ଏହି ୮ ଟି ପକ୍ଷୀ ଆପଣଙ୍କୁ କରିବେ ଧନୀ 

ଆମର ପୂର୍ବ ପୁରୁଷ ମାନେ ଏମାନଙ୍କୁ ଖାଦ୍ୟଦେଇଥାନ୍ତି, ପାଳିଥାନ୍ତି ଓ ସେବା ମଧ୍ୟ କରିଥାନ୍ତି ।  ବିଶେଷ କରି ଶରଧା ପର୍ବ ପର୍ବାଣିରେ ଏମାନେ ଯଦି ସମର୍ପିତ ଖାଦ୍ଯ ଖାଇଦେଇଥାନ୍ତି ତାହା ପିତୃପୁରୁଷ ଖାଇଦେଲେ ଭାବି ଖୁସି ହୋଇଥାନ୍ତି । କେହି ମାନନ୍ତୁ କି ନ ମାଣନ୍ତି ମଣିଷର ଜୀବନରେ ଏହାର ପ୍ରଭାବ ପଡିଥାଏ । ଯଦି ସଦଭାବନା ଓ ବିଶ୍ବାସର ସହିତ ଏହି କାର୍ଯ୍ୟ କରାଯାଇଥାଏ ତେବେ ନିଚିନ୍ତ ସୁଫଳ ମିଳିଥାଏ ।

କାଉ – କ୍କଉ ହେଉଛି ମଣିଷର ବନ୍ଧୁ ସେ ପରିବେଶ ସଫାସୁତୁରା ରଖିବାରେ ସାହାର୍ଯ୍ୟ କରିଥାଏ  ଓ ଶନିଦେବଙ୍କର ମଧ୍ୟ ବାହନ ହୋଇଥାଏ । କେଉଁ ଖାଦ୍ୟଦେଇ ସନ୍ଥୁଷ୍ଟ କରିବାର ଅର୍ଥ ଶନିଦେବଙ୍କୁ ସନ୍ତୁଷ୍ଟ କରିବା । ପ୍ରତିଦିନ ଯଦି କାଉକୁ କିଛି କିଛି ଖାଦ୍ୟ ଦିଅନ୍ତି ।

Image Courtesy: Google

ଜେପରିକି ଖିରୀ, ପୁରୀ, ମିଠା, ରୁଟି, ବିସ୍କୁଟ, କ୍ଷୀରୀ ଏହିଭଳି ଖାଦ୍ୟ ଦେବା ଓ ସନ୍ତୁଷ୍ଟ କରିବା ଶାସ୍ତ୍ରରେ ମଧ୍ୟ ବର୍ଣିତ  ରହିଛି । ଯଦି ପ୍ରତିଦିନ ଏହିପରକର ସେବା କାଉର କରାଯାଏ ଜୀବନରେ ପୂଣ୍ୟ ଅର୍ଜନ ହୋଇଥାଏ ।ଏହି ମାନଙ୍କର ସେବା କାଲେ  ଜୀବନରେ ଧନ, ସୁଖ ସମୃଦ୍ଧି  ଲାଭ ହୋଇଥାଏ । ପ୍ରତେକ ଅମାବାସ୍ୟା ଓ ଶନିବାର ଦିନ କଉକୁ ଖିର ଖାଇବାକୁ ଦିଆଯାଏ  ଶନିଦେବଙ୍କ ସମେତ ଶୁକ୍ର ଗ୍ରହ ମଧ୍ୟ  ସନ୍ତୁଷ୍ଟ ହୋଇଥାନ୍ତି । ଯାହାକି ଗୃଷ୍ଠ ଜୀବନ ଧନ, ସୁଖ ସମୃଦ୍ଧିରେ ଭରି ଯାଇଥାଏ ।

Image Courtesy: Google

ଲୁଣିଆ ଖାଦ୍ୟ ଯେପରି ସେଓ, ବିସ୍କୁଟ ଇତ୍ୟାଦି ଖାଇବାକୁ ତେବେ ରାହୁ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି । ଏହାଦ୍ବାରା ରାହୁଦଶା ଓ ମହା ଦାସା କ୍ଷୟ ହୋଇଥାଏ ଏବଂ ରୋଗ, ରୁଣ, ଶତ୍ରୁ ମଧ୍ୟ  ନାସ ହୋଇଥାଏ । ରାହୁ କେତୁ ସନୀଙ୍କର ଯଦି ଦାସା ମହା ଦାସ ଅନ୍ତର୍ଦଶା ଦ୍ଵାରା ଜୀବନରେ ଯଦି କିଛି ନକରାତ୍ମକ ଦେଖିବାକୁ ମିଳିଥାଏ ଦୁଃଖ ଦୁର୍ଦଶା ଓ ରୁଣ ମୁକ୍ତ ହେବା ରୋଗ ଦେଖା ଦେବା ଶତ୍ରୁ ବୃଦ୍ଧି ହେବା। ଏହି କ୍ଷେତ୍ରରେ କାଉକୁ ଲୁଣିଆ ଖାଦ୍ୟ ଶେଉ, ବିସ୍କୁଟ ଆଦି ଖାଦ୍ୟ ଦେବା ଦ୍ଵାରା ଏହି ସମସ୍ତ ସମସ୍ୟା ମନ ଦୂର ହୋଇଥାଏ ।

Image Courtesy: Google

ଯଦି ଘର ପ୍ରଥା ତିଆରି ରୁଟି ଯଦି କାଉକୁ ଖାଇବାକୁ ଦିଆଯାଏ ତେବେ ସୂର୍ଯ୍ୟ ଓ ଶୁକ୍ର ସନ୍ତୁଷ୍ଟ ହୋଇଥାନ୍ତି ଏବଂ ବୃହସ୍ପତିଙ୍କର ଆଗମନ ହୋଇଥାଏ । ଏହା ସହିତ ଯଦି ତେଲ ପକାଇ ରୁଟିକୁ ସେକିକି କାଉ ଖାଇବାକୁ ଦିଆଯାଏ ତେବେ ଶନି ରାହୁ କେତୁଙ୍କର କୁ ପ୍ରଭାବ ଦୂର ହୋଇଥାଏ । ଯଦି ମିଠା ବୁନ୍ଦି କାଉକୁ ଖାଇବାକୁ ଦିଆଯାଏ ତେବେ ବୁଧ ଏବଂ ମଙ୍ଗଳ ଗ୍ରହ ସନ୍ତୁଷ୍ଟ ହୋଇଥାନ୍ତି । ଯାହା ଫଳରେ ଦୁର୍ଘଟଣା, ଦୁଃଖ, ରୁଣ, ସନମାନ ହାନିରୁ ମଧ୍ୟ  ମୁକ୍ତି ମିଳିଥାଏ ।

Image Courtesy: Google

ଜୀବନ ପୁଣି ଥରେ ସୁଖ ସମୃଦ୍ଧିରେ ଭରି ଯାଇଥାଏ । ମାନ ପ୍ରତିଷ୍ଠା ମଧ୍ୟ ପ୍ରାପ୍ତ ହୋଇଥାଏ । ଏହା ସହିତ ମୁଖ୍ୟ ହେଉଛି ପାଣି । ଯଦି ଏତେ ପ୍ରକାର ଖାଦ୍ୟ ଦେଇ ପାଣି ନଦିଆଯାଏ ତେବେ କିଛି ଖରାପ ପ୍ରଭାବ ମଧ୍ୟ ଜୀବନରେ ପଡିଥାଏ । ଏଣୁ କାଉକୁ ଖାଇବାକୁ ଦେଲା ପରେ ପଣି ପିଇବାକୁ ଦେଲି ଜୀବନରେ ବହୁତ ଗୁପ୍ତା ସମସ୍ୟା ମଧ୍ୟ ଦୂର ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *