ଭାରତର ସବୁଠାରୁ ଧନୀ ୫ଟି ଭିକାରି, ଏମାନଙ୍କର ଇନକମ୍ କେତେ ଜାଣିଲେ ଆପଣ ବି ହୋଇଯିବେ ଲାଜରେ ଲାଲ

ଆପଣ ଦେଖିଥିବେ କି ଯେବେବି ଆପଣ ମନ୍ଦିର ବା କୌଣସି ବୁଲିବାକୁ ଥିବା ଜାଗା ଯାଇଥାନ୍ତି ତାହେଲେ ଆପଣଙ୍କୁ ରାସ୍ତା କଡରେ କେତେକ ଭିକାରି ବସିଥିବାର ଦେଖିବେ ଯିଏ ଫଟା କପଡା ,ଅଡୁଆ ହୋଇଥିବା ବାଳ ଥିବା ଭିକାରି ଆପଣଙ୍କୁ ଦେଖି ପଇସା ବା ଖାଇବାକୁ କିଛି ଖାଦ୍ଯ ମାଗିଥାନ୍ତି ଯାହାକୁ ଦେଖି ଆପଣଙ୍କର ହୃଦୟ ତରଳି ଯାଇଥାଏ ଏବଂ ଆପଣ ତାଙ୍କୁ କିଛି ଦେଇଦିଅନ୍ତି । କିନ୍ତୁ ଏହି ଖବର ପଢିବା ପରେ ହେଇପାରେ କି ଆପଣ ଆଗଥରରେ ତରଳି ପାରିବେ ନାହିଁ ।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଦେଶର ୫ ସବୁଠାରୁ ଅଧିକ ଧନୀ ଭିକାରି ମାନଙ୍କ ବିଷୟରେ ଯାହାର ରୋଜଗାର ବିଷୟରେ ଶୁଣି ଆଛା ଆଛା ଲୋକନଙ୍କର ହୋସ ଉଡିଯାଇଛି ।

 

ଏହି ଭିକାରି ମାନଙ୍କର ଆମଦାନୀ କୌଣସି ବି ବ୍ୟବସାୟୀଙ୍କ ଠାରୁ କମ ନୁହେଁ ଏବଂ ସେମାନଙ୍କୁ କୌଣସି ବି ପ୍ରକାରର ଟ୍ଯାକ୍ସ ଭରିବାକୁ ପଡିନଥାଏ । ପ୍ରଥମେ କହୁଛୁ କୃଷ୍ଣ କୁମାର ଗୀତେ ବିଷୟରେ ଯିଏ ମୁମ୍ବାଇର ଚରଣି ରାସ୍ତା ଉପରେ ଭିକ ମାଗିବାକୁ ବହୁତ ପସନ୍ଦ କରନ୍ତି ଯେଉଁ ଥିରୁ ସେ ପ୍ରତିଦିନ ୧୫୦୦ ରୁ ଅଧିକ ବି ଭିକ ମିଳିଯାଇଥାଏ । ଜଣାଯାଇଛି କି ଏହି କୃଷ୍ଣ କୁମାର ର ନାଲାସୋପାର ରେ ନିଜର ଏକ ଫ୍ଲାଟ ଅଛି ଯେଉଁ ତିରେ ସେ ତାଙ୍କ ଭାଇଙ୍କ ସହିତ ରହୁଛନ୍ତି । ଏ ହେଉଛି ସଂଭାଜି କାଲେ ,ଯିଏ ମୁବାଇର ଖାର ଇଲାକାରେ ପରିବାର ସହିତ ଭିକ ମାଗୁଥିବା ତକରିବନ ୧୦୦୦ ଟଙ୍କା ପ୍ରତିଦିନ କମାଇ ଥାନ୍ତି ।

ବ୍ଯାଙ୍କ ବାଲାନ୍ସ ସହିତ ସଂଭାଜି ପାଖରେ ଏକ ଫ୍ଲାଟ ଅଛି ,ଏହା ସହିତ କିଛି ଅନ୍ୟ ପ୍ରପୋଟି ବି ଅଛି । ଏହା ପରେ ସର୍ବତୀୟା ଦେବୀ ଯିଏ ବିହାରର ପାଟନା ଜିଲାର ଅଟନ୍ତି ,ଯିଏ ଦେଶର ସବୁଠାରୁ ପ୍ରସିଦ୍ଧ ମହିଳା ଭିକାରି ମାନଙ୍କ ମଧ୍ୟରୁ ଏକ । ପାଟନାର ଅଶୋକ ସିନେମା ପଛରେ ତାଙ୍କର ଏକ ସୁନ୍ଦର ଘର ଅଛି । ଏହି ଭିକାରୀର ନାମ ହେଉଛି ଭାରତ ଜୈନ ଯାହାର ବୟସ ୪୯ ବର୍ଷ ଏବଂ ଇଏ ବି ମୁମ୍ବାଇର ପରେଲ ଏଲାକାରେ ଭିକ ମାଗିଥାଏ । ଏହି କଥା ଜାଣି ଆପଣଙ୍କୁ ଝଟକା ଲାଗି ପାରେ କି ପରେଲ ରେ ତାର ଦୁଇଟି ଆପରମେଣ୍ଟ ଅଛି ଯାହାର ମୂଲ୍ୟ ୬୫ ରୁ ୭୦ ଲକ୍ଷ ଅଟେ ଏବଂ କେବଳ ଏତିକି ନୁହେଁ ଏହା ସହିତ ସେ ଏକ ଜୁଷ ଦୋକାନକୁ ଭଡାରେ ଦେଇଛନ୍ତି ,ଯେଉଁ ଥିରୁ ସେ ମାସରେ ୧୦ ହଜାର ଟଙ୍କା ପାଇଥାନ୍ତି । ତାଙ୍କର ମାସରେ ଭିକ ଏବଂ ଭଡା ସବୁ ମିଶାଇ ୭୫ ହଜାରରୁ ଅଧିକ ପଇସା କମାଇ ଥାନ୍ତି ।

ଇଏ ହେଉଛି ମାସୁ ଯିଏ ବୟସରେ ୬୦ବର୍ଷର ଅଟନ୍ତି ଏବଂ ତାର ବଂଶ ପ୍ରପୋଟି ୩୦ ଲକ୍ଷରୁ ଅଧିକ । ଏମିତି ଜାଲବାଜ ଭିକାରି ଆପଣ କେବେ କୋଉଠି ଦେଖି ନଥିବେ । ମାସୁ ଏକ ଅଟୋ ଆଣି ଆସନ୍ତି ଏବଂ ସେଥିରେ କପଡା ବଦଳାଇ ଭିକ ମାଗିବାକୁ ବାହାରି ପଡନ୍ତି । ଯେଉଁ ଫିଲ୍ମ ଷ୍ଟାର ବଡ ବଡ ହୋଟେଲ ଏବଂ ରେଷ୍ଟୁରାଣ୍ଟ ରୁ ବାହାରିଥାନ୍ତି ସେମାନେ ହିଁ ମାସୁର ପସନ୍ଦିତା ଗ୍ରାହକ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *