କେବେ ବି ଏହି ୭ଟି ବସ୍ତୁ ରଖନ୍ତୁ ନାହିଁ ଘରେ – ନଚେତ ଦେଖାଦେବ ଅନେକ ସମସ୍ୟା

ନମସ୍କାର ବନ୍ଧୁଗଣ, ଆମେ ଆପଣଙ୍କୁ ସ୍ଵାଗତ କରୁଛୁ ଆମର ଏହି ଲେଖାକୁ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ବାସ୍ତୁ ଟିପ୍ସ । ଆପଣ ତ ଜାଣିଥିବେ ଆଜିକାଲି ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜର ଭଲ ମନ୍ଦ କଥା ଜାଣିବା ପାଇଁ ଜ୍ଯୋତିଷର ସାହାଜ୍ଯ ନିଅନ୍ତି । କାହିଁକି ଲୋକମାନଙ୍କ ଜୀବନରେ ଏମିତି କିଛି କଥା ଘଟେ ଯାହା ସେମାନେ ବୁଝି ପାରନ୍ତି ନାହିଁ ଯେ ଏହା ତାଙ୍କ ସହ କାହିଁକି ହେଉଛି ।

ତେବେ ଆଜି ଆମେ ଆପଣଙ୍କୁ କହିବୁ କାହିଁକି ଆପଣଙ୍କ ଜୀବନରେ ଦୁଖ ଓ ଅଶାନ୍ତି ଲାଗି ରହୁଛି ।

ଆପଣ ଦେଖିଥିବେ ବେଳେବେଳେ ଜଣେ ବ୍ୟକ୍ତି ନିଜର କୈଣସି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ବହୁ ପରିଶ୍ରମ କରି ମଧ୍ୟ ବାରମ୍ବାର ଅସଫଳ ହୋଇଥାନ୍ତି । ତେବେ ଏହା କାହିଁକି ହୁଏ ସେ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି କେହି ବାରମ୍ବାର ଚେଷ୍ଟା କରି ମଧ୍ୟ ତାକୁ ସଫଳତା ମିଳୁ ନାହିଁ ତେବେ ଜାଣିବେ ସେହି ବ୍ୟକ୍ତିର ଘରେ ନିଶ୍ଚିନ୍ତ କିଛି ବାସ୍ତୁ ଦୋଷ ଅଚଚି । ବାସ୍ତୁ ଦୋଷ ଥିବା ଘରେ ସମସ୍ତ ପରିବାର ଲୋକ ଙ୍କୁ ସମସ୍ୟା ମଧ୍ୟ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଘରେ  କେଉଁସବୁ ବସ୍ତୁ ରଖିଲେ ଏହି ବାସ୍ତୁ ସମସ୍ଯା ଦେଖା ଦିଏ ଓ କେବେବି ସେହି ସବୁ ବସ୍ତୁ ଘରେ ରଖିବେ ନାହିଁ ।

ପ୍ରଥମ ରେ ହେଉଛି , ଘରେ କେବେବି ଚାଇନିଜ୍ ଗଛ ରଖନ୍ତୁ ନାହିଁ ଏହା ଦ୍ୱାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାନ୍ତି ।

ତା ପରେ ହେଉଛି ଘରର ଉତ୍ତର ପୂର୍ବ ଦିଗ ରେ କେବେବି ବଡ଼ କିମ୍ବା ଭାରି ସାମଗ୍ରୀ ରଖନ୍ତୁ ନାହିଁ ଏହା ଦ୍ୱାରା ଘରେ ନକରାତ୍ମକ ଉର୍ଜା ସୃଷ୍ଟି ହୁଏ ।

ତୃତୀୟ ରେ ହେଉଛି ଖଟ ତଳେ ଜୋତା ,ଚପଲ ରଖନ୍ତୁ ନାହିଁ ଏହା ଦ୍ୱାରା ରୋଗ ଓ ମାନସିକ ଅଶାନ୍ତି ର କାରଣ ହୋଇଥାଏ ।

ଚତୁର୍ଥ ରେ ହେଉଛି ଦାନ ଓ ପୂଜା ପାଇଁ ଆସିଥିବା ସାମଗ୍ରୀ କୁ ଅଧିକ ଦିନ ଯାଏ ଘରେ ରଖନ୍ତୁ ନାହିଁ । ଏହା ଦ୍ୱାରା ଅଶୁଭ ଫଳ ଦେଇଥାଏ ।

ପଞ୍ଚମ ରେ ହେଉଛି , କଦାପି କୈଣସି ଦେବୀ ଦେବତା ଙ୍କ ଖଣ୍ଡିତ ମୂର୍ତ୍ତି ରଖନ୍ତୁ ନାହିଁ ଏହା ଦ୍ୱାରା ଆପଣ ଆପଣଙ୍କ ଦୁର୍ଭାଗ୍ୟ କୁ ନିମନ୍ତ୍ରଣ କରୁଛନ୍ତି ।

ଷଷ୍ଠ ରେ ହେଉଛି ଘରେ ଭଗାଂ ଜିନିଷ ରଖିବା ଉଚିତ ନୁହେଁ ଏହା ଦ୍ୱାରା ଖରାପ ସମୟ ଆସିଥାଏ ।

ଘରର ଉତ୍ତର ପଶ୍ଚିମ ଦିଗରେ କୈଣସି ଜିନିଷ ରଖନ୍ତୁ ନାହିଁ । କାରଣ ଏହି ଦିଗରେ ସର୍ବଦା ଟଙ୍କା, ସୁନା ରହିଥାଏ ।

ଆଶାକରୁଛୁ ଆମର ଏହି ବାସ୍ତୁ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ବାସ୍ତୁ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *