12 ବର୍ଷ ର ଝିଅ ପୋଲିସ ଆଗରେ କଲା ଅଭିଯୋଗ, କହିଲା ମୋ ବାପା ମୋର ସବୁବେଳେ…

ଆଜିକାଲିର ଆସୁଥିବା ଦିନରେ ପିଲାମାନଙ୍କ ଏବଂ ମହିଳାମାନଙ୍କ ବିରୁଦ୍ଧରେ କିଛି ନା କିଛି ଅପରାଧ ର କାହାଣୀ ଶୁଣିବାକୁ ମିଳୁଛି । ଆମ ସମାଜକୁ କେଜାଣି କାହାର ନଜର ଲାଗି ଯାଇଛି ଅନ୍ୟ ମାନଙ୍କ କଥା ଛାଡି ଦିଅନ୍ତୁ ଘରର ଲୋକ ହିଁ ଏମାନଙ୍କର ଶତ୍ରୁ ଅଟନ୍ତି । ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ କଥା ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଏକ ଷଷ୍ଠ ଶ୍ରେଣୀରେ ପଢୁଥିବା ୧୨ବର୍ଷ ର ଛୋଟ ଝିଅଟି ପୁଲିସ ଙ୍କୁ ସାହାଯ୍ୟ ମାଗିଛି ନିଜ ପିତା ଠାରୁ ତାର ଜୀବନ ବଞ୍ଚାଇବା ପାଇଁ । ଆସନ୍ତୁ ଜାଣିବା କଣ ଏହି ପୁରା ମାମଲା ଏବଂ କାହିଁକି ଏହି ଛୁଆ ର ବାପା ନିଜେ ହିଁ ହେଇଗଲା ତା ଜୀବନର ଶତ୍ରୁ ।

Image Courtesy: Google

ଜନ୍ମ ହେବା ସମୟରେ ମାରିବା ପାଇଁ ଚେଷ୍ଟା

ଆଜି ଆମ ସମାଜରେ ଏମିତି ଲୋକ ଅଛନ୍ତି ଯିଏ କି ପୁଅ ଏବଂ ଝିଅଙ୍କ ଠାରେ ଫରକ କରିଥାନ୍ତି । ଝିଅମାନେ ଜନ୍ମ ହେଲେ ମାତ୍ମ ମଣାଯାଇଥାଏ ଏବଂ ପୁଅ ମାନଙ୍କର ଜନ୍ମ ସମୟରେ ଲିତାଏ ବଣ୍ଟା ଯାଇଥାଏ । ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ବିହାରର ଭାଗଲପୁର ଜେଲ ର ଅଟେ । ଏଠାର ଏକ ସ୍କୁଲ ରେ ଷଷ୍ଠ ଶ୍ରେଣୀରେ ପଢୁ ଥିବା ଏକ ଛାତ୍ରୀ ବିତିଯାଇଥିବା ଦିନରେ ପୁଲିସ ପାଖରେ ନିଜ ପିତା ଙ୍କ ବିରୁଦ୍ଧରେ ରିପୋର୍ଟ ଲେଖିଥିଲେ ଏବଂ ଆରୋପ ଲଗାଇଥିଲେ କି ତାର ପିତା ତାର କିଡନାପ ଏବଂ ମର୍ଡର କରିବା ପାଇଁ ପ୍ଳାନ କରୁଛି ।

Image Courtesy: Google

ପିଲାଟି ପୁଲିସ ଠାରୁ ସାହାଯ୍ୟ ମାଗି କହିଥିଲା କି ତାର ପିତା ତା ଜନ୍ମ ପରେ ତାକୁ ବେକ ଚିପି ମାରିବାକୁ ଚେଷ୍ଟା କରିଥିଲେ ଏବଂ ସେଥିପାଇଁ ତାର ବେକାର ଏକ ହାଡ ଭାଙ୍ଗି ଯାଇଛି ଯେଉଁ କାରଣରୁ ତାକୁ ଆଜୀବି ଅସୁବିଧା ହେଉଛି । ସେ ପିଲାଟି ପୁଲିସ ଆଗରେ କହିଛି କି ତା ବାପା ତା ମାଆ ଙ୍କୁ ଏଥିପାଇଁ ଛାଡିଦେଇଛି କାରଣ ସେ ଏକ ଝିଅକୁ ଜନ୍ମ ଦେଇଛି ,ଜନ୍ମ ପରଠାରୁ ସେ ତା ଅଜାଙ୍କ ଘର ଭାଗଲପୁର ରେ ରହୁଛି ।

ଘରେ ପଶି କଲା ଝିଅ ଉପରେ ହାମଲା

Image Courtesy: Google

ଗତ ଶୁକ୍ରବାର ଦିନ ଝିଅତିର ବାପା ତା ଆଜାଙ୍କ ଘରେ ପଶି ତାକୁ ମାରିବା ପାଇଁ ଚେଷ୍ଟା କରିଥିଲା କିନ୍ତୁ ସେହି ସମୟରେ ଝିଅଟି ଅଜା ଏବଂ ପାଖରେ ଥିବା ପଡୋଶୀ ସେଠାରେ ଆସି ପହଞ୍ଚିଥିଲେ ଏବଂ ସେ ଏମାନଙ୍କୁ ଦେଖି ପଳାଇଗଲା । ଥାନାକୁ ଯାଇ ଝିଅଟି ନିଜ ବାପା ବିରୁଦ୍ଧରେ କେସ କଳା ଏବଂ ତାର ସୁରକ୍ଷା ପାଇଁ ପୁଲିସ ଙ୍କୁ ସାହାଯ୍ୟ ମାଗିଲା । ପୁଲିସ ଝିଅଟିର ସୁରକ୍ଷା କରିବା ପାଇଁ ଭରସା ଦେଇଛି ଏବଂ ତା ବାପାକୁ କଠିନରୁ କଠିନ ଶାସ୍ତି ଦେବା ବୋଲି ବି ଭରସା ଦେଇଛି ।

Leave a Reply

Your email address will not be published. Required fields are marked *