆ ଦିଚୋତୋମ) । ଆପଣ ଏହି ଫଳର ନାଁ କେବେ ଶୁଣିନଥିବେ କିନ୍ତୁ ଏହା କେଉଁ ସାଧାରଣ ଫଳ ନୁହେଁ । ଏହି ଫଳର ସେବନ କରିଲେ ବହୁତ ଲାଭ ମିଳିଥାଏ ।

ଭୋକର ଫଳ ଖାଇବାର ଫାଇଦା

Image Courtesy: Google

ଯେଉଁମାନେ ଶାରରୀକ ଦୁର୍ବଳ ଓ ପତଳା ହୋଇଥାନ୍ତି ସେମାନେ ଏହାକୁ ସେବନ କଲେ ତାହା ଶରୀରକୁ ମଜବୁତ ଓ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ । ଏହାର ସେବନରେ ହାଡଗୁଡିକ ମଜବୁତ ହୋଇଥାଏ ଓ ଚର୍ମ ରୋଗକୁ ଦୂର କରିଥାଏ । ଏବଂ ଶରୀରକୁ ମଜବୁତ ଦେବା ସହ ନାନା ପ୍ରକାର ରୋଗ ସହ ଲଢିବାରେ କ୍ଷମତା ଯୋଗାଇଥାଏ । ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *