101 ବର୍ଷ ପରେ ବନୁଛି ଏହି ଜନ୍ମାଷ୍ଟମୀରେ ମହାସଂଯୋଗ, ରାଶି ଅନୁସାରେ ନିଶ୍ଚୟ କରନ୍ତୁ ଏହି ମହା ଉପାୟ…. ତା ପରେ ଦେଖିବେ ଚମତ୍କାର

ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଏ । ଏହି ପର୍ବ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପ୍ରତି ବର୍ଷ ପାଳନ କରାଯାଏ । ଚଳିତ ବର୍ଷ ଅଗଷ୍ଟ ୩୦ରେ ଜନ୍ମାଷ୍ଟମୀ ପାଳନ କରାଯିବ । ମାନ୍ୟତା ରହିଛି ଭଗବାନ ସରେ କୃଷ୍ଣଙ୍କ ଜନ୍ମ ରୋହିଣୀ ନକ୍ଷତ୍ର ଓ ବ୍ରଶ ଲଗ୍ନରେ ହୋଇଥିଲା । ଏହି ଦିନ ଭଗବାନ ଶ୍ରୀ କୃଷ୍ଣଙ୍କୁ ତାଙ୍କର ପ୍ରିୟ ଜିନିଷ ଭୋଗ ଲଗାଇଲେ ମନସ୍କାମନା ପୁରା ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ଶ୍ରୀ କୃଷ୍ଣଙ୍କ ଶ୍ରୀଙ୍ଗାର ଓ ଭୋଗ ଲଗାଇଲେ ରାଶି ମାନଙ୍କ ଉପରେ ପ୍ରଭାବ ପଡିଥାଏ ।

ଶାସ୍ତ୍ର ଅନୁସାରେ ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମ ବିଶେଷ ଜ୍ଯୋତିଷ ସଂଯୋଗରେ ହୋଇଥିଲା । ତେବେ ଆସନ୍ତୁ ଜାଣିବା ଜନ୍ମାଷ୍ଟମୀରେ ରାଶି ଉପରେ କେଉଁ ସଂଯୋଗ ଘଟିବାକୁ ଯାଉଛି । ମେଷ ରାଶି : ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଭଗବାନ ଶ୍ରୀ କୃଷ୍ଣଙ୍କ ଜଳରେ ଅଭିଷେକ କରିବା ସହ ନାଲି ରଙ୍ଗର କପଡାରେ ଶ୍ରୀଙ୍ଗାର କରି ମାଖନ ଭୋଗ ଲଗାଇବା ଉଚିତ ।

ବୃଷ ରାଶି : ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ଭଗବାନ କୃଷ୍ଣଙ୍କୁ ମାଖନ, ଦହି, କ୍ଷୀର, ମହୁ, ରସଗୋଳା ଭୋଗ ଲାଗିଲେ ସବୁ ମନସ୍କାମନା ପୁରା ହୋଇଥାଏ ।

ମିଥୁନ ରାଶି : ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ରାଧାକୃଷ୍ଣଙ୍କୁ କ୍ଷୀରରେ ସ୍ନାନ କରାଇ ଚନ୍ଦନରେ ତିଳକ କରାଇ କଦଳୀ ସହ ଶୁଖିଲା ମେୱାର ଭୋଗ ଲାଗିଲେ ସମ୍ମାନ ପ୍ରାପ୍ତ ହୋଇଥାଏ ।

କର୍କଟ ରାଶି : ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀରେ ରାଧାକୃଷ୍ଣଙ୍କୁ କେଶର ସହ କ୍ଷୀରରେ ସ୍ନାନ କରାଇ ନଡିଆ ଓ ମିଠାର ଭୋଗ ଲାଗଇଲେ ଜୀବନରେ ସୁଖ ସମୃଦ୍ଧି ଆସିଥାଏ ।

ସିଂହ ରାଶି : ଏହି ରାଶିର ବ୍ୟକ୍ତି କୃଷ୍ଣଙ୍କୁ ମହୁ ଓ ଗଙ୍ଗାଜଳ ମିଶାଇ ସ୍ନାନ କରି ଗୋଲାପି ରଙ୍ଗର କପଡାରେ ଶୃଙ୍ଗାର କରି ମିଶ୍ରି ଓ ମାଖନ ଭୋଗ ଲାଗିବା ଉଚିତ ।

କନ୍ୟା ରାଶି : ଆପଣ ଭଗବାନ ରାଧାକୃଷ୍ଣଙ୍କୁ ଘିଅ ଓ କ୍ଷୀରରେ ସ୍ନାନ କରାଇ ଶୁଖିଲା ମେୱା, କ୍ଷୀର, ଗୁଜୁରାତି ଭୋଗ ଲାଗିଲେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

ତୁଳା ରାଶି : ଆପଣ ଭଗବାନ କୃଷ୍ଣଙ୍କୁ କ୍ଷୀର ଓ ଚିନିରେ ସ୍ନାନ କରାଇ କଦଳୀ, ଘିଅ ଓ କ୍ଷୀରରେ ତିଆରାଇ ହୋଇଥିବା ମିଠା ଭୋଗ ଲଗାଇଲେ ମନସ୍କାମନା ପୁରା ହୋଇଥାଏ ।

ବିଛା ରାଶି : ଆପଣ ଭଗବାନ କୃଷ୍ଣଙ୍କୁ କ୍ଷୀର, ଦହିରେ ସନା କରାଇ ଗୁଡ ଓ ନଡିଆ ଭୋଗ ଲାଗିଲେ ଆପଣଙ୍କର ମନସ୍କାମନା ପୂରଣ ହେବ ।

ଧନୁ ରାଶି : ଆପଣ ଜନ୍ମାଷ୍ଟମୀରେ କୃଷ୍ଣଙ୍କୁ କ୍ଷୀର ଓ ମହୁରେ ସ୍ନାନ କରାଇ କଦଳୀର ଭୋଗ ଲଗାଇଲେ ଆପଣଙ୍କର ସବୁ ମନସ୍କାମନା ପୂର୍ଣା ହେବ ।

ମକର ରାଶି : ଆପଣ ଜନ୍ମାଷ୍ଟମୀରେ କୃଷ୍ଣଙ୍କୁ ଗଙ୍ଗାଜଳରେ ସନା କରାଇ ଭୋଗ ରୂପରେ ମିଠା ପାନ ଅର୍ପିତ କରିଲେ ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ ।

କୁମ୍ଭ ରାଶି : ଆପଣ ଭଗବାନ କୃଷ୍ଣଙ୍କୁ ରାଧାକୃଷ୍ଣଙ୍କୁ ମହୁ, ଦହି, କ୍ଷୀରରେ ସ୍ନାନ କରାଇ ନାଲି ରଙ୍ଗର ମିଠା ଓ ଶୁଖିଲା ମେୱା ଭୋଗ ଲାଗିଲେ ସବୁ ଇଚ୍ଛା ପୂରଣ ହେବ ।

ମୀନ ରାଶି : ଆପଣ ଜନ୍ମାଷ୍ଟମିରେ କୃଷ୍ଣଙ୍କୁ ମହୁ, ଚିନି, କ୍ଷୀରରେ ସନା କରାଇ ନଡିଆରେ ତିଆରି ମିଠାରେ ଭୋଗ ଲଗାଇଲେ ଜୀବନରେ ସୁଖ ସମୃଦ୍ଧି ଆସିଥାଏ ।

ବନ୍ଧୁଗଣ ଆପଣ ମାନେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *