କେବଳ ଭାରତରେ ଅଛି ଏହି ଦିବ୍ୟ ବୃକ୍ଷ, ଏହାକୁ ସ୍ପର୍ଶ କଲେ ଦୂର ହୋଇଥାଏ ଶରୀରର ସବୁ ରୋଗ

ଏହି ଗଙ୍ଗଶିଉଳି ବୃକ୍ଷ ଦୁନିଆଁରେ କେବଳ ଅଲଗା ବୃକ୍ଷ ଭାବେ ଜଣା ଯାଏ । ଆପଣଙ୍କ ସୂଚନା ପାଇଁ କହିଦେବୁ କି ଏହି ଗଙ୍ଗଶିଉଳି ବୃକ୍ଷ କଲମ ବି ତିଆରି ହୋଇଥାଏ । ଏହି ବୃକ୍ଷ ଜୁନ୍ ପାଖାପାଖି ବହୁତ ସୁନ୍ଦର ଧଳା ରଙ୍ଗର ଫୁଲ ଫୁଟିଥାଏ । କିନ୍ତୁ ଏହି ବୃକ୍ଷର ଫୁଲ କେବଳ ରାତିରେ ଫୁଟିଥାଏ ଓ ସକାଳ ହେଲା ପରେ ଏହା ମଉଳି ଯାଇଥାଏ ।

ଗଙ୍ଗଶିଉଳି ଲକ୍ଷ୍ମୀଙ୍କ ପୂଜା ଉଦ୍ଧେଶ୍ୟରେ ମହତ୍ତ୍ୱ ରଖିଥାଏ । କିନ୍ତୁ ଆପଣଙ୍କୁ ଏହା ଜଣା ନଥିବ କି ଲକ୍ଷ୍ମୀଙ୍କ ପୁଜାରେ ଏହି ଫୁଲ ଚଢାଯାଇଥାଏ । ସେହି ଫୁଲ ଗୁଡିକ ସେଠାରେ ନଥାନ୍ତି ଯେଉଁଠି ଗଛ ଲାଗିଥାଏ । ବରଂ ସେହି ଫୁଲ ସେଠାରେ ରହିଥାଏ ଯେଉଁଠି ମାଟି ତଳକୁ ଖସିଆସେ ।

ପାରିଜାତ ଗଛକୁ ଆୟୁର୍ବେଦୀକ ହରସିଂଗାର ଗଛ ନାଁରେ ଜଣା ଯାଇଥାଏ । ଏହାକୁ ଛୁଇଁଲେ ଶରୀରରେ ସବୁ ରୋଗ ଠିକ୍ ହୋଇଯାଏ । ଏହାର ଫୁଲ ପତ୍ର ଓ ଛାଲର ଉପଯୋଗ ଔଷଧୀ ବନାଇବାରେ କରାଯାଏ । ଏହାର ପତ୍ରକୁ ସବୁଠାରୁ ଭଲ ଉପଯୋଗ ଗୃଧ୍ରସୀ (ସାୟାଟିକା) ରୋଗ ଦୂର କରିବାରେ ଉପଯୋଗ କରାଯାଏ । ଏହାର ଫୁଲ ହୃଦୟ ରୋଗ ପାଇଁ ଉପଯୋଗୀ ହୋଇଥାଏ ।

ବର୍ଷରେ ଗୋଟେ ମାସ  ଯଦି ଏହି ଫୁଲକୁ କିମ୍ବା ଫୁଲର ରସକୁ ସେବନ କଲେ ହୃଦ ରୋଗରୁ ରକ୍ଷା ମିଳିଥାଏ । ଏତିକି ନୁହେଁ ଗଙ୍ଗଶିଉଳି ପତ୍ରକୁ ପେଷି କରି ମହୁ ସହ ମିଶାଇ ପିଇଲେ ସୁଖିଲା ଖାସ ଦୂର ହୋଇଯାଏ । ଏହି ପରି ଭାବେ ଗଙ୍ଗଶିଉଳି ପତ୍ରକୁ ପେଷିକରି ତ୍ୱଚାରେ ଲଗାଇଲେ ତ୍ୱଚା ସଂବନ୍ଧୀ ରୋଗ ଠିକ୍ ହୋଇଯାଏ । ପାରିଜାତର ପତ୍ରକୁ ହୋଇଥିବା ହର୍ବାଲ୍ ତ୍ୱଚା ରୋଗ ଭରପୁର ବ୍ୟବହାର କରାଯାଏ ।

Leave a Reply

Your email address will not be published. Required fields are marked *