ଏହି ଅଭିନେତ୍ରୀଙ୍କ ପାଇବା ପାଇଁ ବାବୁଶାନ୍‌ ଓ ବୁଦ୍ଧାଦିତ୍ୟଙ୍କ ମଧ୍ୟରେ ହୋଇଗଲା ସାଙ୍ଘାତିକ ଝଗଡ଼ା

ଓଲିଉଡ୍‌ ଚକୋଲେଟ୍‌ ବୟ ବାବୁଶାନ୍‌ ମହାନ୍ତି ଏବଂ ବୁଦ୍ଧାଦିତ୍ୟଙ୍କ ମଧ୍ୟରେ ଝଗଡ଼ା ଲାଗିଛି । ସେ ପୁଣି ଜଣେ ଅଭିନେତ୍ରୀଙ୍କୁ ନିଜର କରିବା ପାଇଁ । ଦୁଇଜଣଙ୍କ ମଧ୍ୟରେ ଏହି ଝଗଡ଼ା କିଛି ଦିନ ତଳୁ ଆରମ୍ଭ ହୋଇଛି । ଝଗଡାଟି ଏତେ ଭୟାନକ ଯେ ଦୁଇଜଣ ଦୁଇଜଣକୁ ମାରିବାକୁ ପଛଉ ନାହାନ୍ତି, ତେବେ ଏହି ଝଗଡାର ଅନ୍ତ କେବେ ଓ କେଉଁଠି, ତାହା କାହାକୁ ଜଣା ନାହିଁ । ସବୁଠୁ ବଡ଼ କଥା ହେଉଛି, ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରୁ କେହି ବି ଚିନ୍ତିତ ନାହାନ୍ତି । କାରଣ ଏହି ଝଗଡା ରିଅଲ୍‌ରେ ନୁହେଁ ରିଲ୍‌ରେ ହେଉଛି ।

“ତିତଲି” UPDATE – 5ଟି ଜିଲ୍ଲାକୁ Red Alert ଦେଖନ୍ତୁ ଆପଣଙ୍କ ଜିଲ୍ଲା ଥାଇପାରେ- ଏବେହିଂ ଶେୟାର କରନ୍ତୁ

ତରଙ୍ଗ ସିନେ ପ୍ରଡକ୍ସନ୍ସର ନିର୍ମାଣାଧୀନ ଓଡ଼ିଆ ଫିଲ୍ମ ‘ଶ୍ରୀମାନ୍‌ ସୁର ଦାସ’ରେ ଏହି ଦୁଇ ଅଭିନେତାଙ୍କ ମଧ୍ୟରେ ଝଗଡା ଲାଗୁଥିବାର ଦୃଶ୍ୟ ଦେଖିବାକୁ ମିଳିବ । ପ୍ରଯୋଜନା ସଂସ୍ଥା ପକ୍ଷରୁ ଫିଲ୍ମର କାହାଣୀ ସମ୍ପର୍କରେ ଏଯାଏ କିଛି ସ୍ପଷ୍ଟ କରାଯାଇ ନାହିଁ । ତେବେ ୟୁଟ୍ୟୁବ୍‌ରେ ରିଲିଜ୍‌ ହୋଇଥିବା ଭିଡିଓ ଏବଂ ପୋଷ୍ଟରରୁ ମିଳିଥିବା ସୂଚନା ଅନୁସାରେ, ଫିଲ୍ମର ମୁଖ୍ୟ ଚରିତ୍ରରେ ଥିବା ଅଭିନେତ୍ରୀ ଭୂମିକାଙ୍କ ପାଇଁ ବାବୁଶାନ୍‌ ଏବଂ ବୁଦ୍ଧାଦିତ୍ୟ ପରସ୍ପର ସହ ଝଗଡ଼ା କରୁଛନ୍ତି ।

 

ସୂଚନାଯୋଗ୍ୟ, ‘ଶ୍ରୀମାନ୍‌ ସୁର ଦାସ’ ଦଶହରାରେ ରିଲିଜ୍‌ ହେବାକୁ ଯାଉଛି । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି ।

୧୦ ବର୍ଷ ବଡ ଭାଉଜ ସାଙ୍ଗରେ ହେଇଥିଲା ୧୫ ବର୍ଷର ଏହି ପିଲାର ବାହାଘର – ତାପରଦିନ ସକାଳେ ଯାହା ହେଲା ଦେଖିଲେ ଆପଣଙ୍କ ହୋସ ଉଡିଯିବ

Leave a Reply

Your email address will not be published. Required fields are marked *