କୋଟିପତି ରୂଷର ଝିଅ ଏକ ହରିୟାନା ପୁଅର ପ୍ରେମରେ ପଡି ପଳେଇଆସିଲା ଭାରତ, ତାପରେ ଏମିତି କିଛି ହେଲା ତାହା ସହ ଯାହା ଜାଣିଲେ ଆପଣ ବିଶ୍ବାସ କରିପାରିବେ ନାହିଁ

ମାମଲାଟି ହରିଆଣାର ଅଟେ । ଯେଉଁଠି ଗୋଟେ କୋଟିପତି ରୂଷିଆନ୍ ଝିଅ ଏକ ହରିଆଣାର ପୁଅର ଚକ୍କରରେ ଭାରତ ଆସି ପହଞ୍ଚି ଗଲା । ଏହି ଦୁଇଜଣଙ୍କ ପ୍ରେମ ଅନ୍ ଲାଇନ୍ ଡେଟିଙ୍ଗ୍ ଜରିଆରେ ଆରମ୍ଭ ହୋଇଥିଲା ଏବଂ କିଛି ଦିନ ଦୁଇ ଜଣ କଥା ବାର୍ତ୍ତା ହେବା ପରେ ଜଣେ ଅନ୍ୟ ଜଣଙ୍କୁ ଭଲପାଇବା ବା ପ୍ରେମ ହୋଇଗଲା ।

ଖବର ଅନୁସାରେ କିଛି ଦିନ ପୂର୍ବରୁ ରୂଷରେ ରହୁଥିବା ଏହି କୋଟିପତି ଝିଅଟି ଏହି ପୁଅ ସାଙ୍ଗେ ବାହା ହେବାପାଇଁ ଭାରତ ଆସିଲା । କିନ୍ତୁ ଯାହା ହେଲା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ । ଆପଣଙ୍କୁ ଜଣାଇବାକୁ ଚାହିଁବୁ କି ଏହି ବିଷୟର ସୂଚନା ସୋସିଆଲ୍ ମିଡିଆ ଜରିଆରେ ଲୋକଙ୍କ ସାମ୍ନାକୁ ଆସିଲା ଯେତେବେଳେ ସେମାନେ ଦୁଇଜଣଙ୍କର ଫଟୋଗୁଡିକୁ ସୋସିଆଲ୍ ମିଡିଆରେ ଦେଖିଥିବେ ।

ପ୍ରେମ କରିବାପାଇଁ ମଣିଷ କଣ ନା କଣ ନ କରେ । କେତେବେଳେ ସେ ନିଜ ଜୀବନ ନେଇ ଯାଏ ତ କେବେ ଅନ୍ୟର । କେତେବେଳେ ଦୁନିଆଁ ସହ ଲଢିବାପାଇଁ ବି ବାହାରି ପଡେ । କୌଣସି ଜିନିଷର ବନ୍ଧନ ନଥାଏ । ନା ଜାତି ଭେଦ, ନା ଧନୀ ଗରିବର , କିନ୍ତୁ ପ୍ରେମ ଯଦି ଦେଶ ଏବଂ ସୀମା ଡେଇଁ କାହାକୁ ଦେଖା କରିବାକୁ ଆସେ ତେବେ ଏହି ପ୍ରେମ ବାସ୍ତବରେ ମୂଲ୍ୟବାନ ହୋଇଥାଏ । ଏମିତି ଏକ ମାମଲା ହରିୟାନାରୁ ଆସିଛି । ଯାହାକୁ ଜାଣି ଆପଣ ଭାବିବାକୁ ଲାଗିବେ କି ସତରେ କଣ କିଏ ପ୍ରେମ ପାଇଁ ଏମିତି କରି ପାରିବ ?

ରିପୋର୍ଟ ମୁତାବକ ହରିଆଣା ଥିବା ରମେଶ ଏବଂ ରୁଷ୍ ରେ ରହୁଥିବା ଝିଅ ମଧ୍ୟରେ ବନ୍ଧୁତା ସୋସିଆଲ୍ ୱେବ୍ ସାଇଟ୍ ରେ ଫେସ୍ ବୁକ୍ ଜରିଆରେ ହୋଇଥିଲା । ଦୁଇ ଜଣ ପରସ୍ପର ସହ ଖୁବ କଥାବାର୍ତ୍ତା କଲେ ଏବଂ ଏହି ବନ୍ଧୁତା ପ୍ରେମରେ ବଦଳିଗଲା । ପୁଣି କଣ ହେଲା ରୁଷ୍ ଝିଅଟି ନିଜର କୋଟି କୋଟି ଟଙ୍କାର ସମ୍ପତ୍ତି ଏବଂ ଘର ପରିବାର ସମସ୍ତଙ୍କୁ ଛାଡି ଭାରତ ପଳେଇ ଆସିଲା। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ଏହା ଯେ ଏହି ରୁଷି ଝିଅଟି ବହୁତ ଧନୀ ଅଟେ । ନିଜ ଘର ପରିବାର ଛାଡି ସାତ ସମୁଦ୍ର ପାରି ହୋଇ କାହାକୁ ବାହା ହେବା ସତରେ ପ୍ରେମର ସବୁ ସୀମାକୁ ପାର କରିବା ସହ ସମାନ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏବେ ଦୁଇଜଣଙ୍କର ବାହାଘର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

କିନ୍ତୁ ପୁଅଟି ବହୁତ ଗରିବ ଅଟେ ଏବଂ କେବଳ +୨ ଯାଏଁ ପାଠ ପଢିଛି । ବହୁତ ମନା କରିବା ପରେ ମଧ୍ୟ ପୁଅ ଘର ଦୁଇଜଣଙ୍କର ବାହାଘର ପାଇଁ ରାଜି ହୋଇଗଲେ । ଏବଂ ଦୁଇଜଣ ହିନ୍ଦୁ ପରମ୍ପରା ଅନୁସାରେ ବାହା ମଧ୍ୟ ହୋଇଗଲେ କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବାହାଘର ପରେ ମଧ୍ୟ ଝିଅଟି ଭାରତରେ ରହିବାକୁ ଚାହୁଁଛି । ଏହି ବିଷୟ ବାସ୍ତବରେ ପ୍ରମାଣ କରେ ଯେ ପ୍ରେମରେ କୌଣସି ଜିନିଷର ବାଧାବିଘ୍ନ ନଥାଏ । ସବୁ ଗଳି କନ୍ଧି ପରେ ମଧ୍ୟ ଏମାନଙ୍କର ବାହାଘର ବିଷୟରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *