ଯେତେବେଳେ ଶ୍ଵଶୁରକୁ ହେଲା ଜେଲ ବୋହୂ ଆସି ଥାନାରେ ଖୋଲିଲା ଏମିତି ରାଜ, ଯାହା ଶୁଣିଲା ପରେ ସମସ୍ତଙ୍କ ଆଶ୍ଚର୍ଯ୍ୟର ସୀମା ରହିଲାନି

କୁହାଯାଏକି ଭଲ ପାଇବା ଅନ୍ଧ ହୋଇଥାଏ ଯେତବେଳେ କୌଣସି ମଣିଷକୁ ଭଲପାଇବା ହୋଇଥାଏ ତା ସାମ୍ନାରେ ଲୋକ କିଏ ଦେଖାଯାଏ ନା ଧର୍ମ ଦେଖାଯାଏ ନା ରୀତିନୀତି ଦେଖାଯାଏ । ଖାଲି ସାମ୍ନାରେ ଥିବା ଲୋକ ଭିତର ଭଲପାଇବା ଦେଖାଯାଇଥାଏ । ଭଲପାଉଥିବା ମଣିଷ କେବେ କାହାକୁ ଡରେନାହିଁ । ଯେତବେଳେ ଭଲପାଉଥିବା ଦୁଇଟି ଲୋକ ଘରୁ ପଳାଇ ବାହା ହୁଅନ୍ତି ତାଙ୍କୁ କିଛି ଫରକ ପଡ଼େନାହିଁ କି ଦୁନିଆ ତାଙ୍କ ବିଷୟରେ କଣ ଭାବୁଛି । ଭଲପାଉଥିବା ବ୍ୟକ୍ତି ନା ହିଁ କିଛି ବୟସ ଦେଖିଥାନ୍ତି ନା ଚେହେରା ଦେଖିଥାନ୍ତି, ତାଙ୍କୁ ତାଙ୍କର ପ୍ରେମିକା ଭିତରେ ଭଲପାଇବା ଦେଖାଯାଇଥାଏ ଏବଂ ଦୁନିଆ ସହିତ ଲଢିବା ପାଇଁ ସାହାସ ରଖିଥାନ୍ତି ।

Image Courtesy: Google

ଆଜି ଆମେ ଆପଣଙ୍କୁ କିଛି ଏମିତି କାହାଣୀ କହିବାକୁ ଯାଉଛୁ । ଏମିତି ପ୍ରେମୀ ଯୁଗଳଙ୍କ କାହାଣୀ ଯାହାକୁ ଶୁଣିବା ପରେ ଆପଣଙ୍କ କାନ ଠିଆ ହୋଇଯିବ । ଆପଣ ସମସ୍ତେ ଜାଣିଛନ୍ତି କି ଭାରତରେ ଶଶୁରଙ୍କୁ ବାପାଙ୍କ ଜାଗା ଦେଆଯାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଶଶୁର ବିଷୟରେ କହିବୁ ଯିଏ ନିଜ ଲାଜର ସବୁ ସୀମା ପାର କରିଦେଇଛି । ସେ ଏପରି ଶଶୁର ଯାହାର ନିଜ ବୋହୁ ସହିତ ଅବ୍ୟେଧ ସମ୍ପର୍କ ଥିଲା ଏବଂ ଏମାନେ ପରେ ବିବାହ ମଧ୍ୟ କଲେ ।

Image Courtesy: Google

ଏହି ପୁରା ଘଟନା ବିହାରର ବେଗମପୁର ବିନଟୋଲାର ଅଟେ । ସେ ତାଙ୍କ ବୋହୁକୁ ନିଜ ଭଲପାଇବାରେ ଫସାଇ ବିବାହ କରିଥିଲେ । ଯେତେବେଳେ ପୁଅକୁ ନିଜ ବାପାର ଏପରି ହରକତ ବିଷୟରେ ଜଣାପଡିଲା ସେ ବହୁତ ରାଗିଗଲା ଏବଂ ପୋଲିସ ଷ୍ଟେସନରେ ରିପୋର୍ଟ କଲା । ଏହାପରେ ପୁଲିସ ତାଙ୍କ ବାପାଙ୍କୁ ଆଣି ଜେଲରେ ବନ୍ଦ କରିଦେଲେ । ଯେତବେଳେ ଏହି କଥା ତା ବୋହୁକୁ ଜଣାପଡିଲା ସେ କାନ୍ଦିବାକୁ ଲାଗିଲା । ସେ କହିଲା ତା ସ୍ଵାମୀକୁ ଛାଡି ଦେବାକୁ ।

Image Courtesy: Google

ସେ ମହିଳା ଶୀଘ୍ର ଯାଇ ଥାନାରେ ପହଞ୍ଚିଲା ଏବଂ ପୁଲିସଙ୍କୁ ସାହାଜ୍ଯ ମାଗିଲା । ସେ କହିଲା କି ମୋ ସ୍ଵାମୀକୁ ଛାଡିଦିଅ ,ମୁ ଏହି ଲୋକ ସହିତ ସାରା ଜୀବନ ରହିବାକୁ ଚାହୁଁଛି । ଏହା ଶୁଣିବା ପରେ ଥାନାରେ ଯେତେ ଲୋକ ଥିଲେ ସମସ୍ତେ ସ୍ତବଦ ହୋଇଗଲେ । ଆପଣ କୁହନ୍ତୁ ଆପଣ କେବେ ଏମିତି ପ୍ରେମ କାହାଣୀ ଶୁଣିଛନ୍ତି । ଏହି କାରଣ ପାଇଁ କଳିଯୁଗରେ କୌଣସି ବି ଜିନିଷ ଉପରେ ଆପଣ ବିଶ୍ବାସ କରିପାରିବେ ନାହିଁ । କୌଣସି ବି ସମ୍ପର୍କ କେବେ ଲଜିତ ହୋଇଯିବ ତାହା କେହି କହିପାରିବେ ନାହିଁ । ଏହି ପ୍ରକାର ଘଟନା ଭରତୀୟ ସମାଜର ସଂସୃତି ଏବଂ ସଭ୍ୟତାକୁ କଳଙ୍କିତ କରୁଛି ।

Leave a Reply

Your email address will not be published. Required fields are marked *