ଆପଣ ଘରେ ବହୁତ ପ୍ରକାରର ପଶୁ ପାଳି ପାରିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ପଶୁଙ୍କ କଥା କହିବୁ ଯାହାକୁ ଘରେ ପାଳିବା ବହୁତ ଶୁଭ ମାନନ୍ତି । ଯଦି ଆପଣ ସେମାନଙ୍କୁ ଘରେ ରଖନ୍ତି ତାହାଲେ ବହୁତ କିଛି ଫାଇଦା ହୋଇଥାଏ । ତାହାଲେ ଚାଲନ୍ତୁ ଜାଣିବା ସମୟ ନଷ୍ଟ ନକରି ଏହି ପଶୁମାନଙ୍କ କଥା ଜାଣିବା ।
ଗାଈ :
ଭାରତରେ ଲୋକ ବହୁତ ବର୍ଷରୁ ଗାଈକୁ ଘରେ ପାଳନ୍ତି । ହିନ୍ଦୁ ଧର୍ମରେ ଗାଈକୁ ପବିତ୍ର ପଶୁ ମାନିଥାନ୍ତି । ଏମିତି କୁହାଯାଏ ଗୋଟିଏ ଗାଈ ଭିତରେ ୩୩ ପ୍ରକାର ଦେବୀ ଦେବତା ବାସ କରନ୍ତି । ଏହି କାରଣରୁ ଗାଈକୁ ପୂଜା କରାଯାଏ ।
ଘରେ ଗାଈ ଥିବା ଶୁଭ ମାନାଯାଏ । ଏହାଦ୍ଵାରା ଘର ମଧ୍ୟରେ ପଜିଟିଭ ଏନର୍ଜି ରହିଥାଏ । ଏହା ଛଡା ଗାଈ କ୍ଷୀର ଦେହ ପାଇଁ ସୁସ୍ଥକର । ତାମାନେ ଗାଈ ପାଳିବା ଆପଣଙ୍କ ପାଇଁ ଦୁଇଗୁଣ ଲାଭଦାୟକ ।
ମାଛ :
ଘରେ ମାଛ ପାଳିବା ବହୁତ ଲାଭଦାୟକ ହୋଇଥାଏ । ଏମିତି କୁହାଯେ ଯେଉଁଗଛରେ ମାଛ ପାଳାଯାଏ ଆଉ ସବୁଦିନେ ତାକୁ ଖାଇବାକୁ ଦିଆଯାଏ ସେଠାରେ ଭାଗ୍ୟ ସବୁବେଳେ ତାଙ୍କ ସାହାଯ୍ୟ କରିଥାଏ । ବାସ୍ତୁଶାସ୍ତ୍ରରେ ମଧ୍ୟ ମାଛ ପାଳିବାର ମହତ୍ୱ ବିଷୟରେ କୁହାଯାଇଛି ।
ଧଳା ମୂଷା :
ଯାହା ଆପଣ ଜାଣିଛନ୍ତି ମୂଷା ଗଣେଶଙ୍କ ବାହନ ହୋଇଥାଏ । ଏମିତିରେ ଏହି ମୂଷାକୁ ଘରେ ରଖିବା ଶୁଭ ହୋଇଥାଏ । ଏହାଦ୍ଵାରା ଗଣେଶ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଜଙ୍ଗଲି ମୂଷା ରୋଗ ବଢାଇଥାନ୍ତି ଆଉ ସେମାନେ ବହୁତ ଫୁର୍ତୀଲା ହେବାଦ୍ଵାରା ଗୋଟେ ସ୍ଥାନରେ ରହିପାରନ୍ତି ନାହିଁ ସେଥିପାଇଁ ଧଳା ମୂଷା ପାଳିବା ଏକ ଭଲ ବିକଳ୍ପ ଅଟେ ।
କୁକୁର :
କୁକୁର ଏକ ଏମିତି ଜୀବ ଯାହାକୁ ସବୁଠୁ ଅଧିକ ଘରେ ପାଳନ କରାଯାଏ । ଏହାର ବହୁତ କିଛି କାରଣ ଅଛି । ସେ ବହୁତ ବଫାଦର ହୋଇଥାଏ ଆଉ ଘରର ସମସ୍ତଙ୍କ ସହ ଭଲରେ ମିଶିଯାଏ । କୁକୁର ସହ ଖେଳି ଆପଣ ନିଜ ମନୋରଞ୍ଜନ କରିପାରିବେ । ଘରେ କୁକୁର ପାଳିବା ଶୁଭ ମାନାଯାଏ । କାରଣ କୁକୁର ପାଇଁ ଘରେ ବହୁତ ଲୋକଙ୍କ ମୁହଁରେ ହସ ଆସିଥାଏ । ଏହିପରି ଘରେ ନେଗେଟିଭିଟି କମ ହୋଇଥାଏ ।
କଇଁଛ :
ଯଦି ଆପଣ ସବୁବେଳେ ନିଜ ଖରାପ ଭାଗ୍ୟ ପାଇଁ ଅସୁବିଧାରେ ରହୁଛନ୍ତି ତାହାଲେ ଘରେ କଇଁଛ ରଖନ୍ତୁ । ଏହାର କାରଣ ଏହାକୁ ସବୁ ଜୀବଜନ୍ତୁଙ୍କ ମଧ୍ୟରେ ଅଧିକ ଭାଗ୍ୟଶାଲି ମାନିଥାନ୍ତି । ବିଷ୍ଣୁ ଭଗବାନଙ୍କ ବହୁତ ଅବତାର ମଧ୍ୟ କଇଁଛ ଥିଲା । ସେଥିପାଇଁ ଏହାର ମହତ୍ୱ ବହୁତ ଅଧିକ ।