2020 ରେ ଏହି ରାଶିର ଲୋକମାନଙ୍କ ସମ୍ପର୍କରେ ଆସିବ ଖଟାପଣ, ଜାଣନ୍ତୁ ଆପଣଙ୍କ ରାଶି ଏଥିରେ ନାହିଁ ତ ?

ଏହି ଦୁନିଆରେ କୌଣସି ବି ବ୍ୟକ୍ତି ଏକା ରହିବାକୁ ପସନ୍ଦ କରେ ନାହିଁ । ସେଥିପାଇଁ ସେ ନିଜ ଜୀବନରେ କିଛି ପ୍ରକାର ସମ୍ପର୍କ ତିଆରି କରିଥାଏ । ମାଆ ,ବାପା ,ଭାଇ,ଭଉଣୀ,ସ୍ତ୍ରୀ ,ସାଙ୍ଗ ଏମାନେ ସମସ୍ତେ ଆମ ଜୀବନକୁ ଖୁସିରେ ଭରିଦିଅନ୍ତି । ଜେତାବେଳେ ବି କିଛି ଦୁଃଖ ଆସିଥାଏ ସେତବେଳେ ଏହି ଲୋକ ଆମର ସାଥ ଦେବା ପାଇଁ ସବୁବେଳେ ଠିଆ ହୋଇଥାନ୍ତି । ଯେତବେଳେ ଏହି ସମ୍ପର୍କରେ କାହାର ନଜର ଲାଗିଯାଏ ସେତବେଳେ ଏଥିରେ ଖାଟାପଣ ଆସିଥାଏ ।

ଦୁର୍ଭାଗ୍ୟ ବଶତ ୨୦୨୦ ରେ ବି କିଛି ଏମିତି ରାଶି ଅଛନ୍ତି ଯେଉଁ ମାନଙ୍କର ସମ୍ପର୍କର ଡୋରି ଛିଣ୍ଡି ପାରେ । ଆଜି ଆମେ କିଛି ଏମିତି ରାଶି ମାନଙ୍କ ବିଷୟରେ କହିବୁ ଯାହାଙ୍କୁ ୨୦୨୦ ରେ ନିଜ ସମ୍ପର୍କକୁ ନେଇ ସତର୍କ ରହିବା ଦରକାର ।

୨୦୨୦  ରେ ଏହି ରାଶିର ଲୋକ ମାନଙ୍କ ସମ୍ପର୍କରେ ଆସିବ ଫାଟକ

କର୍କଟ ରାଶି

ଏହି ରାଶିର ଲୋକମାନଙ୍କୁ ୨୦୨୦ ରେ କୌଣସି ବି ଝଗଡାରେ ପଡିବା ଉଚିତ ନୁହେଁ । ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ କି ଆପଣ କିଛି ଏମିତି ଭୁଲ କରନ୍ତୁ ନାହିଁ ଯାହା ପାଇଁ ଆପଣଙ୍କ ସହକର୍ମୀ ରାଗିଯିବେ । ଆସୁଥିବା ବର୍ଷ ଆପଣ ଏବଂ ଆପଣଙ୍କ ପାର୍ଟନର ଙ୍କର ଝଗଡା ହେବା ଥୟ । କିନ୍ତୁ ଆପଣ ଚନହିଲେ ସେ ଝଗଡାକୁ ଆଗକୁ ନ ନେଇ ସେଇଠି ତାର ସମାଧାନ କରିବା ଦରକାର ।

ସିଂହ ରାଶି

ଏହି ରାଶିର ଲୋକମାନଙ୍କୁ ୨୦୨୦ ରେ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ । ଏହି ବର୍ଷ ଆପଣ ରାଗରେ ଏମିତି କିଛି କରିବେ ଯାହା ଦ୍ଵାରା ଆପଣଙ୍କ ସମ୍ପର୍କ ସବୁଦିନ ପାଇଁ ଭାଙ୍ଗିଯିବ । ସିଂହ ରାଶିର ଲୋକମାଙ୍କର ଆସୁଥିବା ବର୍ଷରେ ନିଜ ଭାଇ ଭଉଣୀଙ୍କ ସହିତ ଅଧିକ ଝଗଡା ହେବାର ଯୋଗ ରହିଛି ।

ମକର ରାଶି

ଏହି ରାଶିର ଜାତକ ୨୦୨୦ ରେ ନିଜର କିଛି ଖାସ ସାଙ୍ଗଙ୍କୁ ହରାଇ ପାରନ୍ତି । ଯଦି ଆପଣ ନିଜ ସାଙ୍ଗକୁ ଠିକ ରେ ରଖିବାକୁ ଚାହୁଁଛନ୍ତି ତାହେଲେ ଆସୁଥିବା ଏହି ବର୍ଷରେ ଆପଣ ନିଜ ଇଗୋକୁ କାବୁରେ ରଖିବାକୁ ହେବ । ନଚେତ ଆପଣଙ୍କ ସମ୍ପର୍କ ଖରାପ ହୋଇ ପାରେ । ଏହା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *